Breaking News

ଏହି ହିରୋଇନ ଙ୍କୁ ବିବାହ କଲେ ରାଜା ଦେଖନ୍ତୁ ଭିଡିଓ ,

ବନ୍ଧୁଗଣ ଓଲିଉଡର ଜବରଦସ୍ତ ଆକ୍ଟର ରାଜାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ରାଜା ଏହିଭଳି ଖବର ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କିନ୍ତୁ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ରାଜା ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି।

ତେବେ ଫ୍ରେଣ୍ଡ୍ସ ବିବାହ ପାଇଁ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ରାଜା ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି। ଦର୍ଶକ ବନ୍ଧୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ କି ଗତ ଦିନମାନଙ୍କରେ ସୋମାଲିନ୍ ଆଉ ରାଜାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ଯାହାକି ପରବର୍ତ୍ତୀ ସମୟରେ ତାଙ୍କର ବ୍ରେକ୍ ଅପ୍ ହୋଇ ଯାଇଥିଲା।

ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ରାଜାଙ୍କୁ କିଛି ଆଲବମ୍ ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ଆଉ ଏହାଛଡା ରାଜା କିଛି ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ରାଜାଙ୍କର ଜଣେ ସାଙ୍ଗଙ୍କର ବାହାଘର ହୋଇଥିଲା ଆଉ ଏଥିରେ ରାଜା ବୋହୁତ ଧୁମ୍ ଧାମ୍ ରେ ନାଚ ଗୀତ କରୁଥିବାର ଓ ବାହାଘରଟିକୁ ବୋହୁତ ଏଞ୍ଜୟେ କରୁଥିବାର ନଜର ଆସିଥିଲେ |

ଏବଂ ସେଠାରେ ରାଜା କିଛି ଫଟୋ ଉଠାଇଥିଲେ ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କିନ୍ତୁ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ରାଜାଙ୍କର ଏପର୍ଯ୍ୟନ୍ତ ବିବାହ ହୋଇନାହିଁ। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ରାଜା କେମିତି ଲାଗନ୍ତି ଆମକୁ ଆମ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.