Breaking News

ଏହି ଜାଗାରେ ବୁଡ଼ିଯିବ ହିମାଳୟ ପାହାଡ଼ , ଦେଖିଲେ ଆପଣବି ଆଶ୍ଚଯ୍ୟ ହୋଇଯିବେ ?

ନମସ୍କାର ଦର୍ଶକବନ୍ଧୁ ସମୁଦ୍ର ର ଏପରି ସ୍ଥାନ ଯାଉଁଥିରେ ବୁଡ଼ିଯିବ ହିମାଳୟ ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଉପରୂକ୍ତ ଶିରୋନାମା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ ହେଲେ ସମୁଦ୍ର ରେ ଏପରି ସ୍ଥାନ ରହିଛି ଯେଉଁଠାରେ ବିଶ୍ବ ର ସବୁଠାରୁ ବୃହତ୍ତମ ପର୍ବତ ମାଉଣ୍ଟ ଏଭରେଷ୍ଟ ବି ବୁଡ଼ିଜିବ | ତେବେ ଆସନ୍ତୁ ଜାଣିବା ସମୁଦ୍ର ଭିତରେ ଥିବା ଏହି ଗଭୀର ତମ ସ୍ଥାନ ବିଷୟ ରେ ଆକାର ରେ ବୃହତ ଥିବା ସମୁଦ୍ର ପ୍ରଶାନ୍ତ ମହାସାଗର ଭିତରେ ରହିଛି ଏହି ସ୍ଥାନ | ଏହା ବିଶ୍ବ ର ଗଭୀରା ସ୍ଥାନ ଭାବେ ଜଣା ଏହି ସ୍ଥାନ ର ନାମ ମରିଅନ ଷ୍ଟ୍ରଞ୍ଜ ସମୁଦ୍ର ପତନ ରୁ ଏହାର ଗଭୀରତା ହେଉଛି ୧୧୩୪ ମିଟର |

କୁହାଯାଏ ଏଠାରେ ବିଶ୍ବ ର ସବୁଠାରୁ ଉଚ୍ଚତମ ପର୍ବତ ହିମାଳୟ ପର୍ବତ ର ମାଉଣ୍ଟ ଏଭରେଷ୍ଟ କୁ ରଖି ଦିଆଯାଏ ତେବେ ଏହା ବୁଡ଼ିଯିବ | ଏହା ସମ୍ପୂର୍ଣ୍ଣ ବୁଡ଼ିଯିବ ପରେ ଏହା ଉପରେ ସମୁଦ୍ର ଚାଲିବ | ସମୁଦ୍ର ପତନ ରୁ ଏହାର ଉଚ୍ଚତା ହଉଛି ୪୮ ଦଶମିକ ୮୬ ମିଟର ଉଭୟ ଦୁଇଟି ରେ ଉଚ୍ଚତା ର ବ୍ୟବଧାନ ହଉଛି ୨୧୫୫ ଦଶମିକ ୧୪ ମିଟର | ଯଦି ମାରିଅନା ଷ୍ଟେଞ୍ଜ ରଖାଯାଏ ତାହେଲେ ଏହା ର ୨ କିମି ଉପରେ ସମୁଦ୍ର ଜଳ ପ୍ରବାହିତ ହେବ | ଦକ୍ଷିଣ ପୂର୍ବ ଏସିଆ ଦେଶ ଫିଳିଓ ଫାଇନ ପୂର୍ବ କୁଳ ରେ ପ୍ରଶାନ୍ତ ମହାସାଗର ର ପଶ୍ଚିମ ଓ ମରିଅନା ଦ୍ଵୀପପୁଞ୍ଜ ରୁ ହର ହରି ୧୨୬ ମାଇଲ ପାଖ ପକ୍ଷୀ ୨୦୦ କିଲୋମିଟର ରେ ଅବସ୍ଥିତ ମାରିଆନା ଷ୍ଟେଞ୍ଜ |

ଯାହା ର ଲମ୍ବା ହେଉଛି ୧୫୦୦ ମାଇଲ ଓ ଏହାର ଚୌଡ ହେଉଛି ହର ହରି ୪୩ ମାଇଲ ମାଉଣ୍ଟ ଏଭରେଷ୍ଟ ଉପରେ ଚଢିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଆପର୍ଜନ୍ତ ଏହା ଉପରେ ଚଢ଼ିବ କୁ ପ୍ରୟାସ କରିଥିବା ଅନେକ ଲୋକ ପ୍ରାଣ ହରାଇଛନ୍ତି | ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହା ର ସର୍ବୋଚ୍ଚ ଉପରେ ପହଞ୍ଚି ପାରିଛନ୍ତି ସେହିପରି ବିଶ୍ବ ରେ ଏପରି ୨ ଟି ବ୍ୟକ୍ତି ଅଛନ୍ତି ଯେଉଁମନେ ମାରିଆନ ର ଘାବିର ତମ ସ୍ଥାନ ରେ ପହଞ୍ଚିଛନ୍ତି | ଏହି କାର୍ଯ୍ୟ ୧୯୬୦ ମସିହା ରେ କରଯାଇଥିଲା ଯୋଉଥିରେ ଆମେରିକା ର ଅବସର ପ୍ରାପ୍ତ ବ୍ୟକ୍ତି ଓ ତାଙ୍କର ସହକର୍ମୀ ସମୁଦ୍ର ପାଟଣା ରୁ ପ୍ରାୟ ୧୭୯୦ ମିଟର ଗଭୀରତା ଯୁକ୍ତ ଏକ ବୁଡ଼ାଯାହାଜ ଯୋଗେ ଯାଇଥିଲେ ସେବେଠାରୁ ଏହି ମହାସାଗର ର ଘବୀର ତମ ସ୍ଥାନରେ କହି ପହଞ୍ଚିପାରିନାହାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.