ଦର୍ଶକବନ୍ଧୁ ଆମ ପ୍ରକୃତି ବୋହୁତ ବିଶାଳ ଏବଂ ଏହିଠାରେ ବୋହୁତ ସୁନ୍ଦର ସୁନ୍ଦର ସ୍ଥାନ ଅଛି ଯେଉଁଠିକୁ ଆମେ ନିଜର କିଛି ସମୟ ବିତାଇବାକୁ ଯାଇଥାଉ | କିନ୍ତୁ ଆମର ପ୍ରକୃତି ରେ ଏପରି କିଛି ସ୍ଥାନ ଅଛି ଯେଉଁଠିକୁ ଆପଣମାନଙ୍କୁ ଯିବାକୁ ଅନୁମତି ନାହିଁ | ଆଜି ମୁଁ ଆପଣଙ୍କୁ ଏପରି ୩ ଟି ସ୍ଥାନ ବିଷୟ ରେ କହିବାକୁ ଯାଉଛି ଯେଉଁ ସ୍ଥାନକୁ ଯିବା ପାଇଁ ଆପଣଙ୍କୁ ଅନୁମତି ନାହିଁ |
ନମ୍ବର ୧ ରେ ଅଛି ଆକିଗାର ଜାପାନ | ଜାପାନ ର ନାଁ ଫୁଜି ରେ ଅଛି ଆକିଗାର ଯାହାକୁ ଫରେଷ୍ଟ ବା ସୀ ଅଫ ଟ୍ରି ନାମରେ ଜଣାଯାଏ | ଏହି ସ୍ଥାନ ଜାପାନ ର ସବୁଠାରୁ ପ୍ରସିଦ୍ଧ ସ୍ଥାନ ଅଟେ | ୨୦୦୩ ରେ ଏହି ସ୍ଥାନ ରୁ ୧୦୫ ଡେଥ ବଡି କୁ ବାହାର କରାଯାଇଥିଲା ଏହି କାହାଣୀ ଯୋଗୁଁ ଏହା କୁ ଭୂତ ସ୍ଥାନ ମଧ୍ଯ କୁହାଯାଏ। ଏହି ସ୍ଥାନ ରେ ଅନ୍ୟ ଏକ ରହସ୍ୟ ବି ଅଛି। ଏଠାରେ କୌଣସି ଆଧୁନିକ ଉପକରଣ ଯେପରିକି ମୋବାଇଲ,GPS ଏବଂ କମ୍ପାସ ଆଦି କାମ କରେ ନାହିଁ |
ନମ୍ବର ୨ ରେ ଅଛି ସ୍ନେକ ଆଇଲାଣ୍ଡ ବ୍ରଜିଲି । ବ୍ରାଜିଲି ରେ ଏହା ଏପରି ଏକ ଦ୍ଵୀପ ଯାଉଥାକୁ ସାଧାରଣ ମଣିଷ ଯିବାକୁ ଅନୁମତି ନାହିଁ | ଏହି ସ୍ଥାନ ର ନ ହଉଚି ସ୍ନେକ୍ ଆଇଲ୍ୟାଣ୍ଡ | ଏହି ଦ୍ଵୀପ ଟି ଦୁନିଆ ର ସବୁଠାରୁ ବିଷ ଧର ସାପ ଅଛନ୍ତି | ୧୧୦ ଏକର ଏହି ଜାଗା ରେ ପାଖାପାଖି ପ୍ରାୟ ୪୦୦୦ ବିଷଧର ସାପ ଅଛନ୍ତି | ମାନେ ପ୍ରତେକ ସ୍କୋୟାର ଫୁଟ ରେ ଗୋଟେ ସାପ ଏହା ଦୁନିଆ ର ସବୁଠୁ ବିଷଧର ସାପ ଗୋଲ୍ଡେନ ଲାଣ୍ଡ ସେଟ୍ ର ବାସ ସ୍ଥାନ ଏହା ଏତେ ବିଷଧର ଯେ ଏହା ର ବିଷ ମଣିଷ ର ମାଂସ କୁ ସିଯାଇ ଦେବ କୁହାଯାଏ | ଯେ ଏହି ସପା ର ମାତ୍ର ୧ ଗ୍ରାମ ବିଷ ୫୦ ଜଣ ଲୋକ ଙ୍କୁ ମାରିପାରିବ | ସାପ ଙ୍କ ଅଧିକ ସଂଖ୍ୟା ଯୋଗୁଁ ମନୁଷ୍ୟ ଏଠାରେ ରହିବା ସମ୍ଭବ ନୁହେଁ ସେଥିପାଇଁ ଏଥିରେ ଥିବା ଲାଇଟ୍ ହାଉସ କୁ ସବୁଦିନ ପାଣି ଅଟୋ ମେଟିକି କରିଦିଅଗଲା | ଏହି ଦ୍ଵୀପ କୁ କୌଣସି ମନୁଷ୍ୟ ଯାଇ ପାରିବେ ନାହିଁ |
ନମ୍ବର ୩ ରେ ଅଛି ପ୍ରବେଡଲିଆ ଆଇସଲ୍ୟାଣ୍ଡ ଇଟାଲୀ | ଇଟାଲୀ ରେ ଗୋଟିଏ ଛୋଟ ଦ୍ଵୀପ ଅଛି ଯାହା ର ନା ହେଉଛି ପ୍ରାବେଡଲିଆ ଆଇସଲ୍ୟାଣ୍ଡ | ୧୯୪୮ ମସିହା ରେ ଇଟାଲୀ ରେ ପ୍ଲେଗ୍ ରୋଗ ଚାରିଆଡ଼େ ଖେଳାଇ ହୋଇଯାଇଥିଲା ସେହି ସମୟ ରେ ମରିଯାଇଥିବା ଲୋକଙ୍କୁ ଏହି ସ୍ଥାନ ରେ ଜଳାଯାଇଥିଲ | ଏହି ଦ୍ଵୀପରେ ପ୍ରାୟ ଏକ ଲକ୍ଷ ଷାଠିଏ ହଜାର ଲୋକ ଙ୍କୁ ଜଳା ଯାଇଥିଲା | ୧୯୨୨ ମସିହା ରେ ଏହି ସ୍ଥାନ ରେ ଏକ ମେଣ୍ଟଲ ହସ୍ପିଟାଲ କରାଯାଇଥିଲା କିନ୍ତୁ କିଛି ଦିନ ପରେ ଏହି ସ୍ଥାନ ରେ ପ୍ଲେଗ୍ ରୋଗ ରେ ମାରିଥିବା ଲୋକ ମାନଙ୍କର ଭୂତ ଥିବା କଥା ଜଣାପଡ଼ିଥିବା ରୁ ଏହି ହସ୍ପିଟାଲ କୁ ସବୁଦିନ ପାଇଁ ବନ୍ଦ କରି ଦିଆଗଲା |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …