Breaking News

ଏହି ଜିନିଷ କୁ ସେବନ କଲେ ଡାଇବେଟିସ ହୋଈଯିବ ମୂଳ ରୁ ଶେଷ. . .

ବନ୍ଧୁ ଗଣ, ଆଜି ଆମେ ଆପଣଙ୍କୁ ଜଣାଇଦେବୁ ଯେ ଡାଇବେଟିସ ରୁ କିପରି ସବୁଦିନ ପାଇଁ ରକ୍ଷା ପାଇବା, ଏହା ଏକ ଏପରି ରୋଗ ଯାହା ଥରେ ହେଲେ ଜୀବନ ସାରା ଭୋଗିବାକୁ ପଡିଥାଏ । ଏହି ରୋଗ ସ୍ୱାସ୍ଥ୍ୟ ଉପରେ ବହୁତ ସାଇଡ ଏଫେକ୍ଟ ପକାଇ ଥାଏ । ବର୍ତ୍ତମାନ ଆଧୁନିକ ଚିକିତ୍ସା ବିଜ୍ଞାନ ହିସାବରେ ଡାଇବେଟିସ ପୂର୍ଣ ରୂପରେ କେବେ ଶେଷ ହୋଇନଥାଏ । କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ | ଡାଇବେଟିସ ଆଜି ସମୟରେ ପ୍ରତି ତିନିଜଣଙ୍କରୁ ଜଣକୁ ଅଧିକ ମାତ୍ରାରେ ହୋଇଥାଏ । ଏହି ରୋଗର ମୁଖ୍ୟ କାରଣ ଏହା ହୋଇଥାଏକି ଲୋକ ମାନେ ଘର ଖାଦ୍ୟ ଠାରୁ ଅଧିକ ବାହାର ଖାଦ୍ୟ ଅଧିକ ପସନ୍ଦ କରିଥାନ୍ତି ।

ଯଦି ସୁଗାର କୁ କମ କରିବାକୁ ଚାହିଁବା ତେବେ ପ୍ରତିଦିନ ଯୋଗ ଆସନ ନିହାତି କରିବା ଆବଶ୍ୟକ। ପ୍ରାତଃ ସମୟରେ ଖାଲି ପାଦରେ ଘାସରେ ବୁଲିବା ନିହାତି ଆବଶ୍ୟକ । ନିଦ ପାଖାପାଖି ୮ଘଣ୍ଟା ନେବା ଦରକାର ହୋଇଥାଏ । ସବୁ ପ୍ରକାର ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଧୃମପାନ କରନ୍ତୁ ନହିଁ । ଲୁଣ ସବୁବେଳେ କମ ଖାଆନ୍ତୁ । ଶରୀରକୁ ପାଣିର ଅଭାବ ହେବାକୁ ଦିଅନ୍ତୁ ନହିଁ । ଦିନକୁ ପାଖାପାଖି ୬ ଲିଟର ପାଣି ପିଅନ୍ତୁ ।

ସାରୁକୁ ଭାରତରେ ବିଭିନ ନାମରେ ଜାଣିଥାଉ, ଏହା ସହ ବହୁତ ଲୋକ ତାକୁ ତରକାରୀ କରି ଖାଇ ଥାନ୍ତି । ଅନେକ ଲୋକ ସାରୁର ପକୁଡି ମଧ୍ୟ ବନାଇ ଖାଇ ଥାନ୍ତି । ଏହା ବହୁତ ସ୍ଵାଦିଷ୍ଟ ହୋଇଥାଏ । ସାରୁରେ ଭିଟାମିନ ସି, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ ଏବଂ ଭିଟାମିନ ବି ଭରପୁର ମାତ୍ରାରେ ମିଳିଥାଏ । ସାରୁରେ ଆଣ୍ଟି ଆକ୍ସିଡେଣ୍ଟ ମିଳିଥାଏ । ଏହା ଆମ ଶରୀରକୁ ବିଭିନ ପ୍ରକାର ରୋଗରୁ ରକ୍ଷା କରିଥାଏ । ସାରୁରୁ ପର୍ଯ୍ୟାପ୍ତ ପରିମାଣର ଫାଇବାର ମିଳିଥାଏ । ଯାହା ଡାଇବେଟିସ ଲଢିବାରେ ବହୁତ ସାହାର୍ଯ୍ୟ କରିଥାଏ ।


ସେଥିପାଇଁ ସାରୁର ସେବନ ନିହାତି କରନ୍ତୁ । କଲରା ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହା ଶରୀରର ସବୁ ଗ୍ଳୁକୋଜ ମେଟାବୋଲିଜିମକୁ ପ୍ରଭାବିତ କରିଥାଏ । ଅଧିକରୁ ଅଧିକ କଲରା ଜୁଷ ପିଅନ୍ତୁ । ମେଥିରେ ମଧୁମେହକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଛି । ଏହା ବ୍ଲଡ ସୁଗାର ଲେବଲକୁ କମ କରିଥାଏ । ଜାମୁକୋଳି ମଧ୍ୟ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ବହୁତ ସହାୟକ ହୋଇଥାଏ । ତେବେ ବନ୍ଧୁଗଣ ଏହା ଥିଲା ଆଜିର ବିଷୟ ବସ୍ତୁ ।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *