Breaking News

ଏହି ଅଣ ଓଡିଆ ବିଦେଶୀ ଝିଅଟି ଜଗନ୍ନାଥଙ୍କ ବିଷୟରେ ଏମିତି କିଛି କହିଲା ଯାହା ଶୁଣିଲେ ଆପଣ ଶୁଣି ଚକିତ ହୋଇଯିବେ

ଆଜି ଆମେ ଜାଣିବା ଜଣେ ଅଣ ଓଡ଼ିଆ ଝିଅ ଯାହା ଙ୍କ ର ଶ୍ରୀ ଜଗନ୍ନାଥ ଙ୍କ ଓଡ଼ିଆ ଭଜନ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ଜଣେ ଅଣ ଓଡ଼ିଆ ଝିଅ ଭକ୍ତି ଦେଖିଲେ ପି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଓଡ଼ିଆ କହି ଜାଣି ନାହାନ୍ତି କିନ୍ତୁ ଜଗନ୍ନାଥ ଭଜନ ଗାଉଛନ୍ତି ।ହଁ ବନ୍ଧୁ ଅନାଥ ର ନାଥ ଶ୍ରୀ ଜଗନ୍ନାଥ । ଯାହା ପାଖରେ ଜାତି ,ଧର୍ମ କିଛି ନଥାଏ ।ହଁ ବନ୍ଧୁ ସେ ଶ୍ରୀ ଜଗନ୍ନାଥ ଙ୍କୁ ଦେଖିବାକୁ କାହିଁ କେତେ ବାଟ ରୁ ଆସିଛନ୍ତି ।

ଓଡ଼ିଶା ବାହାର ଠୁ ଧରିକି ଦେଶ ବାହାର ରୁ ଆସନ୍ତି ଭକ୍ତ ମାନେ କାଳିଆ କୁ ଦେଖିବା ପାଇଁ ଆସିଥାନ୍ତି । ସେହିଭଳି ଜଣେ ଅଣ ଓଡ଼ିଆ ଆସି କାଳିଆ ର ଦର୍ଶନ କରି ବହୁତ୍ ଖୁସି ଅଛନ୍ତି ସେ ମଧ୍ୟ କହୁଛନ୍ତି ମୁଁ ଓଡ଼ିଆ ନୁହେଁ ଓଡ଼ିଆ ମୋତେ ଆସିନାହିଁ କିନ୍ତୁ ଶ୍ରୀ ଜଗନ୍ନାଥ ଙ୍କୁ ଦେଖିବା ପାଇଁ ଆସିଛି ତାଙ୍କୁ ମୁଁ ଦେଖିଲି ମୋ ମନ ଖୁସି ହୋଇଗଲା ଏହା କହି ସେ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାଇଛନ୍ତି ମଧ୍ୟ ଯାହା ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ଭାଇରାଲ ହବା କୁ ଲାଗିଛି ।

ସବୁ ବର୍ଷ ପୁରୀ କୁ ବାହାର ଦେଶ ଏବଂ ରାଜ୍ୟ ରୁ ବୁଲିବା କୁ ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଭକ୍ତ ମାନେ ଆସି ନଥିଲେ ଯାହା ଫଳରେ ଦୁଃଖ ପ୍ରକାଶ କରିଥିଲେ ଭକ୍ତ ମାନେ । ବର୍ତମାନ ଯଦି ଆମେ କହିବା କରୋନା ପାଇଁ ନିଆଯାଇଥିବା ପଦକ୍ଷେପ ବର୍ତମାନ ଧୀରେ ଧୀରେ କୋହଳ ହେଉଛି ସମ୍ପୂର୍ଣ ହୋଇନାହିଁ କାରଣ କରୋନା ଏ ପର୍ଯ୍ୟନ୍ତ ଯାଇନାହିଁ ।ସେଥିପାଇଁ ପ୍ରଶାସନିକ କୋହଳ କରିଛି ଯାହା ଫଳରେ ଭକ୍ତ ମାନେ ଆସି କାଳିଆ କୁ ଦର୍ଶନ କରୁଛନ୍ତି କୋଭିଡ୍ ଗାଇଡ ଲାଇନ ଅନୁଯାୟୀ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ୪ଜି ସ୍ମାର୍ଟଫୋନ ମାତ୍ର ୧୫ ଟଙ୍କାରେ କିଣନ୍ତୁ! ଜାଣନ୍ତୁ କେମିତି ଏତେ ଶସ୍ତାରେ କିଣିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଏହି ଦୁନିଆ ରେ ଅନ୍ଲାଇନ ମାଧ୍ୟମ …

Leave a Reply

Your email address will not be published. Required fields are marked *