Breaking News

ଏହି ଦୁନିଆର ସବୁଠୁ ଧନୀ ରାଶି, ୨୦୪୦ ପର୍ଯ୍ୟନ୍ତ ଧନୀ, Mahadeba ହେଲେ ଏମାନଙ୍କ ଉପରେ ଖୁସି…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନି ଥାଉ। ମହାଦେବ ହିଁ ସୃଷ୍ଟିର ପାଲନହାର ବୋଲି ଆମେ ମାନିଥାଉ । ଭଗବାନ ଶିବ ଯେତେବେଳେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇ ଯାଆନ୍ତି ସେତେବେଳେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ସାଇ ଥାଆନ୍ତି।ଭଗବାନ ଭୋଳାନାଥ ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି।ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ।

ତେବେ ପ୍ରଭୁ ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି।ଭଗବାନ ଶିବ ତାଙ୍କ ଭକ୍ତିରେ ଏବେ ଖୁସି ହୋଇ ସାରିଛନ୍ତି।ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଲା ମାଲ ହେବାକୁ ଯାଉଛନ୍ତି।ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ଦୁଃଖର ଦିନ ଏବେ ଶେଷ ହେବ।ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

ଆପଣଙ୍କର ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ।ଭଗବାନଙ୍କ କୃପାରୁ ଆପଣଙ୍କର ସବୁ କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେ ସବୁ ପୂରଣ ହେବାରେ ଲାଗିବ।ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ସେ ସବୁ ମଧ୍ୟ ଦୂର ହୋଇଯିବ।ଆପଣଙ୍କୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଏବେ ସଫଳତା ମିଳିବ।

ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ।ସମାଜରେ ଆପଣକୁ ଲୋକମାନେ ମାନ ସମ୍ମାନ ଦେବେ।ବ୍ୟାପାର ଆପଣଙ୍କର ଦୁଇ ଗୁଣା ଜୋରରେ ଆଗକୁ ବଢିବ।ଯେଉଁ ଲୋକମାନେ ବେରୋଜଗାର ଅଛନ୍ତି ତାଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ।ଭଗବାନଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବାକୁ ଯାଉଛି।

ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ।ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ।ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାକୁ ଲାଗିବ।ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ୱାସ ଓ ଉତ୍ସାହ ମଧ୍ୟ ବଢ଼ି ଯିବ।ପ୍ରେମ ସମ୍ବନ୍ଧ ଆପଣଙ୍କର ମଧୁର ରହିବ।ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର

ଅବସର ମିଳିବାକୁ ଯାଉଛି।ତେବେ ପ୍ରଭୂ ଭୋଳାନାଥଙ୍କ କୃପାରୁ ଯେଉଁ ରାଶି ଗୁଡ଼ିକ ଏବେ ଭାଗ୍ୟବାନ ହେବାକୁ ଯାଇଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଛି ସେହି ରାଶି ଗୁଡ଼ିକ ହେଲେ କୁମ୍ଭ ରାଶି,ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି , ବୃଷ ରାଶି ଓ ତୁଳା ରାଶି।

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.