Breaking News

ଏହି ଚରିତ୍ରହିନ ନାରୀ ଯେଉଁ ଘରେ ରହିଥାନ୍ତି ସେହି ଘର ଅଳ୍ପ ଦିନେ ନର୍କ ହୋଇଯାଇଥାଏ, ଚରିତ୍ରହିନ ମହିଳା ଘରେ ଥିଲେ, ଏହି 5ଟି ସଙ୍କେତ ଦେଖାଯାଇଥାଏ…

ଦର୍ଶକବନ୍ଧୁ ଆମ ଭାରତରେ ମହିଳା ମାନଙ୍କୁ ଦେବୀ ବୋଲି କୁହାଯାଏ କିନ୍ତୁ ଯେମିତି ହାତରେ ପାଞ୍ଚ ଆଙ୍ଗୁଠି ସମାନ ରହିନଥାଏ ସେହି ପରି ସବୁ ମହିଳା ମାନେ ସମାନ ନଥାନ୍ତି କିଛି ମହିଳା ମାନେ ନିଜର ସନମାନ ଓ ପରିବାରର ସନମାନ ରକ୍ଷା କରିବା ପାଇଁ କାମ କରିଥାନ୍ତି ଏବଂ ସମାଜରେ ନିଜର ଚାଲି ଚଳନ ସୁନ୍ଦର କରି ରଖିଥାନ୍ତି ଆଉ ଏମିତି କିଛି ମହିଳା ଅଛନ୍ତି ଯେଉଁ ମାନଙ୍କର ଖରାପ କର୍ମ ପରିବାରକୁ ବିନାଶ କରିଦିଏ ଏମିତିରେ ଆପଣ କେମିତି ଜାଣିପାରିବେ ଯେ କେଉଁ ନାରୀ ଚରିତ୍ର ହୀନ ଆଉ କେଉଁ ନାରୀ ପବିତ୍ର ଅଟେ |

ଜ୍ୟୋତିଷ ଅନୁସାରେ ଏବଂ ଧର୍ମ ଶାସ୍ତ୍ରରେ ଏମିତି କିଛି ମାନ୍ୟତା ରହିଛିଯେ ଯେଉଁ ମହିଳା ମାନଙ୍କର ଓଠ ଉପରେ ହାଲୁକା ବା କମ ବାଳ ରହିଥାଏ ସେମାନେ ସରଳ ଶୋଭାବର ହୋଇଥାନ୍ତି ଏବଂ ଏହି ମହିଳା ମାନେ ଅଧିକ ଦାନ ଧର୍ମ କରିଥାନ୍ତି ଏମାନେ ଟିକେ ଅଳସୁଆ ଶୋଭାବର ହୋଇଥାନ୍ତି ହେଲେ ନିଜ କାମ କରିବାକୁ ବହୁତ ପସନ୍ଦ କରିଥାନ୍ତି | ଯେଉଁ ମହିଳା ମାନଙ୍କର ମଥାରେ କଲା ଜାଇ ରହିଥାଏ ସେମାନେ ନିଜ ସ୍ୱାମୀକୁ ଖୁସି ରଖିଥାନ୍ତି ଏହି ମହିଳା ମାନେ ବହୁତ ସାଧା ସିଧା ହୋଇଥାନ୍ତି ନିଜ ସ୍ୱାମୀର ସବୁ କ୍ଷେତ୍ରରେ ସାତ ଦେଇଥାନ୍ତି ଏମାନେ ବହୁତ ଆତ୍ମା ନୀରିଭର ଶିଳ ହୋଇଥାନ୍ତି ଏବଂ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇଥାନ୍ତି | ଯେଉଁ ମହିଳା ମାନଙ୍କର ଶରୀରରେ ହାଲୁକା ବାଳ ରହିଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି |

ଯେଉଁ ମହିଳା ମାନଙ୍କର ହାତର ଅଙ୍ଗୁଲୁ ଲମ୍ବା ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି ଏହି ମହିଳା ମାନେ ଘରକୁ ଆସିବା ଦ୍ୱାରା ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଆସନ୍ତି ଏହି ମହିଳା ମାନଙ୍କର ସ୍ୱାମୀ ସବୁ କ୍ଷେତ୍ରରେ ସଫଳତା ହୋଇଥାନ୍ତି | ଯେଉଁ ମହିଳା ମାନଙ୍କର ମୁଣ୍ଡ ବାଳ ଲମ୍ଭା ହୋଇଥାଏ ଏମାନଙ୍କୁ ମାତା ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଏ ଏବଂ ଏହି ମହିଳା ମାନେ ବହୁତ ଶୁଭ ହୋଇଥାନ୍ତି ଏମାନଙ୍କୁ ଘରକୁ ଆଣିବା ଦ୍ୱାରା ସେହି ଘରେ ମାତା ଲକ୍ଷ୍ମୀ ବସ ବାସ କରିଥାନ୍ତି |

ଧର୍ମ ଶାସ୍ତ୍ର ଅନୁଯାଇ ଯେଉଁ ମହିଳା ମାନଙ୍କର ପାଦର ମଝି ଭାଗ ତଳେ ଲାଗୁଥାଏ ସେହି ମହିଳା ମାନେ ଘର ପାଇଁ ଅଶୁଭ ହୋଇଥାନ୍ତି ଯେଉଁ ମହିଳା ମାନଙ୍କର ପେଟର ଆକାର ଲମ୍ବା ହୋଇଥାଏ ସେମାନଙ୍କର ସାରା ଜୀବନ ଦରୀରିଦ୍ରତାରେ କଟିଥାଏ ଯେଉଁ ମହିଳା ମାନଙ୍କର ଦାନ୍ତ ଚୌଡା ହୋଇଥାଏ ସେମାନେ ଦୃଭାଗ୍ୟ ଶାଳୀ ହୋଇଥାନ୍ତି |

ଯେଉଁ ମହିଳା ମାନେ ରାଗି ଏବଂ ଚିଡିଚିଡା ହୋଇଥାନ୍ତି ସେମାନଙ୍କୁ କେବେବି ବିଶ୍ୱାସ କରନ୍ତୁ ନାହିଁ | ତେବେ ଦର୍ଶକବନ୍ଧୁ ଜାଣି ରଖନ୍ତୁ ଯେ ଆମେ ଏହି ବିଷୟରେ କୌଣସି ନାରୀକୁ ଶୁଭ କିମ୍ବା ଅଶୁଭ ଶ୍ରେଣୀରେ ବିଭକ୍ତ କରୁନାହୁଁ ଆମେ କୌଣସି ସ୍ତ୍ରୀ ଜାତିକୁ ଅପମାନ ମଧ୍ୟ କରୁନାହୁଁ ଏହା କେବଳ ଗୋଟେ ଗ୍ରନ୍ଥରେ ଲେଖା ଯାଇଥିବା କଥା ଅଟେ ଯାହା ବିଶ୍ୱାସ କରିବା ନକରିବା ଆପଣ ଉପରେ ନୀରିଭର କରିଥାଏ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.