ବନ୍ଧୁଗଣ ଆପଣମାନେ ଓଲିଉଡ଼ ହିରୋଇନ ସୋମାଲୀନ ଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ସିରିଏଲ ଓ ଆଲବମ ରେ ନିଶ୍ଚିତ ଭାବରେ ଦେଖିଥିବେ ତାଙ୍କର ଏହି ଜବରଦସ୍ତ ଅଭିନୟ କୁ ସାରା ଓଡ଼ିଶାର ଦର୍ଶକମାନେ ପସନ୍ଦ କରିବା ସହ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି |
ଦର୍ଶକବନ୍ଧୁ ପୂର୍ବବର୍ଷ ନଭେମ୍ବର 21 ତାରିଖ ରେ ବିବାହ ବନ୍ଧନରେ ବାନ୍ଧୀ ହୋଇଥିଲେ 2016 ର ରଜ କୁଇନ ବିଜୟତା ସୋମାଲୀନ ପରିଡା ତେବେ ସୋମାଲୀନ ଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା ଆଉ ସେ ନିଶିଧଙ୍କୁ ବିବାହ କରିଥିଲେ ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ନିଶିଧ ହେଉଛନ୍ତି ଜଣେ ସଫ୍ଟୱେର ଇଞ୍ଜିନିଅର ଅଟନ୍ତି |
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ କି ସୋମାଲୀନ ନିଶିଧ ଙ୍କୁ ବିବାହ କରିବା ପୂର୍ବରୁ ମହା ପ୍ରସାଦ ଙ୍କୁ ଭଲପାଉଥିଲେ ତେବେ ଦର୍ଶକବନ୍ଧୁ ଏହାର କାରଣ କଣ ଥିଲା କି ସେ ମହାପ୍ରସାଦ ଙ୍କୁ ଛାଡି ନିଶିଧ ଙ୍କୁ ବିବାହ କଲେ ତେବେ ଯେତେବେଳେ ମହାପ୍ରସାଦ ଙ୍କୁ ସେମାନଙ୍କ ପ୍ରେମ ବିଚ୍ଛେଦ ବିଷୟରେ ପଚରାଗଲା ମହାପ୍ରସାଦ କହିଥିଲେ କି ତାଙ୍କ ମଧ୍ୟରେ କିଛି ଭୁଲ ବୁଝାବଣା କାରଣରୁ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା |
ତେବେ ତାହା ଯାହା ହେଉନା କାହିଁକି ବର୍ତ୍ତମାନ ସମୟରେ ସୋମାଲୀନ ବିବାହ କରି ଦେଇଛନ୍ତି ଓ ବିବାହ ପରେ ସେ ନିଜ ଶାଶୂଘରେ ବେଶ ଖୁସି ଥିବାର ନଜର ଆସିଛନ୍ତି ତେବେ ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଜର ମତାମତ ନିଶ୍ଚିତ ଭାବରେ ଦେବେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …