Breaking News

ଏହି କାରଣ ପାଇଁ ମୃତ୍ୟୁ ପରେ ଶବକୁ ଏକୁଟିଆ ଛଡ଼ାଯାଏ ନାହିଁ !!

ବନ୍ଧୁଗଣ ଯେମିତି ଦିନ ପରେ ରାତି ହେବ ନୀଚୀତଠିକି ସେହିପରି ମୃତ ଲୋକରେ ଜନ୍ମ ନେଇଥାଏଦିନେନା ଦିନେ ତାକୁ ମାରିବାକୁ ପଡିଥାଏ ଅର୍ଥାତ ଯଦି ପୃଥିବୀ ଲୋକରେ ସବୁଠାରୁ ବଡ଼ ସତ୍ୟ ହୋଇଥାଏ ତାହା ହେଉଛି ପ୍ରାଣୀର ମୃତୁ ତଥାପି କିଛି ଲୋକ ଏମିତି ଥାନ୍ତି ଯାହାକୁ ଏହି ଏହି ସତ୍ୟକୁ ଶିକାର କରିନଥାନ୍ତି |

ଆପଣ ସମସ୍ତେ ଦେଖିଥିବେ ହିନ୍ଦୁ ଧର୍ମରେ ମୃତୁ ପରେ ଶବକୁ ଦାହ ସଂସ୍କାର କରାଯାଇଥାଏ ସାଥିରେ ଆପଣ ଇଏକି ଦିଖିଥିବେ ଯଦି କାହାର ମୃତୁ ସୂର୍ଯ୍ୟ ଅସ୍ତ ହେଲାପରେ ହୋଇଥାଏ ତେବେ ତାଙ୍କର ଦାହ ସଂସ୍କାର ପରଦିନ କରାଯାଇଥାଏ |

ଆପଣମାନେ ଦେଖିଥିବେ କୌଣସି ପରିବାରରେ କାହାର ମୃତୁ ସନ୍ଧ୍ୟା ପରେ ହୋଇଥାଏ ତେବେ ତାଙ୍କର ଶବକୁ ଏକୁଟିଆ ଛଡା ଯାଏନାହିଁ କିନ୍ତୁ ବନ୍ଧୁଗଣ ଆପଣ ଜାଣିଛନ୍ତି ଶବକୁ କାହିଁକି ରାତିସାରା କାହିଁକି ଏକୁଟିଆ ଛଡା ଯାଏନାହିଁ | ବନ୍ଧୁଗଣ ଆମର ଧର୍ମରେ ମୃତୁ ପରେ ଶବକୁ କାହିଁକି ଏକୁଟିଆ ଛଡା ଯାଏନାହିଁ ଏହି କହିବା ପୂର୍ବରୁ କେବେ କେବେ କେଉଁ ପରିସ୍ଥିତିରେ ଶବର ଅନ୍ତିମ ସଂସ୍କାର କରାଯାଏ ନାହିଁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥାଏ |

ବନ୍ଧୁଗଣ ସର୍ବ ପ୍ରଥମେ ଆମେ ଆପଣଙ୍କୁ କହୁଛୁ ଯଦି ହିନ୍ଦୁ ଧର୍ମରେ କାହାରି ମୃତୁ ସୂର୍ଯ୍ୟ ଅସ୍ତ ହେଲାପରେ ହୋଇଥାଏ ଟଙ୍କାର ଶବକୁ ରାତି ସାରା ତାଙ୍କ ଘରେ ରଖାଯାଇଥାଏ ଆଉ ପରଦିନରେ ତାଙ୍କର ଦାହ ଓ ସଂସ୍କାର କରାଯାଇଥାଏ | ଏହା ଛଡା ଯଦି କାହାର ମୃତୁ ପଞ୍ଚୁକ ସମୟରେ ହୋଇଥାଏ |

ତେବେ ତାଙ୍କର ଶବକୁବି କିଛି ସମୟ ପାଇଁ ଘରେ ରଖାଯାଏ ଆଉ ଯେତେବେଳେ ପଞ୍ଚକ କାମ ସମାପ୍ତ ହୋଇଥାଏ ଏହା ପରେ ତାଙ୍କର ଦାହ ସଂସ୍କାର କରାଯାଇଥାଏ | ଯଦି ଶବକୁ ଏକୁଟିଆ ଛାଡି ଦିଆଯାଇଥାଏ ତେବେ କୁକୁର ବିଳେଇପରି ପଶୁ ଶବକୁ ଖାଇ ଥାନ୍ତି ଆଉ ଗରୁଡ଼ ପୁରାଣର ମାନ୍ୟତା ଅନୁସାରେ ଏମିତିରେ ମୃତୁ ଆତ୍ମାକୁ ଯମ ଲୋକ ମାର୍ଗରେ ଏମିତି କଷ୍ଟ ଓ ଯନ୍ତ୍ରଣା ଭୋଗିବାକୁ ପଡିଥାଏ |

ସାଥିରେ ଏମିତି ମାନାଯାଇଥାଏ ଯଦି ଶବକୁ ଏକୁଟିଆ ଛାଡି ଦିଆଯାଏ ତେବେ ତାଙ୍କ ଶରୀରରୁ ଦୃଘନ୍ଧ ଆସିଥାଏ ଏହି କ୍ଷେତ୍ରରେ ଏହା ଆବଶକ୍ୟ ହୁଏ ସେଠାରେ କେହି ଜଣେ ବ୍ୟକ୍ତି ବସିକି ରହୁ |

About odisha news

Check Also

ଜାଣିଛନ୍ତି କି ପ୍ରତେକ ବର୍ଷ ରଥଯାତ୍ରା ପରେ ରଥ ସବୁ କୁଆଡେ ଯାଏ, ଏହି ସବୁ କଥା ଜାଣିରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

୧୨ ମାସରେ ଥରେ ମହାପ୍ରଭୁ ରତ୍ନ ସିଂହାସନ କୁ ଛାଡି ବଡ ଦାଣ୍ଡକୁ ନିଜର ଭକ୍ତ ମାନଙ୍କ ସହ ମିଶିବାକୁ …

Leave a Reply

Your email address will not be published.