Breaking News

ଏହି ହିରୋଙ୍କୁ ବିବାହ କଲେ ହିରୋଇନ ଲିପ୍ସା ମିଶ୍ର, ଦେଖନ୍ତୁ କିଏ ?

ନମସ୍କାର ଦର୍ଶକ ବନ୍ଧୁ ଓଲିଉଡର ଜଗତର ଜଣାଶୁଣା ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ଓଡ଼ିଆ ସିନେମା ଓ ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ବର୍ତ୍ତମାନ ସମୟରେ ଲିପ୍ସା ମିଶ୍ରଙ୍କ ବାହାଘରକୁ ନେଇ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଚର୍ଚ୍ଚା ହେବାକୁ ଲାଗିଛି |

ଏବଂ ତାଙ୍କର ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ଲାଗିଛି। ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ଓଲିଉଡର ଜବରଦସ୍ତ ହିରୋଇନ୍ ଲିପ୍ସା ମିଶ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ଓଲିଉଡର ଅନେକ ଧାରାବାହିକ ଏବଂ ଫିଲ୍ମରେ ଅଭିନୟ କରି ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ ହୋଇ ପାରିଛନ୍ତି।

ତେବେ ଦର୍ଶକ ବନ୍ଧୁ ଗୋଟିଏ ଖବର ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଲିପ୍ସା ମିଶ୍ର ଏବଂ ସେ କାହାକୁ ନ ଜଣାଇ ଏମିତି କାହିଁକି ବିବାହ କରିଛନ୍ତି।

ତେବେ ଦର୍ଶକ ବନ୍ଧୁ ପ୍ରକୃତ ଘଟଣାଟି ହେଉଛି ରିୟଲ୍ ଲାଇଫରେ ଲିପ୍ସା ମିଶ୍ର ବିବାହ କରି ନାହାଁନ୍ତି ଏହି ଫଟୋ ଏବଂ ଭିଡିଓ ଯାହା ସୋସିଆଲ ମିଡିଆରେ ଭାଇ ରାଲ୍ ହେଉଛି ଏହା ହେଉଛି ତାଙ୍କର ସୁଟିଂ ସେଟ୍ ର ଫଟୋ ଲିପ୍ସା ମିଶ୍ରଙ୍କର ଏକ ଚଳଚ୍ଚିତ୍ର ଖୁବ୍ ଶୀଘ୍ର ଆସିବାକୁ ଯାଉଛି କିନ୍ତୁ ଏହି ଚଳଚ୍ଚିତ୍ରଟି ଓଡ଼ିଆ ଭାଷାରେ ରିଲିଜ୍ ହେବ ନାହିଁ।

ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଲିପ୍ସା ମିଶ୍ରଙ୍କ ଅଭିନୟ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.