Breaking News

ଏହି ଗୋଟେ ବଡ଼ କାରଣ ପାଇଁ କମି କମି ଯାଉଛି ଗୋବର୍ଦ୍ଧନ ପର୍ବତର ଉଚ୍ଚତା, ଏହାର ସତ୍ୟତା ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ !

ଦୀପାବଳି ଉତ୍ସବ ପରଦିନ କାର୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଗୋବର୍ଦ୍ଧନ ପୂଜା କରାଯାଇଥାଏ ଶ୍ରୀ କୃଷ୍ଣ ଓ ଇନ୍ଦ୍ର ଦେବ ପ୍ରକପରୁ ବହୁକୁଳ ବାସୀଙ୍କୁ ବଞ୍ଚେଇବା ପାଇଁ ତର୍ଜନ ଆଙ୍ଗୁଳିରେ ଗୋବର୍ଦ୍ଧନ ପାହାଡ଼ ଉଠେଇଥିଲେ ସେବେ ଠାରୁ ଗୋବର୍ଦ୍ଧନ ପର୍ବ ପାଳନ କରିବା ପରମ୍ପରା ଚାଲି ଆସିଛି ଧାରୀମକୀ ବିଶ୍ୱାସ ଚାଲି ଆସିଛି |

ପୂର୍ବରୁ ଏହି ବିଶାଳ କାୟ ପର୍ବତ ଉଚତା ପଛରେ ସୂର୍ଯ୍ୟ ଲୁଚି ଯାଉଥିଲେ କିନ୍ତୁ ବର୍ତମାନ ଏହି ପର୍ବତର ଉଚ୍ଚତା ପ୍ରତିଦିନ ମୁଠାଏ ଲେଖାଏ କମି ଯାଉଛି 5ବର୍ଷ ପୂର୍ବରୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା 30ହଜାର ମିଟିର ଥିଲା କିନ୍ତୁ ବର୍ତମାନ ଏହାର ଉଚ୍ଚତା 25 ରୁ 30 ମିଟର ରହିଛି |

ଜଣେ ଋଷିଙ୍କ ଅଵିଶାପ ଯୋଗୁଁ ପର୍ବତର ଉଚ୍ଚତା ହ୍ରସ ପାଇଛି ବୋଲି କୁହାଯାଇଛି | ଏକ ଶାସ୍ତ୍ର ଅନୁସାରେ କୁହାଯାଏ ଥରେ ପୁଲସ୍ତ ରୁଷି ଗିରି ରାଜ ପର୍ବତ ଦେଇ ଯାଉଥିଲେ ପର୍ବତର ସନ୍ଦର୍ଯ୍ୟ ତାଙ୍କୁ ଆକୃଷ୍ଠ କରିଥିଲା ପୁଲସ୍ତ ରୁଷି ଦ୍ରଣା ଚରଙ୍କୁ ଅନୁରୋଧ କରି ଥିଲେ ଯେ | ସେ କାଶୀର ରହିବାକୁ ଚାହୁଁଛନ୍ତି ଏବଂ ନିଜ ପୁତ୍ର ଗୋବର୍ଦ୍ଧନ ଦେଇ ଦିଅନ୍ତୁ ସେ ଏହାକୁ କାଶୀର ସ୍ଥାପିତ କରିବାକୁ ଚାହୁଁଛନ୍ତି ଦ୍ରଣା ଚର ଏହାକୁ ଶୁଣି ବହୁତ ଦୁଖୀ ହେଇଗଲେ |

ଗୋବର୍ଦ୍ଧନ ଋଷିଙ୍କୁ କହିଲେ ଯିଏ ତାଙ୍କ ସହ ଯିବାକୁ ପ୍ରସୂତ ଅଛନ୍ତି କିନ୍ତୁ ସେ କହି ଥିଲେ ଯେ ତାଙ୍କୁ ସେ ଯେଉଁ ଠାରେ ରଖିବେ ସେ ସେଇଠାରେ ସ୍ଥାପିତ ହୋଇଯିବେ ପୁଲସ୍ତ ରୁଷି ପ୍ରତି ସ୍ମୁତି ଦେଲେ ଗୋବର୍ଦ୍ଧନ କହିଥିଲେ ମୁଁ ଦୁଇ ଯୋଜନ ଉଚ୍ଚ ଓ ପାଞ୍ଚ ଯୋଜନ ଚଉଡ଼ା | ଆପଣ ମତେ କାଶୀ କେମିତି ନେଇଯିବେ ପୁଲସ୍ତ ଜବାବ ଦେଲେ ଯିଏ ନିଜର ତପ ବଳ ପାପୁଲିରେ ନେଇ ଯିବେ ବୋଲି |

ରାସ୍ତାରେ ବୀଜ ଧାମ ପଡିଲା ଗୋବର୍ଦ୍ଧନ ଙ୍କୁ ମନେ ପଡିଲା ଯିଏ ଭଗବାନ ଶ୍ରୀ କୃଷ୍ଣ ଏଠାରେ ବାଲ୍ୟ କାଳରେ ଲୀଳା କରୁଥିଲେ ଗୋବର୍ଦ୍ଧନ ପୁଲସ୍ତଙ୍କ ପାପୁଲିରେ ଧୀରେ ଧୀରେ ଓଜନିଆ ହେବାକୁ ଲାଗିଲେ ଯାହା ଫଳରେ ତାଙ୍କ ତପସ୍ୟା ଭାଙ୍ଗି ଗଲା ପୁଲସ ଗୋବର୍ଦ୍ଧନ ପର୍ବତକୁ ସେହି ଠାରେ ରଖି ଦେଲେ ଓ ତାଙ୍କୁ ଦେଇ ଥିବା ପ୍ରତି ସ୍ମୁତି ଭାଙ୍ଗିଦେଲେ |

ପୁଲସ୍ତ ଗୋବର୍ଦ୍ଧନ ଙ୍କୁ ଉଠେଇ ବାକୁ ବହୁତ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ | ସେତେବେଳେ ପୁଲସ୍ତ ରାଗି ଯାଇ ଗୋବର୍ଦ୍ଧନ କୁ ଅଵିଶାପ ଦେଇଥିଲେ ତାଙ୍କ ବିଶାଳ କାୟ ଉଚ୍ଚତା ଟିକିଏ ଟିକିଏ ହ୍ରସ ପାଇବ | ହିନ୍ଦୁ ଧର୍ମରେ ଗୋବର୍ଦ୍ଧନ ପର୍ବତ ପରିକ୍ରମାର ଅନେକ ମହତ୍ୱ ରହିଛି ଯଦି କୌଣସି ବ୍ୟକ୍ତି ଚାରି ଧାମ ଯାତ୍ର କରିନ ପାରନ୍ତି |

ତାହାଲେ ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବା ନିଚୟ ଉଚିତି ଏହା ଦ୍ୱାରା ମନ ସ୍କାମନ ପୂର୍ଣ୍ଣ ହୋଇଥାଏ | ଗୋବର୍ଦ୍ଧନ ପର୍ବତ ପାଖା ପାଖି 10 କିଲୋମିଟର ଯାଏ ବିସ୍ତାର କରିଛି | ଗୋବର୍ଦ୍ଧନ ପର୍ବତ ପରିକ୍ରମା 21 କିଲୋମିଟର ରହିଥାଏ ଯାହାକୁ ବୁଲିବା 5ରୁ 6ଘଣ୍ଟା ସମୟ ଲାଗିବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.