Breaking News

ଏହି ଝିଅ କହିଲା ୬ଘଣ୍ଟା ପର୍ଯ୍ୟନ୍ତ ମୋ ସହିତ ଯାହା ଚାହିଁବେ ତାହା କରିପାରିବେ, ତାପରେ ଲୋକମାନେ jaha କରିଲେ ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ…

ଆଜି ଆମେ ଏହି ଭିଡିଓ ରେ ଏମିତି ଏକ ଝିଅ ବିଷୟରେ କହିବୁ ଯିଏ ନିଜ ଜୀବନରେ ଅଧିକ ଠୁ ବି ଅଧିକ ଅତ୍ୟାଚାର ସହି ଥିଲେ ଦିନେ ସେ ଦୁନିଆ ସାମ୍ନା ରେ ଏତିକି କହିଲା ଯେ ବାସ ଖାଲି ମୁ ତମକୁ ୬ ଘଣ୍ଟା ସମୟ ଦେଉଛି ଅପଣମାନଙ୍କର ଯାହା ଇଚ୍ଛା ମୋ ସହ କରିପାରିବ ତାହା ପରେ ଲୋକ ମାନେ ତାଙ୍କ ସହିତ ଯାହା କଲେ ଆପଣ ମାନେ ସୁଲେବି ଆପଣଙ୍କ ରୁମ ଟାଙ୍କୁରି ଉଠିବ ।

ଲୋକ ମାନଙ୍କୁ ସୁଯୋଗ ମିଳିଲେ ଏତେ ତଳକୁ ଖସି ଯାଆନ୍ତି। ସେ ଝିଅଟି ର ନା ହେଉଛି ମାରିନା ତାଙ୍କର ଜନ୍ମ ୩୦ ନଭେମ୍ବର ୧୯୪୬ ରେ ହୋଇଥିଲା ଛୋଟ ବେଳେ ମରିନା ଙ୍କ ମା ତାଙ୍କୁ ବହୁତ୍ ଅତ୍ୟାଚାର କରୁଥିଲେ ମାରୀନା ଙ୍କ ମୁଣ୍ଡ ଉପରେ ବହୁତ୍ ପ୍ରଭାବ ପଡ଼ିଲା ତାହାପରେ ସେ ଏ ପରି କିଛି କଲେ ତାହା ଶୁଣନ୍ତୁ ।

ମାରୀନା ର କଳା ଆସିଲା ସେ ଅନେକ ଥର ମଞ୍ଚ ଉପରେ ନିଜର କଳା ପ୍ରଦର୍ଶନକଲେ କିନ୍ତୁ ମୁଁ ଆଜି ଯୋଉ କଳା କଥା କହୁଛି ସେ କଳା ମାରୀନା ଙ୍କ ଜୀବନ ରେ ଅତି ଭୟାନକ କଳା ଥିଲା ଆଞା ହିଁ ୧୯୭୪ ମସିହାରେ ଇଟାଲୀ ରେ ଏକ କଳା ପଦର୍ଷନ କରିଥିଲେ ତାଙ୍କୁ କୌଣସି ଷ୍ଟେଜ ନଥିଲା କେବଳ ତାଙ୍କ ହାତରେ ଗୋଟେ କାଗଜ ଖଣ୍ଡ ଥିଲା ।

ସେହି କାଗଜ ରେ ଲେଖା ଥିଲା ଏଟି ଯେତେ ଲୋକ ଅଛନ୍ତି ଆପଣଙ୍କୁ ୬ଘଣ୍ଟା ସମୟ ଦେଉଛି ଆପଣଙ୍କ ର ଯାହା ଇଚ୍ଛା ମୋ ସହିତ କରିପାରିବେ ଏହା ପାଇଁ ମୁ ଦାୟୀ ରହିବି ସେଠି ଗୋଟେ ଟେବୁଲ୍ ଉପରେ ଫୁଲ ଠୁ ଆରମ୍ଭ କରି ହତିଆର ପଯନ୍ତ ମାରୀନା କହିଥିଲେ ମତେ ବସ୍ତୁ ଭାବି ଆପଣ ଯାହା ଇଚ୍ଛା କରିପାରିବେ ସମୟ ଆରମ୍ଭ ହେଲା ରାତି ୮ ରୁ ୨ ପଯ୍ୟନ୍ତ ।

କିଛି ଲୋକ ମାରିନା କୁ ଚାହୁଁ ଥାଆନ୍ତି ଆଊ କିଛି ଲୋକ ବଲ ବଳି ଉଠା ପକା କରୁଥାନ୍ତି ଗୋଟେ ଲୋକ ଟେବୁଲ୍ ଉପରୁ ରସି ନେଇ ମାରିନର ଗୋଡ଼ ହାତ ବାନ୍ଧି ପକେଇଲା ଆଊ ଗୋଟେ ଲୋକ ବ୍ଲେଡ୍ ନେଇ ମାରିନା ବେକରେ ମାରିବାରେ ଲାଗିଲା ଆଊ ଗୋଟେ ଲୋକ ବନ୍ଧୁକ ଉଠେଇ ମାରୀନା ଉପରେ ଷ୍ଟିଗର ଦାବିବାକୁ ଯାଏ ଆଊ କିଛି ଲୋକ କଣ୍ଟା ଫୁଟାଇବାକୁ ଲାଗିଲେ ଆଊ ଗୋଟେ ଲୋକ ତାଙ୍କର ବସ୍ତ୍ର ଫାଡ଼ିଦେଲା ଓ ଖରାପ ଆଚରଣ ଦେଖେଇଲା ଏହି ପରି ଲୋକମାନେ କରୁଥାନ୍ତି।

୬ ଘଣ୍ଟା ପରେ ମାରିଁନା ଚାଲି ଚାଲି ସେହି ଲୋକ ଙ୍କ ପାଖ କୁ ଗଲା ଯଊମାନେ ଏଭଳି କରିଥିଲେ ହେଲେ ସେହି ଲୋକମାନେ ଲଜ୍ଜ୍ୟା ରେ ତଳକୁ ମୁହଁ କରି ରହିଲେ ମାରିନା ସେହି କଳା ପଦର୍ସନ କଲେ ଯାହା ଲୋକ ମାନ ଙ୍କ ମନରେ ରାକ୍ଷସ ଭଳି ଲୁଚି ରହିଛି । ଲୋକ ଯଦି ଅସହାୟ ଥାଏ ତାକୁ କେବେ ହଇରାଣ କରିବାକୁ ଛାଡନ୍ତିନି ମାରିଁନା ଏହି ପୋଗ୍ର।ମ୍ ଲୋକ ମାନଙ୍କ ଚିନ୍ତା ଧାରା କୁ ନେଇ କରିଥିଲେ ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.