ବନ୍ଧୁ ଗଣ, ଆଜି ଆମେ ଆପଣଙ୍କୁ ଜଣାଇଦେବୁ ଯେ ଡାଇବେଟିସ ରୁ କିପରି ସବୁଦିନ ପାଇଁ ରକ୍ଷା ପାଇବା, ଏହା ଏକ ଏପରି ରୋଗ ଯାହା ଥରେ ହେଲେ ଜୀବନ ସାରା ଭୋଗିବାକୁ ପଡିଥାଏ । ଏହି ରୋଗ ସ୍ୱାସ୍ଥ୍ୟ ଉପରେ ବହୁତ ସାଇଡ ଏଫେକ୍ଟ ପକାଇ ଥାଏ । ବର୍ତ୍ତମାନ ଆଧୁନିକ ଚିକିତ୍ସା ବିଜ୍ଞାନ ହିସାବରେ ଡାଇବେଟିସ ପୂର୍ଣ ରୂପରେ କେବେ ଶେଷ ହୋଇନଥାଏ । କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ | ଡାଇବେଟିସ ଆଜି ସମୟରେ ପ୍ରତି ତିନିଜଣଙ୍କରୁ ଜଣକୁ ଅଧିକ ମାତ୍ରାରେ ହୋଇଥାଏ । ଏହି ରୋଗର ମୁଖ୍ୟ କାରଣ ଏହା ହୋଇଥାଏକି ଲୋକ ମାନେ ଘର ଖାଦ୍ୟ ଠାରୁ ଅଧିକ ବାହାର ଖାଦ୍ୟ ଅଧିକ ପସନ୍ଦ କରିଥାନ୍ତି ।
ଯଦି ସୁଗାର କୁ କମ କରିବାକୁ ଚାହିଁବା ତେବେ ପ୍ରତିଦିନ ଯୋଗ ଆସନ ନିହାତି କରିବା ଆବଶ୍ୟକ। ପ୍ରାତଃ ସମୟରେ ଖାଲି ପାଦରେ ଘାସରେ ବୁଲିବା ନିହାତି ଆବଶ୍ୟକ । ନିଦ ପାଖାପାଖି ୮ଘଣ୍ଟା ନେବା ଦରକାର ହୋଇଥାଏ । ସବୁ ପ୍ରକାର ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଧୃମପାନ କରନ୍ତୁ ନହିଁ । ଲୁଣ ସବୁବେଳେ କମ ଖାଆନ୍ତୁ । ଶରୀରକୁ ପାଣିର ଅଭାବ ହେବାକୁ ଦିଅନ୍ତୁ ନହିଁ । ଦିନକୁ ପାଖାପାଖି ୬ ଲିଟର ପାଣି ପିଅନ୍ତୁ ।
ସାରୁକୁ ଭାରତରେ ବିଭିନ ନାମରେ ଜାଣିଥାଉ, ଏହା ସହ ବହୁତ ଲୋକ ତାକୁ ତରକାରୀ କରି ଖାଇ ଥାନ୍ତି । ଅନେକ ଲୋକ ସାରୁର ପକୁଡି ମଧ୍ୟ ବନାଇ ଖାଇ ଥାନ୍ତି । ଏହା ବହୁତ ସ୍ଵାଦିଷ୍ଟ ହୋଇଥାଏ । ସାରୁରେ ଭିଟାମିନ ସି, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ ଏବଂ ଭିଟାମିନ ବି ଭରପୁର ମାତ୍ରାରେ ମିଳିଥାଏ । ସାରୁରେ ଆଣ୍ଟି ଆକ୍ସିଡେଣ୍ଟ ମିଳିଥାଏ । ଏହା ଆମ ଶରୀରକୁ ବିଭିନ ପ୍ରକାର ରୋଗରୁ ରକ୍ଷା କରିଥାଏ । ସାରୁରୁ ପର୍ଯ୍ୟାପ୍ତ ପରିମାଣର ଫାଇବାର ମିଳିଥାଏ । ଯାହା ଡାଇବେଟିସ ଲଢିବାରେ ବହୁତ ସାହାର୍ଯ୍ୟ କରିଥାଏ ।
ସେଥିପାଇଁ ସାରୁର ସେବନ ନିହାତି କରନ୍ତୁ । କଲରା ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହା ଶରୀରର ସବୁ ଗ୍ଳୁକୋଜ ମେଟାବୋଲିଜିମକୁ ପ୍ରଭାବିତ କରିଥାଏ । ଅଧିକରୁ ଅଧିକ କଲରା ଜୁଷ ପିଅନ୍ତୁ । ମେଥିରେ ମଧୁମେହକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଛି । ଏହା ବ୍ଲଡ ସୁଗାର ଲେବଲକୁ କମ କରିଥାଏ । ଜାମୁକୋଳି ମଧ୍ୟ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ବହୁତ ସହାୟକ ହୋଇଥାଏ । ତେବେ ବନ୍ଧୁଗଣ ଏହା ଥିଲା ଆଜିର ବିଷୟ ବସ୍ତୁ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