Breaking News

ଏହି କାରଣ ପାଇଁ ସିନେମା କରୁ ନାହାନ୍ତି ଜଇ …

ନମସ୍କାର ବନ୍ଧୁଗଣ ଅପଣମାନେ ଜଇରାମ ସାମଲ ଙ୍କୁ ବେଶ ଭଲଭାବରେ ଜାଣିଥିବେ | ତେବେ ଜଇରାମ ସାମଲ ତାଙ୍କ ଅଭିନୟରେ ଓଡ଼ିଶାର ଘରେ ଘରେ ପରିଚୟ ସୃଷ୍ଟି କରିପାରିଛନ୍ତି ଜଇରାମ ସାମଲ ପିଟାଲଟି ବେଳୁ ନିଜ ଅଭିନୟ କ୍ୟାରିୟରର ଆରମ୍ଭ କରିଥିଲେ |

ଜଇରାମ ସାମଲତାଙ୍କୁ ଯାତ୍ରା ଦେଖିବାକୁ ଭଲପାନ୍ତି ତ ଏହି କାରଣରୁ ସେ ପିଲା ବେଳେ ଘରେ ମିଛ କହି ଅଧିକାଂଶ ସମୟରେ ଯାତ୍ରା ଦେଖିବାକୁ ଚାଲିଯାନ୍ତି | ଜଇରାମ ସାମଲ ତାଙ୍କ ହସରେ ଓଡିଶା ବାସୀଙ୍କ ଗ୍ରୁଦୟ ସ୍ପର୍ଶି ହୋଇପାରିଥିଲେ ଆଉ ଗୋଟେ ଇଣ୍ଟରଭିଉରେ ସେ କହିଥିଲେ ଏହି ଭଳି ହସିବା ପାଇଁ ନଈରେ ବେକେ ପିଣି ପର୍ଯ୍ୟନ୍ତ ନଈରେ ଛିଡା ହୋଇ ହସ ଅଭ୍ୟାସ କରୁଥିଲେ |

ସେ ଏକଥା ମଧ୍ୟ କହିଛନ୍ତି ସେ ଏହି କାମ କରିବାକୁ ତାଙ୍କ ପରିବାରଠୁ ଅଧିକ ପ୍ରେରଣା ପାଇଥିଲେ ତାଙ୍କ ଜେଜେ ଜଣେ ଯାତ୍ରା ଅଭିନୟ କରୁଥୁବା କଳାକାର ଅଟନ୍ତି | ଜଇରାମ ସାମଲ ପ୍ରଥମେ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ ଆଉ ଏହା ପରେ ତାଙ୍କୁ ସିନେମାରେ କମେଡିଆନ ଭାବରେ ସିନେମାରେ ସୁଯୋଗ ମିଳିଥିଲା |

ଜଇରାମ ସାମଲ କମେଡିଆନ ଅଭିନୟ କରିବାପରେ ସେ କେବେବି ପଛକୁ ଫେରିଦେଖିନଥିଲେ ସେ ତାଙ୍କ କ୍ରିୟାରେ ଏବେ ପର୍ଯ୍ୟନ୍ତ ଓଡ଼ିଆ ସିନେମା ଜଗତରେ 300ରୁ ଅଧିକ ସିନେମା କରିସାରିଛନ୍ତି | ଜଇରାମ ସାମଲ ଗୋଟେ ସୋ ରେ ସେ କହୁଥିଲେ ତାଙ୍କର ବୟସ 70 ବର୍ଷରୁ ଉର୍ଦ୍ଧ ବୟସ ହେଇଗଲାଣି |

ଆଉ ଭବିଷ୍ୟତରେ ତାଙ୍କ ବୟସ ଅନୁଯାଇ ତାଙ୍କୁ ଉପଯୁକ୍ତ ଭୂମିକା ମିଳିବାଟା ସେ ଅଭୀନୟ କରିବେ ବୋଲି କହି ଛନ୍ତି | ବର୍ତ୍ତମାନ ସେ ତାଙ୍କ ପରିବାର ଲୋକଙ୍କ ସହିତ ଖୁସିରେ ସୁଖ ମାୟା ଜୀବନ ଜାପାନ କରୁଛନ୍ତି

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.