Breaking News

ଏହି ଗାଁ ର ପୋଖରୀ ରେ 500 ବର୍ଷ Heba ବନ୍ଦୀ ହୋଇ ଅଛନ୍ତି ମହାଦେବ, କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ….

ଦର୍ଶକବନ୍ଧୁ ଏହି ପୋଖରୀରେ ମହାଦେବ 5000 ହଜାର ବର୍ଷ ପୂର୍ବରୁ କାଇଦୀ ହୋଇ ଅଛନ୍ତି ଏହି ଗାଁର ମଝିରେ ଏକ ଏମିତିକା ପୋଖରୀ ଅଛି ଯାହା ସର୍ବଦା ନୀଳ ପାଣିରେ ଭର୍ତ୍ତି ହୋଇ ରହିଥାଏ ମନାଯାଏ କି ହଜାର ବର୍ଷ ପୂର୍ବେ ଏହି ପୋଖରୀରେ ମହାଦେବଙ୍କୁ ବନ୍ଦୀ କରାଯାଇଥିଲା ଏମିତି କେମିତି ହେଲା ଆଉ କିଏ କରିଲା ଏହି କଥା ଜାଣିବା ପାଇଁ ସେହି ଗାଁର ବୟସ୍କ ଲୋକମାନଙ୍କୁ ପଚରା ଗଲା ସେମାନଙ୍କ କହିବା ଅନୁସାରେ ଏହି ପୋଖରୀ ହଜାର ବର୍ଷ ପୂର୍ବରୁ ଅଛି |

ଯେତେ ବେଳେ ଏହି ଗାଁ ମଧ୍ୟ ନଥିଲା ତାହା ପୂର୍ବରୁ ଏହି ପୋଖରୀ ଏଠି ଅଛି ଏହାର ଅନୁମାନ ଏହି ପୋଖରୀ ପାଖରେ ଥିବା ଶିବ ଲିଙ୍ଗ ଆକାରର ପଥର ଯାହା ବୋହୁତ ପୁରୁଣା ଦେଖା ଯାଉଛି ଆଉ ଏହା ମଧ୍ୟ କହିଲେ ଯେବେ ଏହି ଗାଁରେ ଗୋଟିଏ ଦୁଇଟି ଘର ଥିଲା ସେତେ ବେଳେ ଏଥି କିଛି ସିଦ୍ଧ ସାଧୁ ସନ୍ଥ ଆସିଥିଲେ ଆଉ ସେମାନେ ଏଠାକୁ ଆସି ପୋଖରୀ କୂଳରେ ତପସ୍ୟା କରିଥିଲେ |

ଏହି ସମୟରେ ତାଙ୍କୁ ମହାଦେବ ବନ୍ଦୀ ହେବା କଥା ଜଣା ପଡ଼ିଲା କାହିଁକି ନା ସେ ମଧ୍ୟ ମହା ଦେବଙ୍କର ପରମ ଭକ୍ତ ଥିଲେ ସେଥି ପାଇଁ ତାଙ୍କର ତପସ୍ୟା ମଧ୍ୟରେ ମହାଦେବ ଏହି ପୋଖରୀରେ ଥିବା ଜଣା ପଡିଲା ଏହା ପରେ ସାଧୁ ସନ୍ଥ ରହି ପାରିଲେନି ସେ ଗାଁ ରେ ଥିବା ଲୋକ ମାନଙ୍କୁ ଏହି ବିଷୟରେ କହିଲେ କିନ୍ତୁ ତାଙ୍କ କଥା କୁ କୌଣସି ଲୋକ ବିଶ୍ୱାସ କଲେ ନାହିଁ ଏବଂ ସେହି ସାଧୁ ସନ୍ଥ ସେହି ପୋଖରୀ ପାଖରେ ବସିକି 51 ଦିନ ପର୍ଯ୍ୟନ୍ତ ତମସ୍ୟା କଲେ ଆଉ ଜାଣିବା ପାଇଁ ଚେଷ୍ଟା କଲେ କୁ କାହିଁକି ମହାଦେବ ଏହି ପୋଖରୀରେ ବନ୍ଦୀ ଅଛନ୍ତି |

