Breaking News

ଏହି ହିରୋଇନ ମାନଙ୍କ ଭିତରୁ ସବୁଠୁ ଧନୀ ହିରୋଇନ କିଏ ?


ରୁଦ୍ରି
ବନ୍ଧୁଗଣ ରୁଦ୍ରିଙ୍କୁ ଆପଣମାନେ ବୋହୁତ ସାରା ଧାରାବାହିକ ଓ ଆଲବମ୍ ରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ। ରୁଦ୍ରି ମାୟା ଧାରାବାହିକର ଗୋଟିଏ ଏପିଶୋଡ କରିବା ପାଇଁ ୧୮୦୦୦ ରୁ ୨୦୦୦୦ ଟଙ୍କା ନେଇଥାନ୍ତି। ବର୍ତ୍ତମାନ ତାଙ୍କ ପାଖରେ 48 ରୁ 50 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ମଙ୍ଗଳା
ଦର୍ଶକବନ୍ଧୁ ମଙ୍ଗଳାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ମଙ୍ଗଳା ଚରଣ ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ସେ ମଙ୍ଗଳା ଚରଣ ଧାରାବାହିକର ଗୋଟିଏ ଏପିଶୋଡ କରିବା ପାଇଁ 10000 ରୁ 12000 ଟଙ୍କା ନେଇଥାନ୍ତି। ବର୍ତ୍ତମାନ ତାଙ୍କ ପାଖରେ 36 ରୁ 38 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ତାରା
ଫ୍ରେଣ୍ଡ୍ସ ତାରାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ତାରିଣୀ ଆଖିର ତାରା ଧାରାବାହିକର ଗୋଟିଏ ଏପିଶୋଡ କରିବା ପାଇଁ 4000 ରୁ 5000 ଟଙ୍କା ନେଇଥାନ୍ତି। ତାଙ୍କ ପାଖରେ ବର୍ତ୍ତମାନ 27 ରୁ 30 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ଐସୋରୀୟା
ବନ୍ଧୁଗଣ ଐସୋରୀୟାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବୋହୁତ ସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ଐସୋରୀୟା ଝିଅ ଆମର ନୂଆ ବୋହୂ ଧାରାବାହିକ କରିବା ପାଇଁ 6000 ରୁ 7000 ଟଙ୍କା ଗୋଟିଏ ଦିନରେ ନେଇଥାନ୍ତି। ତାଙ୍କ ପାଖରେ ବର୍ତ୍ତମାନ 30 ରୁ 33 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ପୂଜା
ଦର୍ଶକବନ୍ଧୁ ପୂଜାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ଝିଅ ଆମର ନୂଆ ବୋହୂ ଧାରାବାହିକର ଗୋଟିଏ ଏପିସୋଡ କରିବା ପାଇଁ ସେ 8000 ରୁ 9000 ଟଙ୍କା ନେଇଥାନ୍ତି। ତାଙ୍କ ପାଖରେ ବର୍ତ୍ତମାନ 34 ରୁ 35 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ଉର୍ବି
ଦର୍ଶକବନ୍ଧୁ ଉର୍ବିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଯିଏକି ସିନ୍ଦୂର ଅଧିକାର ଧାରାବାହିକର ଗୋଟିଏ ଏପିଶୋଡ କରିବା ପାଇଁ ୩୦୦୦ ରୁ ୪୦୦୦ ଟଙ୍କା ନେଇଥାନ୍ତି। ତାଙ୍କ ପାଖରେ ବର୍ତ୍ତମାନ 20 ରୁ 25 ଲକ୍ଷ ପର୍ଯ୍ୟନ୍ତ ସମ୍ପତ୍ତି ରହିଛି।

ଇତି
ବନ୍ଧୁଗଣ ଇତିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ଇତି ସିନ୍ଦୂରର ଅଧିକାର ଧାରାବାହିକର ଗୋଟିଏ ଏପିଶୋଡ କରିବା ପାଇଁ 10000 ରୁ 12000 ଟଙ୍କା ନେଇଥାନ୍ତି। ତାଙ୍କ ପାଖରେ ବର୍ତ୍ତମାନ 35 ରୁ 37 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ଶ୍ରଦ୍ଧା
ବନ୍ଧୁଗଣ ଶ୍ରଦ୍ଧାଙ୍କୁ ଆପଣମାନେ କୁଆଁରୀ ବୋହୂ ଧାରାବାହିକର ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ସେ କୁଆଁରୀ ବୋହୂ ଧାରାବାହିକର ଗୋଟିଏ ଏପିଶୋଡ କରିବା ପାଇଁ 13000 ରୁ 15000 ଟଙ୍କା ନେଇଥାନ୍ତି। ବର୍ତ୍ତମାନ ତାଙ୍କ ପାଖରେ 40 ରୁ 42 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ରାଧିକା
ଦର୍ଶକବନ୍ଧୁ ରାଧିକା ନୂଆ ବୋହୂ ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିଲେ। ସେ ନୂଆ ବୋହୂ ଧାରାବାହିକ କରିବା ପାଇଁ ଗୋଟିଏ ଏପିଶୋଡ ପିଛା 12000 ରୁ 15000 ଟଙ୍କା ନେଉଥିଲେ। ବର୍ତ୍ତମାନ ତାଙ୍କ ପାଖରେ 42 ରୁ 45 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ତାରିଣୀ
ଫ୍ରେଣ୍ଡ୍ସ ତାରିଣୀ ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖୁଥିବେ। ସେ ତାରିଣୀ ଆଖିର ତାରା ଧାରାବାହିକର ଗୋଟିଏ ଏପିଶୋଡ କରିବା ପାଇଁ 15000 ରୁ 17000 ଟଙ୍କା ନେଇଥାନ୍ତି। ତାଙ୍କ ପାଖରେ ବର୍ତ୍ତମାନ 46 ରୁ 48 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.