Breaking News

ଏହି ଜାଗାରେ ବର୍ଷ କୁ ବର୍ଷ ବଢୁଛି ନଦୀର ଆକାର, ଆଉ ଅଳ୍ପ ବାଡ଼ିଲେ ଆରମ୍ଭ ହେବ Maha ପ୍ରଳୟ…ଦେଖନ୍ତୁ

ଆଜି ଆପଣମାନଙ୍କୁ ଏମିତି ଏକ ଚମତ୍କାର ମନ୍ଦିର ବିଷୟରେ କହିବାକୁ ଯାଉଛୁ ସେହି ମହାଦେବ ମନ୍ଦିର ର ପ୍ରିୟ ନନ୍ଦୀ ବର୍ଷ କୁ ବର୍ଷ ବଢ଼ିଥାଏ ବନ୍ଧୁଗଣ ଆଜି ଆମେ ଆନ୍ଧ୍ରପ୍ରଦେଶର କୁରୁଲିଯି ସ୍ତିତ କ୍ୟଗାନ୍ତି ଉମାମହେଶ୍ୱର ଯାହା ଆମ ଦେଶର ଐତିହାସିକ ମନ୍ଦିର ଭିତରୁ ଏକ ଏହି ମନ୍ଦିର ଯେତିକି ଅଦ୍ଭୂତ ସେତିକି ରହସ୍ୟ ମୟୀ ।

ଏହି ମନ୍ଦିର ରେ ଥିବା ନନ୍ଦୀ ଦିନକୁ ଦିନ ବିଶାଳକାୟ ହେବାରେ ଲାଗିଛି ଆମେ ଆଜି ନନ୍ଦୀ ଙ୍କୁ ନେଇ କହିବାକୁ ଯାଉଛୁ ଏମିତି ଦୀନ ଆସିବ ନନ୍ଦୀ ମହାରାଜ ଜୀବନ୍ତ ହୋଇଯିବେ ସେ ଜୀବିତ ହେବା ମାତ୍ରେ ସଂସାର ରେ ମହା ପ୍ରଳୟ ଆସିବ ଓ କଳି ଯୁଗର ଅନ୍ତ ହେବ ଏମିତି କିଛି କୁହାଯାଇଛି ଏହି ମନ୍ଦିର ରେ ଥିବା ମହାରାଜ ୨୦ ବର୍ଷ ରେ ପ୍ରାୟ ୧ ଇଞ୍ଚ୍ ବଢ଼ି ଥାଏ ।

ଏହି ବିଷୟରୁ ପରଦ ଉଠେଇବା ଲାଗି ପୁରା ବିଭାଗ ଟେଷ୍ଟ କରିଥିଲେ ଏହା ଜଣାପଡ଼ିଲା ନନ୍ଦୀ ଯେଉଁ ପଥର ରେ ତିଆରି ସେ ପଥର ଦୀନ କୁ ଦୀନ ବଢୁଛି ଏହି ଉମାମହେଶ୍ୱରି ମନ୍ଦିର କୁ ଆସୁଥିବା ଭକ୍ତ ଆଗରୁ ନନ୍ଦୀଙ୍କ ଚାରିପଟେ ବୁଲୁଥିଲେ ଏବେ ନନ୍ଦୀ ଙ୍କ ଆକାର ବଢ଼ିବା ଲାଗି ସହଜ ହୋଇପରୁନି ଏହାର ଆକାର ବଢ଼ିବା ଯୋଗୁଁ ପିଲାର ଉଠେଇ ନେଇଛି ।

ଏହି ମନ୍ଦିର ନିର୍ମାଣ ୧୫୭୬ ସନ୍ଧି ରେ କରା ଯାଇଛି ସେନା ରାଜା ବଂଶ ରାଜା ହରିହର ମୁକା ବନେଇଥିଲେ ଏହି ମନ୍ଦିର ଏହି ସ୍ଥାନ ଭଗବାନ ଭେଙ୍କଟିସର ମନ୍ଦିର କରିବାକୁ ଚାହିଁ ଥିଲେ ମନ୍ଦିର ର ମୂର୍ତ୍ତୀ ସ୍ଥାପନ ସମୟରେ ମୂର୍ତ୍ତୀ ଆଙ୍ଗୁଠି ନଖ ଭାଙ୍ଗି ଗଲା ଏହି କଥା ଜାଣିବାକୁ ଆଗସ୍ତ ମୁନି ଭଗବାନଙ୍କୁ ସ୍ମରଣ କରିଥିଲେ ଓ ତାଙ୍କ ଆଶୀର୍ବାଦ ରୁ ଉମା ମାହେଶ୍ୱରୀ ଓ ନନ୍ଦୀଙ୍କୁ ସ୍ଥାପନ କରିଥିଲେ ।

ଏହି ମନ୍ଦିରରେ ଗୋଟେ ପୁଷ୍କରିଣୀ ଅଛି ଏହି ପୁଷ୍କରିଣୀ ରେ ନନ୍ଦୀ ର ମୁଖ ରୁ ପାଣି ଝରେ ଏଯନ୍ତ ପୁଷ୍କରିଣୀ ରେ ଜଳ କୋଉଠୁ ଆସେ କେହି ଜାଣିପାରିଲେନି ଏହା ମଧ୍ୟ କୁହ ଯାଇଚି ଋଷି ଅଗସ୍ତ୍ୟ ମୁନି ଗାଧୋଇ ସାରୀ ଆରାଧନା କରିଥିଲେ ଏହି ମନ୍ଦିର ର କୁ କାଉ ଆସନ୍ତିଁ ନି ଏହା କୁହା ଯାଇଚି କି ଋଷି ତପସ୍ୟା ସମୟରେ କାଉ ବିଘ୍ନ କରିବାରୁ ଋଷି କାଉ କୁ ଅଭିଶାପ ଦେଇଥିଲେ ସେଥିପାଇଁ ଏହି ମନ୍ଦିରକୁ କାଉ ଆସିପାରନ୍ତିନି ।

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.