ତାଙ୍କୁ ଏହା ଜଣା ପଡିଲା ମହାଦେବ ଏହି ପୋଖରିରେ 5 ହଜାର ବର୍ଷ ରୁ ବନ୍ଦୀ ଅଛନ୍ତି କାହିଁକି ନା ସେ ଗୋଟିଏ ଇଚ୍ଛା ଧରି ନାଗୁଣୀଙ୍କ ବଚନ ଦେଇଥିଲେ ଯାହା ସେ ପୁରାଣ କରି ପାରିଲେ ନାହିଁ ଆଉ ଏଠାରେ ବନ୍ଦୀ ହୋଇଗଲେ ଏଠାରେ ଏକ ଇଚାଧାରି ନାଗୁଣୀ ତାର ଇଚ୍ଛା ଧାରୀ ନାଗ ସହିତ ରହୁଥିଲାଆଉ ସେ ମହାଦେବଙ୍କର ପରମ ଭକ୍ତ ଥିଲା ଆଉ ତାର ଭକ୍ତି ରେ ପ୍ରସନ୍ନ ହୋଇକି ମହାଦେବ କେତେ ଥର ସାକ୍ଷାତ ଦର୍ଶନ ମଧ୍ୟ ଦେଇଥିଲେ |

ଗୋଟିଏ ସମୟର ସେହି ଇଚ୍ଛା ଧାରୀ ଭର୍ମନ୍ କରିବା ପାଇଁ ଏକଲା ପକେଇଲା ଆଉ ତାର ନାଗ ପୋଖରୀ ପାଖରେ ଆରାମ କରୁଥିଲା ସେହି ସମୟରେ ସେଠାରୁ ଯାଉଥିବା ଲୋକର ଗୋଡ଼ ନାଗ ସାପର ଲାଞ୍ଚ ଉପରେ ପଡ଼ିଲା ଆଉ ସେ କଷ୍ଟ ପାଇବାକୁ ଲାଗିଲା ଯାହାର ପ୍ରତିଶୋତ ନେବା ପାଇଁ ସେହି ନାଗ ପଣା ଟେକିକି ସେହି ଲୋକର ଆଗରେ ଦୌଡିଲା ସେହି ଲୋକ ସହିତ 7 ରୁ 8 ଜଣ ଲୋକ ଥିଲେ ସେମାନେ ଗୋଟିଏ କିଳା ଆଣିଲେ ସେହି ନାଗର ମୁଣ୍ଡରେ ପକାଇ ମାରୀ ଦେଲେ ଆଉ ସେହି ନାଗଟି ମାଟିରେ ପଡ଼ି ବେହୋସ୍ ହୋଇଗଲା |

ଆଉ ସମସ୍ତେ ମିଶିକି ସେହି ନାଗ ମୁଣ୍ଡରେ ବଡେଇବାକି ଲାଗିଲେ ଆଉ ନାଗର ମୁଣ୍ଡ ତାର ଶରୀରରୁ ଅଲଗା ହୋଇ ଗଲା ଏହା ପରେ ଯେତେ ବେଳେ ନାଗୁଣୀ ବୁଲିକି ସେହି ସ୍ଥାନରେ ପହଞ୍ଚିଲା ଆଉ ଦେଖିଲା ସେହି ନାଗ ସେଠାରେ ନାହିଁ ସେ ତାର ନାଗକୁ ଖୋଜି ଖୋଜି ସେହି ସ୍ଥାନ ପାଖରେ ପହଞ୍ଚି ଗଲା ଯେଉଁ ଠାରେ ତାର ନାଗର ମୃତ୍ୟୁ ହୋଇଛି ଆଉ ସେହି ନାଗର ମୁଣ୍ଡ କେଉଁଠି ପଡ଼ିଥିଲା ସେହି ନାଗୁଣୀ ଜାଣି ନଥିଲା ସେଥି ପାଇଁ ନାଗ କୁ ମା-ରିଥିବା ଲୋକମାନଙ୍କର ମୁଁହ ଦେଖି ପାରିଲା ନାହିଁ ସେଥି ପାଇଁ ସେ ସେମାନଙ୍କ ଠାରୁ ପ୍ରତିଶୋଧ ନେଇ ପାରିଲା ନାହିଁ |

