Breaking News

ଏହି ଝିଅ ମାନେ ହୋଇଥାନ୍ତି ପବିତ୍ର, ଦେଖନ୍ତୁ ଶୀଘ୍ର …

ଦର୍ଶକବନ୍ଧୁ ସିନ୍ଦୁରର ରହିଛି ବିଶେଷ ରହସ୍ୟ ଘରେ ବୃଦ୍ଧି ହୁଏ ସୁଖ ଶାନ୍ତି ବସ୍ତୁ ଶାସ୍ତ୍ର ଅନୁସାରେ ସିନ୍ଦୁରର ବିଶେଷ ମହତ୍ୱ ରହିଛି ପ୍ରତେକ ବିବାହିତ ସ୍ତ୍ରୀର ସିନ୍ଦୁର ହେଉଛି ମୁଖ୍ୟ ଅଂଶ ଶାସ୍ତ୍ରରେ କୁହାଯାଇଛି ସ୍ତ୍ରୀର ସିନ୍ଧୁର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ଲମ୍ବା ହୋଇଥାଏ ସ୍ୱାମୀର ଶରୀର ସୁସ୍ତ ହୋଇଥାଏ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ କିନ୍ତୁ ଏହି ସିନ୍ଦୁର ସାଧବ ନାରୀର ମଥାରେ ଲାଗିବ ବେତିତ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି କରିଥାଏ |

ତେବେ ବାସ୍ତୁ ଅନୁଯାଇ ସିନ୍ଦୁରର ମାହାତ୍ମ୍ୟ କଣ ରହିଛି ପ୍ରତେକ ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଅଳ୍ପ କିଛି ସିନ୍ଦୁର ପାଣିରେ ମିଶାନ୍ତୁ ଘରର ମୁଖ୍ୟ ଦୂରରେ ସିନ୍ଦୁର ରେ ସୁସ୍ଥିକି ଚିହ୍ନ ତିଆରି କରନ୍ତୁ | ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ଏହି ଭଳି କରିବା ଦ୍ୱାରା ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ ଘରର ମୁଖ୍ୟ ଦ୍ୱାରରେ ତେଲ ସିନ୍ଧୁର ରେ ତେଲ ମିଶାଇ ଲଗାଇବା ଦ୍ୱାରା ନକରତ୍ମକ ଶକ୍ତି ପ୍ରବେଶ କରେ ନାହିଁ |

ଏହାକୁ କ୍ରମାଗତ ଭାବରେ 40 ଦିନ କରିବା ଦ୍ୱାରା ଘରେ ଥିବା ବାସ୍ତୁ ଯୋଶ ଦୂର ହୋଇ ଥାଏ | ହିନ୍ଦୁ ଧର୍ମ ଅନୁଯାଇ ଦେବତା ମାନଙ୍କର ପୂଜା ମଧ୍ୟ ବିନା ସିନ୍ଧୁର ରେ ଅସମ୍ପୂର୍ଣ୍ଣ ହୋଇଥାଏ ଅର୍ଥ ହାନି ହଉଥିଲେ ଏହି ସମସ୍ୟକୁ ଦୂର କରିବା ପାଇଁ 5 ମଙ୍ଗଳବାର ଏବଂ ଶନି ବାର ଦିନ ତେଲ ସହିତ ସିନ୍ଦୁର ମିଶ୍ରଣ କରି ଭଗବାନ ହନୁମାନ ଛାଡ଼ନ୍ତୁ ଏହା କରିବା ଦ୍ୱାରା ବେବାଶ୍ୟରେ ଅଗ୍ରଗତି ହେବ |

ଘରେ କାହାର ସୁସ୍ତ୍ୟ ସମସ୍ୟା ଲାଗି ରହୁଥିଲେ ରୋଗୀ ଉପରେ ସିନ୍ଦୁର ବୁଲାଇ ଏହାକୁ ଜଳରେ ପ୍ରବାହିତ କରିବା ଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ | ଘରର ମୁଖ୍ୟ ଦୂରରେ ସିନ୍ଦୁର ଛଡା ହୋଇଥିବା ପ୍ରଭୁ ଶ୍ରୀ ଗଣେଶ ଙ୍କର ମୂର୍ତି ରଖିବା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ | ପୂଜା ସମୟରେ ମୁଣ୍ଡରେ ଲାଳେ ସିନ୍ଦୁର ଲଗାଇ ପୂଜା କଲେ ଶୁଭ ଫଳ ମିଲିଟାଏ ମନରେ ଏକାଗ୍ରତା ଓ ଶାନ୍ତି ଆସିଥାଏ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.