ନମସ୍କାର ବନ୍ଧୁଗଣ କୁହାଯାଇକି ସମୟ ବହୁତ ମୂଲ୍ୟ ବାନ ହୋଇଥାଏ ସମୟ ବହୁତ ଅମୁଲ୍ୟ ହୋଇଥାଏ ଏଉ ଏହାବି କୁହାଯାଇକି ସମୟ ବହୁତ ବଳବାନ ତାହା ସହିତ କୁହାଯାଇକି ସମୟ ଖେତୀ ବି ଦେଇଥାଏ ସେହି ସମୟ କେବେ କେବେ ସେହି ଖେତିକୁ ଭରି ଦେଇଥାଏ ଓ ବିତିଯାଇଥିବା ସମୟ କବେ ଆସେନି | ବନ୍ଧୁଗଣ ବସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତେକ ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ଗଭୀର ଭବରେ ପଡିଥାଏ ଆଉ ଏଥିମଧ୍ୟରୁ ଗୋଟିଏ ବସ୍ତୁ ହେଲା ଘଡି ବା ଘଣ୍ଟା ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ମହତ୍ୱ ପୂର୍ଣ୍ଣ ବସ୍ତୁ ବୋଲି ମାନାଯାଇଛି ଏହା ଆମଜୀବନକୁ ସିଧା ସିଧା ପ୍ରଭଵିତ କରିଥାଏ |
ଘଣ୍ଟା ମନୁଷ୍ୟ ପାଇଁ ଭଲ ଓ ଖରାପ ସମୟ ନେଇ ଆସିଥାଏ ଆପଣ କେତେ ଥର ଶୁଣିଥିବେ ଲୋକ ମାନେ କହୁଥିବେ ମୋର ଖରାପ ସମୟ ଚାଲିଛି ବାସ୍ତୁ ଶାସ୍ତ୍ର ଅନୁସାରେ ନିଜର ଖରାପ ସମୟକୁ ବଦଳାଇ ପାରିବେ ଓ ଆପଣଙ୍କ ଭାଗ୍ୟର ତାଳକୁ ଖୋଲିପାରିବେ ଚାଲନ୍ତୁ ଜାଣିବା ଘଣ୍ଟାକୁ ନେଇ କିଛି ବାସ୍ତୁ କଥା ଓ ଘଣ୍ଟା କୁ କେଉଁ ଦିଗରେ ଲଗାଇବା ଭଲ ଓ କେଉଁ ଦିଗରେ ଭଲ ନାହିଁ |
କାନ୍ଥରେ ଲାଗିଥିବା ଘଣ୍ଟା ଆମକୁ ସମୟ କହିଥାଏ ତା ସହିତ ପରିବାରର ସମସ୍ତ ସାଦୃଶ୍ୟକୁ ସକରତ୍ମକ ଉର୍ଜା ଦେଇଥାଏ ନିରନ୍ତନ ଚାଲୁଥିବା ସମୟକୁ ସନ୍ଦେଶ ଦେଇଥାଏ ସେଠି ପାଇଁ ବାସ୍ତୁ ଶାସ୍ତ୍ରରେ ବନ୍ଦ ଘଣ୍ଟାକୁ ଘରେ ଲଗାଇ ରଖିବା ଅଶୁଭ ମନାଯାଏ ଯଦି ଆପଣଙ୍କ ଘରେ ବନ୍ଦ ଘଣ୍ଟା ଅଛି ତାହାଲେ ଶୀଘ୍ର ବାହାର କରିଦିଅନ୍ତୁ ଆଉ ସେହି ସମୟରେ ଚାଲୁଥିବା ଘଣ୍ଟା କୁ ଲଗାନ୍ତୁ ବନ୍ଦ ଘଣ୍ଟା ଘରର ନକାରାତ୍ମକ ଉର୍ଜା ବଢ଼ାଇଥାଏ ସେଥିପାଇଁ ଚାଲୁଥିବା ଘଣ୍ଟା ଘରେ ହିଁ ଲଗାନ୍ତୁ |
ଘରେ ସବୁବେଳେ ଉତ୍ତର ଓ ପୂର୍ବ ଦିଗରେ ଲଗାଇବା ଦରକାର ଅର୍ଥାତ ଭୁଲୁରେ ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ ଦକ୍ଷିଣ ଦିଗକୁ ଯମରାଜ ଦିଗ ବୋଲି ମନାଯାଇଥାଏ | ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଭଲ ନୁହେଁ | ଦକ୍ଷିଣ ଦିଗରେ ଲଗାଯାଇଥିବା ଘଣ୍ଟା ପରିବାର ଆୟୁ ଓ ସ୍ଵାସ୍ତ୍ୟ ପାଇଁ ଅଶୁଭ ମାନାଯାଏ କେବେ ଘରର ମୁଖ୍ୟ ଦ୍ଵାରର ଉପରେ କିମ୍ବା ମୁଖ୍ୟ ଦ୍ୱାରର ଉପରେ ଘଣ୍ଟା ଲଗାନ୍ତୁ ନହିଁ ଏମିତି କରିବା ଦ୍ୱାରା ଘରେ ଆସନ୍ତି ବଢିଥାଏ ଓ କଥା କଥାରେ ଝଗଡା ହୋଇଥାଏ | ଯଦି ଅପଣଙ୍କ ଝଗଡା ହେଉଛି ଠାରେ ଦେଖି ନିଅନ୍ତୁ ଆପଣଙ୍କ କବାଟ ଉପରେ ଘଣ୍ଟ ଲଗାଇ ନାହାନ୍ତି ଘଣ୍ଟାକୁ ସବୁବେବେ ସଫା ରଖନ୍ତୁ ଓ ଘଣ୍ଟ ଉପରେ ଧୂଳି ଜମା କରନ୍ତୁ ନାହିଁ |
ଭାଙ୍ଗିଥିବା ଓ କାମ କରୁନଥିବା ଘଣ୍ଟା ବେବହାର କରନ୍ତୁ ନାହିଁ ଯଦି ଘଣ୍ଟା ସମୟ ପଛରେ ଚାଲୁଥିବ କିନ୍ତୁ ଶ୍ଲୋଅ ଚାଲୁଥିବ ତାହାନେ ଆପଣଙ୍କ କାମରେ ବାଧା ଆଣିପାରେ | ବାସ୍ତୁ ଶାସ୍ତ୍ର ଅନୁସାରେ ଗୋଲ ବା ଅଣ୍ଡା କର ଆକୃତିର ଘଣ୍ଟା ଶୁଭ ମନାଯାଏ ତାହା ସହିତ ଘଣ୍ଟାକୁ ମୁଣ୍ଡ ପାଖରେ ରଖି ଶୁଆନ୍ତୁ ନାହିଁ ଏହା ଅଶୁଭ ଫଳ ଦେଇଥାଏ ଯଦି ଆପଣ ଏହି କଥାକୁ ପାଳନ କରନ୍ତି ତାହାଲେ ଅପଣଙ୍କର ଓ ଆପଣଙ୍କ ପରିବାରର ମଙ୍ଗଳ ହେବ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …