Breaking News

ଏହି ଛେଳିର ଗୋଟେ ପାଶ୍ୱର୍ରେ ଓଁ ଚିହ୍ନ ଓ ଅନ୍ୟ ପାଶ୍ୱର୍ରେ ରେ ମହମ୍ମଦ ଚିହ୍ନ ଅଛି, ଏହାର ଦାମ ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ |

ନମସ୍କାର ବନ୍ଧୁଗଣ ଅନେକ ବାର ଏମିତି କରିସ୍ମା ହୋଇଯାଏ କି ଯାହା ଉପରେ ବିଶ୍ୱାସ କରିବା ସହଜ ହୋଇନଥାଏ | ଉତ୍ତରପ୍ରଦେଶର ଆମ୍ରହ ଜିଲ୍ଲାରେ ଏପରି କିଛି ଦେଖିବାକୁ ମିଳିଛି ଏଠାରେ ଏକ ଛେଳିର ଗୋଟିଏ ପାର୍ଶ୍ୱରେ ଓଁ ଚିହ୍ନ ଏବଂ ଅନ୍ୟ ପକ୍ଷରେ ମହମଦ ଲେଖାଥିବା ନଜରରେ ଆସୁଛି | ଏହା ଦେଖି ଲୋକମାନେ ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |

ଘଟଣାଟି ଅଖା ପାଖ ଅଞ୍ଚଳରେ ବ୍ୟାପି ଯିବାପରେ ଏହି ଛେଳିଟିକୁ ଦେଖିବା ପାଇଁ ଏବଂ କିଣିବା ପାଇଁ ଦୂରରୁ ଦୂରରୁ ଲୋକମାନେ ଘଟଣା ସ୍ଥଳକୁ ଧାଇଁଆସୁଛନ୍ତି | ସୋସିଆଲ ମେଡିଆ ଜରିଆରେ ପ୍ରଥମେ ଏହାକୁ ସୂଚନା ମିଳିଥିଲା | ଆମ୍ରହାର ଓଉଦଗିକ ନଗରୀ ଗଜରଲାର ଖାଲି ପୁର ଗାଁରେ ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିବା ପରେ ଲୋକମାନେ ଏହାକୁ କିଣିବା ପାଇଁ ଆଗ୍ରହୀ ହୋଇଥିଲେ |

ଖବର ମୁତାବକ ଛେଳିର ଦାମ 1,00,000 ଟଙ୍କା ରଖାଯାଇଛି | ଛେଳିର ମାଲିକ ଏହାକୁ ପାଖାପାଖି 11,00,000 ଟଙ୍କାରେ ବିକିବାକୁ କହୁଛି | ଛେଳି ଶରୀର ଉପରେ ଏଭଳି ପ୍ରକୁତିକ ଲେଖା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଉଛନ୍ତି ସେଇଠି ପକ୍ରିଦ ପାଖେଇଆସିବାରୁ ଛେଳିର ଡିମାଣ୍ଡ ଲଗାତାର ବଢି ଚାଲିଛି |

କୁହାଯାଉଛି ଯେ ଏହାର ଦାମ 11,00,000 ଟଙ୍କାରୁ ଅଧିକ ହୋଇପାରେ ଏବଂ ଶେଷରେ ଏହାକୁ କିଏ କିଣିବ ଏବଂ ଏହାର ଦାମ କେତେ ରହିବ ତାହା ଦେଖିବାର ଅଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.