ଆଉ ସେଥି ପାଇଁ ନାଗୁଣୀ ମନ ରେ ଏହି ଦୁଃଖ ଘର କରି ନେଲା ଆଉ ସେ ଭଗବାନ ଶିବଙ୍କୁ କହିଲା ଆଉ କେତେ ମାସ ପର୍ଯ୍ୟନ୍ତ ତାର ନାଗକୁ ଫେରି ପାଇବା ପାଇଁ ପୋଖରୀ ପାଖରେ ତପସ୍ୟା କରିବାକୁ ଲାଗିଲା 21 ଦିନ ପରେ ମହାଦେବ ସେହି ପୋଖରୀ ପାଖରେ ନାଗୁଣୀ କୁ ଦର୍ଶନ ଦେଲେ ଆଉ ନାଗୁଣୀ କୁ କହିବାକୁ ଲାଗିଲେ କଣ ମାଗିବାର ଅଛି ମାଗେ ନାଗୁଣୀ କାନ୍ଦି କାନ୍ଦି ନାଗାକୁ ଫେରିବାର କଥା କହିଲା ଏହା ପରେ ନାଗୁଣୀ କୁ ଦୁଃଖର ପାହାଡ ଖସିଲା ଆଉ ମହାଦେବଙ୍କର କଥା ନାଗୁଣୀ କୁ ବିଶ୍ଵାସ ହେଲା ନାହିଁ |

ପୁଣି ନାଗୁଣୀ କହିଲା ମୁଁ ଆପଣଙ୍କର ପରମ ଭକ୍ତ ଯଦି ଆପଣ ମୋ ନାଗକୁ ଭଲରେ ଫେରେଇ ନ ଦିଅନ୍ତି ତାହା ହେଲେ ଆପଣଙ୍କୁ ଏହି ପୋଖରୀରେ ସବୁ ଦିନ ପାଇଁ ବନ୍ଦୀ ହୋଇ ରହିବା ପାଇଁ ପଡ଼ିବ ଆଉ ତାର ଏହି କଥା ମହାଦେବ ମାନିନେଲେ ଆଉ ପୁଣି ମହାଦେବ କହିଲେ 7 ଦିନ ପରେ ତୁମର ନାଗ ତମ ପାଖକୁ ଫେରି ଆସିବ କିନ୍ତୁ 7 ଦିନରୁ 21 ଦିନ ହୋଇଗଲା ନାଗୁଣୀ କୁ ତାର ନାଗ ମିଳିଲା ନାହିଁ |

ନାଗୁଣୀ ର କହିବା ଅନୁସାରେ ମହାଦେବ ନିଜେ ନିଜେ ଆସୀକି ସେହି ପୋଖରୀରେ ବନ୍ଦୀ ହୋଇଗଲେ ଯାହାର ରହସ୍ୟ ସାଦ୍ଧୁ ସନ୍ଥ ଦ୍ବାରା ଜଣା ପଡ଼ିଲା କୁହାଯାଏ ଯେଉଁ ଲୋକ ଏହି ପୋଖରୀର ପାଣିରେ ଗାଧେଇ ଥାଆନ୍ତି ତାଙ୍କର ସବୁ ରୋଗ ଦୂର ହୋଇଯାଏ ଆଉ ଏହି ପୋଖରୀର ପାଣି ପିଇବା ଦ୍ବାରା ବଡ ରୁ ବଡ ରୋଗ ମଧ୍ୟ ଭଲ ହୋଇଯାଏ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.