ବନ୍ଧୁଗଣ ଆପଣମାନେ ଦେଖିଥିବେ ଆଜିକାଲି ଯାଆଁଳା ପିଲା ଜନ୍ମହେବା ସ୍ଵାଭାବିକ ହୋଇ ଗଲାଣି କିନ୍ତୁ ଦର୍ଶକ ବନ୍ଧୁ କଣ ଆପଣମାନେ ଜାଣିଛନ୍ତି ଏମିତି କଣ କାରଣ ରହିଛି ଯେଉଁଥି ପାଇଁ ଯାଆଁଳା ପିଲା ଜନ୍ମ ହୋଇଥାଏ ତେବେ ଆଜି ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ଏମିତି କେଉଁ ଭୁଲ୍ କରିଥାନ୍ତି ଯାହା ଫଳରେ ଯାଆଁଳା ପିଲା ଜନ୍ମ ହୋଇଥାଏ | ବନ୍ଧୁଗଣ ଅନେକ ଲୋକ କୁହନ୍ତି ଯେ ଯଦି ଜଣେ ମହିଳା କେବେବି ଯାଆଁଳା ଫଳ ଖାଇ ଦେଇଥାଏ |
ତେବେ ତାଙ୍କର ଯାଆଁଳା ପିଲା ଜନ୍ମ ହୋଇଥାଏ କନ୍ତୁ ବୈଜ୍ଞାନିକ ମାନେ ଗବେଷଣା କରି କହିଛନ୍ତି ଯେ ଯେଉଁ ମହିଳାମାନେ ଅଧିକ ଗର୍ଭ ନିରୋଧକ ଔଷଧ ଖାଇଥାନ୍ତି କିମ୍ବା ଗର୍ଭପାତ କରିଥାନ୍ତି ସେମାନଙ୍କ ଠାରେ ଯାଆଁଳା ପିଲାର ଜନ୍ମ ନେବା ସମ୍ଭାବନା ଅଧିକ ଥାଏ କାରଣ ଗର୍ଭ ନିରୋଧକ ଔଷଧ କହିବା ଦ୍ଵାରା ସେମାନଙ୍କ ଶରୀରରେ ଫଲିକାଲ୍ ସିମୋନେଟିକ୍ ହରମୋନ୍ ର ମାତ୍ର କମ୍ ହୋଇଯାଇଥାଏ |
ଯାହା ଫଳରେ ଶୁକ୍ରାଣୁର ଦ୍ୱିତୀୟ ଅଣ୍ଡକୋସ ତିଆରି ହୋଇଥାଏ ଯାହା ଫଳରେ ଯାଆଁଳା ପିଲା ଉତ୍ପତ୍ତି ହୋଇଥାଏ। ଯଦି କୌଣସି ମହିଳାର ପରିବାରରେ ପୂର୍ବରୁ କେହି ଯାଆଁଳା ପିଲା ଜନ୍ମ ହୋଇଥାଏ ତେବେ ସେମାନଙ୍କ ପାଖରେ ମଧ୍ୟ ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ଥାଏ।
ଯେଉଁ ମହିଳାମାନେ ଅଧିକାଂଶ ନନ୍ଭେଜ୍ ଖାଇଥାନ୍ତି ତାହେଲେ ତାଙ୍କର ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ଥାଏ କାରଣ ଏମାନଙ୍କ ହରମୋନ୍ ରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଯାହା ଫଳରେ ଏମାନଙ୍କର ଯାଆଁଳା ପିଲା ଜନ୍ମ ହୋଇଥାଏ।
ଯେଉଁ ମହିଳା ପୂର୍ବରୁ ୨ ରୁ ୩ ଟି ପିଲା ଜନ୍ମ କରି ସାରିଛନ୍ତି ସେମାନଙ୍କର ମଧ୍ୟ ଯାଆଁଳା ପିଲା ଜନ୍ମ ହେବାର ଅଧିକ ସମ୍ଭାବନା ଥାଏ କାରଣ ଏମାନଙ୍କ ଶରୀରରେ ଅଣ୍ଡକୋସ ତିଆରି ହେବାର କ୍ଷମତା ବୋହୁତ ବଢ଼ିଯାଇଥାଏ ତେଣୁ ଏମାନଙ୍କର ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ରହିଥାଏ |