Breaking News

ଏହି ହିରୋଇନଙ୍କୁ ବାହା ହେଲେ ତାରିଣୀ ଆଖିରେ ତାରା ସିରିଏଲ ର ଆଶିଷ , ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ତେବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଶିଷ ତାହେଲେ ଆପଣମାନେ ଆଶିଷ ଙ୍କୁ ତ ଭଲଭାବରେ ଜାଣିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ତାରିଣୀ ଆଖିରେ ତାରା ସିରିଏଲ ରେ ନଜର ଆସିଥିଲେ ଆଶିଷ ଏବଂ ଏହା ପୂର୍ବରୁ ମଧ୍ୟ ଆଶିଷ ଅନେକ ସିରିଏଲ ରେ ନଜର ଆସିସରିଛନ୍ତି ଏବଂ ତାଙ୍କର ଅଭିନୟରେ ଲୋକଙ୍କୁ ଏଣ୍ଟେରଟେଣ୍ଟ କରିସାରିଛନ୍ତି |

ତେବେ ଦର୍ଶକବନ୍ଧୁ ଗତ କିଛିଦିନ ତଳେ ତାଙ୍କର ନିର୍ବନ୍ଧ ସରିଛି ଏବଂ ଆଗାମୀ ଦିନମାନଙ୍କରେ ତାଙ୍କର ବାହାଘର ହେବାକୁ ଯାଉଛି ତେବେ କମ ଦିନ ମଧ୍ୟରେ ସେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି ଓଡ଼ିଶାର ଘରେ ଘରେ ସେ ବହୁତ ଲୋକପ୍ରିୟ ହୋଇଛନ୍ତି |

ସେ ଏମିତି ରେ ଓଡ଼ିଶାର ଲୋକପ୍ରିୟ ଧାରାବାହିକ ତାରିଣୀ ଆଖିରେ ତାର ସିରିଏଲ ରେ ସେ ଅଭିନୟ କରି ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି |

ତେବେ ଗତ ଦିନ ମାନଙ୍କରେ ଆଶିଷ ନିର୍ବନ୍ଧ କରିନେଇଥିଲେ ଓ ସେ ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତେବେ ଏହି ଖୁସି ଖବର ବର୍ତ୍ତମାନ ସମୟରେ ତରଙ୍ଗ ସିରିଏଲ ର ଚର୍ଚ୍ଚା ର ବିଷୟ ପାଲଟିଛି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଆଶିଷ କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.