ଦର୍ଶକବନ୍ଧୁ ବୁଜୁଳିର ତରାରେ ବସିଥିବା ଚଢେଇ ମାନଙ୍କୁ କଣ ପାଇଁ ମାରେ ନାହିଁ କରେଣ୍ଟ ଯେବେ କି ବାଦୁଡ଼ି କୁ ଲାଗିଥାଏ କରେଣ୍ଟ ଝଟକା ବିଜୁଳିର ତାରରେ ଚଢେଇ ବସିବା ସାଧାରଣ କଥା ଅଟେ ଓ ଏହା ଆମେ ତାଙ୍କୁ ବିଜୁଳିର ତରାରେ ବସିଥିବାର ଦେଖି ଥାଉ ସମସ୍ତଙ୍କୁ ଜଣା ଅଛି ବିଜୁଳି କଣ ହୋଇ ପାରେ କିଛି ସେକେଣ୍ଡ ରେ ଜୀବନ ଚାଲି ଯାଏ ଚଢେଇଙ୍କ ସହ ଏମିତି ହୁଏ ନାହିଁ |
ବିଜୁଳିର ଖେମତା ସେମିତି ଅଧିକ ଥାଉ କି କମ ଆପଣଙ୍କୁ କହିଦବାକୁ ଚାହୁଁ ଯେଉଁଠି ଗୋଟିଏ ଚଢେଇ ବିଜୁଳିର ତାରରେ ଲାଗି ନାହିଁ ସେହିଠି ବାଦୁଡ଼ି କୁ କରେଣ୍ଟ ଲାଗିଯାଏ | ଆପଣଙ୍କୁ କହିଦେବାକୁ ଚାହୁଁ ଯେବେ ଚଢେଇ ବିଜୁଳି ତାରରେ ବସି ଥାନ୍ତି ତେବେ ତାଙ୍କୁ କରେଣ୍ଟ ଲାଗେ ନାହିଁ ଏହା ପଛରେ ଗୋଟିଏ କାରଣ ରହିଛି |
କାରଣ ଏହାକି ସେମାନେ ଗୋଟିଏ ତାରରେ ବସି ଥାନ୍ତି ସେ ନିଜେ ଦୁଇ ପାଦକୁ ଗୋଟିଏ ତାରରେ ରଖି ବସିଥାନ୍ତି ଏହା ଦ୍ୱତୀୟ ତାରରେ ସଂଯୋଗ ହୋଇନଥାଏ ଯାହାର କାରଣରୁ ସ୍ରାକିଟି ପୁରା ହୋଇ ନଥାଏ ସେଥି ପାଇଁ ଚଢେଇ ମାନଙ୍କୁ କରେଣ୍ଟ ମାରେ ନାହିଁ ଓ ସେମାନେ ବଞ୍ଚି ଯାଇଥାନ୍ତି |
କହି ରଖୁଛୁ ଯେ ଚଢେଇଙ୍କର ଶରୀର କୋଷିକା ଓ ଉତକ ଅବରୋଧ ସୃଷ୍ଟି କରିଥାଏ ଏଥି ପାଇଁ ତାଙ୍କୁ କେବେ କରେଣ୍ଟ ଲାଗି ନଥାଏ | ବାଦୁଡ଼ି ବିଜୁଳି ତାରରେ ଝୁଲିବା ସାମାନ୍ୟ କଥା ହୋଇଥାଏ ବିଜୁଳିର ଝଟକାରେ ମରି ଯାଇଥିବା ବାଦୁଡ଼ିଙ୍କୁ ନିହାତି ଦେଖି ଥିବେ ଓ ଏହା ନିଚୟ ଭାବି ଥିବେ ଚଢେଇଙ୍କ ସହ ଯେପରି ହୋଇଥିବା ସେମିତି ବାଦୁଡ଼ିଙ୍କ ସହ କଣ ପାଇଁ ହୋଇ ନଥାଏ ଓ ବାଦୁଡ଼ିକୁ କଣ ପାଇଁ କରେଣ୍ଟ ଲାଗେ ଏହା ପଛରେ ଏକ କାରଣ ଅଛି କିନ୍ତୁ ସମସ୍ୟା ତାଙ୍କର ପୋଜିସନ କୁ ନେଇ ହୋଇଥାଏ |
ବାଦୁଡ଼ି କୁ ସେତବେଳେ କରେଣ୍ଟ ଲାଗେନାହିଁ ଯେବେ ପର୍ଯ୍ୟନ୍ତ ସେ ଦୁତି ତାରରେ ସେ ଗୋଡ଼ ନ ଦେଇଥାଏ କହି ରଖୁଛି କି ବାଦୁଡ଼ି ଓଲଟା ଝୁଲି ଥାନ୍ତି ଓ ତାଙ୍କର ଦୁଇ ବଡ଼ ଡେଣା ବହୁତ ଥର ଭୁଲୁରେ ଅନ୍ୟ ତାରରେ ବାଜି ଯାଇଥାଏ ଏମିତିରେ ତାଙ୍କୁ କରେଣ୍ଟ ଲାଗିଯାଏ |