Breaking News

ଏହି କାରଣ ପାଇଁ ବାବୁଶାନଙ୍କ ସହ ଫିଲ୍ମ କରୁ ନାହାନ୍ତି ବର୍ଷା, ଏହା ହେଉଛି ପ୍ରକୃତ କାରଣ …

ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର ଜବରଦସ୍ତ ହିରୋ ବାବୁଶାନ ମହାନ୍ତି ଏବଂ ହିରୋଇନ ବର୍ଷାଙ୍କୁ ବେଶ ଭଲଭାବରେ ଜାଣିଥିବେ ତେବେ ଆସନ୍ତୁ ଜାଣିବା ବାବୁଶାନ୍ ଙ୍କ ସହ ବର୍ଷା ପ୍ରିୟଦର୍ଶିନୀ କାହିଁକି ଫିଲ୍ମ କରୁନାହାଁନ୍ତି ଦର୍ଶକବନ୍ଧୁ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ।ଦୀର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ ଲୋକମାନଙ୍କ ମନକୁ ନିଜ ଆଡକୁ ଆକୃଷ୍ଠ କରିଥିଲେ।

ତେବେ ଦର୍ଶକବନ୍ଧୁ ତାଙ୍କର ପ୍ରଥମ ଫିଲ୍ମ ହେଉଛି ଏ ଯୁଗର କୃଷ୍ଣ ସୁଦାମା ଓଲିଉଡ଼ କୁଇନ୍ ବର୍ଷାଙ୍କ ଫିଲ୍ମ ଦେଖିବାକୁ ଦର୍ଶକମାନେ ପାଗଳ ହୋଇ ଯାଇଥିଲେ। ଓଡ଼ିଶାର ସବୁଠାରୁ ନାମୀଦାମୀ ହିରୋ ହେଉଛନ୍ତି ଅନୁଭବ ମହାନ୍ତି ସବ୍ୟସାଚୀ ଅରିନ୍ଦମ ସିଦ୍ଧାନ୍ତ ବୁଦ୍ଧାଧିତ୍ୟ ଓ ପୁପିନ୍ଦର ସେମାନଙ୍କ ସହ ବର୍ଷା ପ୍ରିୟଦର୍ଶିନୀ ଜବରଦସ୍ତ ଫିଲ୍ମ କରି ଦେଖାଇଛନ୍ତି |

କିନ୍ତୁ ଦର୍ଶକବନ୍ଧୁ ବାବୁଶାନ୍ ଙ୍କ ସହିତ ବର୍ଷାଙ୍କ ଯୋଡି ଦେଖିବାକୁ ଦର୍ଶକ ଚାତକ କରି ଅନାଇ ବସିଛନ୍ତି ଅନେକ ଦର୍ଶକଙ୍କ ମନରେ ପ୍ରଶ୍ନ ଆସେ କି ବର୍ଷା କଣ ପାଇଁ ବାବୁଶାନ୍ ଙ୍କ ସହିତ ଫିଲ୍ମ କରୁନାହାଁନ୍ତି ଓ ସେ ଆଗକୁ ଫିଲ୍ମ କରିବେ କି ନାହିଁ |

ତେବେ ଦର୍ଶକବନ୍ଧୁ ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ବାବୁଶାନ୍ ବୋହୁତ ଭଲ ମଣିଷ ଓ ଭଲ ଅଭିନେତା ଅଟନ୍ତି ବାବୁଶାନ୍ ଙ୍କ ସହ ଅଭିନୟ କରିବା ପାଇଁ ବର୍ଷ ଇଚ୍ଛୁକ କିନ୍ତୁ ବାବୁଶାନ୍ ଓ ବର୍ଷାଙ୍କୁ ଭଲ ସ୍କ୍ରିପ୍ଟ ମିଳିନାହିଁ ଯଦି ଭବିଷ୍ୟତରେ ସେମିତି ସୁଯୋଗ ଆସେ ତେବେ ନିଶ୍ଚୟ ବର୍ଷା ବାବୁଶାନ୍ ଙ୍କ ସହିତ ଅଭିନୟ କରିବେ। ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.