Breaking News

ଏହି ହିରୋଇନ ମାନେ ବଲିଉଡ ର ହୀରୋ ଙ୍କୁ ଛାଡି ଭିଲିଆନ ମାନଙ୍କୁ ବାହା ହେଲେ . . .

ଚଳଚିତ୍ର ରେ ନାୟକ ହେଉ ଅବା ଖଳ ନାୟକ ସମସ୍ତେ ନିଜର ଭୂମିକା କୁ ବହୁତ ଭଲ ଭାବରେ କରିଥାନ୍ତି । ବହୁତ ଜାଗା ରେ ତ ନାୟକ ଙ୍କ ସ୍ଥାନ ରେ ଖଳନାୟକ ଙ୍କ ଅଭିନୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଯାଇଥାଏ । ଆଉ ଏବେ ତ ଗୋଟେ ନୂଆ ଟ୍ରେଣ୍ଡ ହୋଇସାରିଲାଣି ସମସ୍ତେ ପ୍ରାୟ ଖଳନାୟକ ଙ୍କ ଅଭିନୟ କୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ପ୍ରାୟ ନାୟକ ମଧ୍ୟ ଖଳନାୟକ ର ଭୂମିକା ନିଭେଇଲେଣି ।


ଏପରି ମଧ୍ୟ ବଲିଉଡ଼ ରେ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ବଡ଼ ବଡ଼ ନାୟକ ଙ୍କୁ ଛାଡି ଖଳନାୟକ ମାନଙ୍କୁ ବିବାହ କରୁଛନ୍ତି । ଆଉ ଆଜି ଆମେ ଆପଣଙ୍କୁ ସେମିତି କିଛି ନାୟିକା ଙ୍କ ବିଷୟରେ ଜଣାଇବୁ . . .।
ପ୍ରଥମେ ଜାଣିବା ସୋନୁ ସୁଡ଼ ଙ୍କ ବିଷୟରେ ଯିଏ ବଲିଉଡ ରୁ ନେଇ ଟଲିଉଡ଼ ଯାଏ ବହୁତ ଚଳଚିତ୍ର ରେ ଖଳନାୟକ ର ଭୂମିକା ବହୁତ ଭଲ ଭାବରେ କରିଛନ୍ତି । ଯଦି ସୋନୁ ଙ୍କର ପତ୍ନୀ ଙ୍କ କଥା ହେବା ତେବେ ତାଙ୍କ ପତ୍ନୀ ଙ୍କର ନାମ ସୋନାଲି । ଯିଏ କି ଜଣେ ମଡେଲ । ବହୁତ ଚଳଚିତ୍ର ରେ ମଧ୍ୟ ସେ ଦେଖିବାକୁ ମିଳିଛନ୍ତି । ସେ ଜଣେ ଚଳଚିତ୍ର ନିର୍ଦେଶକ ମଧ୍ୟ ଅଟନ୍ତି।

ଯଦି ଶକ୍ତି କପୁର ଙ୍କ ବିଷୟରେ କଥା ହେବା ସେ ତାଙ୍କ ଖଳନାୟକ ଭୂମିକା ମାଧ୍ୟମରେ ଅନେକ ପୁରସ୍କାର ପାଇଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ନିଜର କରିନେଇଛନ୍ତି । ସେ ବିଶ୍ୱ ସୁନ୍ଦରୀ ଅଭିନେତ୍ରୀ ପଦ୍ମିନୀ କୋଲହାପୁରୀ ଙ୍କୁ ବିବାହ କରିଛନ୍ତି । ଯାହାକୁ ସିଏ ବହୁତ ଭଲ ପାଆନ୍ତି ।
ଏବେ ଜାଣନ୍ତୁ ପୂଜା ବତରା ଙ୍କ ବିଷୟରେ । ସୁନ୍ଦରୀ ଅଭିନେତ୍ରୀ ପୂଜା ବତରା ନବାଵ ସାହା ଙ୍କ ସହିତ ବହୁତ ଦିନ ପ୍ରେମ ସମ୍ପର୍କ ରେ ରହିବା ପରେ ତାଙ୍କୁ ବିବାହ କରିଥିଲେ । ନବାଵ ସାହା ଟାଇଗର ଜ଼ୀନ୍ଦା ହେ ଏବଂ ଡ଼ନ ୨ ଛଡା ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ସାଉଥ ଚଳଚିତ୍ରରେ ମଧ୍ୟ କାମ କରିଛନ୍ତି ।


କ୍ରିତିକା ସେହଗଲ କସମ , ରାଣୀ ଲଷ୍ମୀ ବାଇ ଆଦି ଧାରାବାହିକ ରେ କାମ କରିବା ପରେ ପଙ୍କଜ ଧିରାଜ ଙ୍କ ପୁତ୍ର ନିତିନ ଧିରାଜ ଙ୍କ ସହ ବିବାହ କରିଥିଲେ । ସେ ୨୦୧୪ ମସିହାରେ ବିବାହ କରିଥିଲେ ।
ଗୁଲସନ ଗ୍ରୋଭର ତାଙ୍କ ପ୍ରଥମ ପତ୍ନୀ ଙ୍କୁ ଛାଡପତ୍ର ଦେବା ପରେ କସିସ ଗ୍ରୋଭର ଙ୍କ ସହ ବିବାହ କରିଥିଲେ । ଆପଣଙ୍କୁ ଜଣାଇଦେଉଛୁ ଯେ ଗୁଲସନ ଗ୍ରୋଭର ଙ୍କ ପତ୍ନୀ ଖୁବ ସୁନ୍ଦରୀ ଏବଂ ସେ ଜଣେ ଘରୋଇ ମହିଳା ଅଟନ୍ତି ।


ରେଣୁକା ସାହାଣେ ବହୁତ ଚଳଚ୍ଚିତ୍ରରେ ବହୁତ ଭଲ ଅଭିନୟ କରିଆସିଛନ୍ତି। ରେଣୁକା ସାହାଣ ଆଶୁତୋଷ ରାଣା ଙ୍କ ସହିତ ୨୦୦୧ ରେ ବିବାହ କରିଥିଲେ । ଆଶୁତୋଷ ଅନେକ ଚଳଚ୍ଚିତ୍ର ଦ୍ବାରା ପରିଚିତ କିନ୍ତୁ ତାଙ୍କ ଚଳଚ୍ଚିତ୍ର ସଂଘର୍ଷ ଦ୍ବାରା ସେ ଆହୁରି ପରିଚିତ ହୋଇଯାଇଥିଲେ ।

ପୁନି ବର୍ମା ପ୍ରକାଶ ରାଜ ଙ୍କ ସହ ୨୦୧୦ ରେ ବିବାହ କରିଥିଲେ । ପ୍ରକାଶ ରାଜ ଜଣେ ନାମିଦାମୀ ଖଳନାୟକ ।ଡାନି ଡେନ ଜୋମ୍ବା ୧୯୦୦ ମସିହାର ନାମିଦାମୀ ନାୟକ । ସେ ସିକିମ ର ରାଜକୁମାରି ଗମା ଡମା ଜୋମ୍ବା ଙ୍କ ସହିତ ବିବାହ କରିଥିଲେ ।କେ କେ ମେନନ ଅଭିନେତ୍ରୀ ନିବେଦିତା ଭଟାଚାର୍ଯ୍ୟ ଙ୍କ ସହ ବିବାହ କରିଥିଲେ ।ସ୍ୱରୂପ ସମ୍ପଦ ଅଭିନେତା ପରେସ ଙ୍କ ସହିତ ବିବାହ କରିଥିଲେ । ଆଉ ଏବେ ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *