Breaking News

ଏହି କାରଣରୁ ମା’ ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରନ୍ତି ନାହିଁ, ସେଥିପାଇଁ ମା’ଲକ୍ଷ୍ମୀଙ୍କ କୃପା ପାଇଁ କରନ୍ତୁ ଏହି…

ଏହି କାରଣରୁ ମା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରନ୍ତି ନାହିଁ, ମା ଲକ୍ଷ୍ମୀଙ୍କ କୃପା ପାଇଁ କରନ୍ତୁ ଏହି ଉପାୟ | ପ୍ରତ୍ୟେକ ମଣିଷ ତା ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ କାମନା କରିଥାଏ ଆଉ ଆର୍ଥିକ ସମସ୍ୟା ଯେମିତି ନଦେଖାଯାଏ ସେଥିପାଇଁ ମଧ୍ୟ କରିଥାଏ | ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଥାଏ ତାର କୋୖଣସି ସମସ୍ୟା ହୋଇନଥାଏ | ଅନେକ ଲୋକ ଅଛନ୍ତି ଯେତେ ଧନ ଉପାର୍ଜନ କଲେ ବି ତାଙ୍କ ପାଖରେ ଧନ ରହିନଥାଏ |

ଯାହାଦ୍ୱାରା ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ସେଥିପାଇଁ ସେମାନଙ୍କୁ ମା ଲକ୍ଷ୍ମୀଙ୍କ ପାଇଁ କିଛି ଖାସ ଉପାୟ କରିବା ଦ୍ୱାରା ସେମାନଙ୍କ ଆର୍ଥିକ ସମସ୍ୟା ଦୁର ହେଇଥାଏ | ଯେଉଁ ଘରେ ମହିଳା ମାନଙ୍କୁ ଆଦର ସଂମାନ କରାଯାଏ ସେ ଘର ଉପରେ ମା ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି ଓ ଧନ ବଳ ବତ୍ତର ରହିଥାଏ | ଯେଉଁ ଘରେ ସର୍ବଦା କଳହ ଲାଗି ରହିଥାଏ ସେ ଘରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ ଯାହାଫଳରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଦେଇଥାଏ |

ଧାର୍ମିକ କଥା ଅନୁଯାଇ ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କ ବାର | ଏହି ଦିନରେ ପୂଜା କରିବା ଦ୍ୱାରା ମାତା ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି | ସେହି ଦିନ ବିଧିବିଧାନ ହିସାବରେ ପୂଜା ସମ୍ପର୍ଣ କରନ୍ତୁ | ଯେଉଁ ଘରେ ବାସ୍ତୁ ଦୋଷ ଥାଏ ସେ ଘରେ ମାତା କେବେ ବାସ କରନ୍ତି ନାହିଁ | ବାସ୍ତୁ କୁ ନିୟମ ଦ୍ୱାରା ପାଳନ କଲେ ଘରେ ସୁଖ ସମୃଦ୍ଧି ଏବଂ ଧନ ର ଅଭାବ ରହିନଥାଏ |

ଗୁରୁବାର ଦିନ ଏକ ଟଙ୍କା ନେଇ ଏକ କଦଳୀ ଗଛ ମୂଳରେ ପୋତି ଦିଅନ୍ତୁ ଆଉ ତାପର ଦିନ ସେହି ଟଙ୍କାକୁ ଆଣି ଆପଣଙ୍କ ଘରେ ଧନ ରଖିବା ସ୍ଥାନରେ ରଖିଦିଅନ୍ତୁ | ଯାହାଫଳରେ ମାତା ପ୍ରସନ୍ନ ହେବେ ଆଉ ଆପଣଙ୍କର ଧନର ଅଭାବ ରହିବ ନାହିଁ | ଆପଣମାନେ ଏସବୁ ବିଷୟରେ ଜାଣିଲେ ଆଉ ଏହାକୁ ଗୁରୁବାର ଦିନ ଏସବୁ ଉପାୟ କରନ୍ତୁ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.