Breaking News

ଏହି ବର୍ଷ 2022 ରେ ଏହି ରାଶି ମାନଙ୍କୁ ମିଳିବାକୁ ଯାଉଛି ସେମାନଙ୍କ ପ୍ରେମ, ମିଜ ଇଛା ରେ କରିବେ ବିବାହ …

ବନ୍ଧୁଗଣ ଏହି ମାସରେ ଜନ୍ମ ଜନ୍ମ ହୋଇଥିବା ଝିଅ ମାନେ ମା ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି ତାହା ସହିତ ଭାଗ୍ୟ ବାନ ମଧ୍ୟ ହୋଇଥାନ୍ତି | ବନ୍ଧୁଗଣ ଶାସ୍ତ୍ର ରେ ନାରୀ ମାନଙ୍କ ଠାରେ ମାତା ଲକ୍ଷ୍ମୀ ଙ୍କ ବାସ ଥାଏ ବୋଲି କୁହାଯାଇଛି | ଏଥିଲାଗି ଯେତେବେଳେ ଘରେ ଝିଅ ଜନ୍ମ ହୋଇଥାଏ ତେବେ ଲୋକ ମାନେ କୁହନ୍ତି କି ଲକ୍ଷ୍ମୀ ଆସିଲେ | ମା ଲକ୍ଷ୍ମୀ ଙ୍କ ଆଗମନ ହେଲା | ବୋହୁତ ଲୋକ ଙ୍କ କହିବ ଅନୁସାରେ ଝିଅ ମାନେ ଘରେ ସୁଖ ସହ ସମ୍ବୃଧି ଆଣିଥାନ୍ତି |

ଜ୍ୟୋତିଷ ମାନଙ୍କ ଅନୁସାରେ ଝିଅ ମାନଙ୍କ ଜନ୍ମ ଅନୁସାରେ ଝିଅ ମାନଙ୍କ ଜନ୍ମ ସହିତ ଜନ୍ମ ମାସ ମଧ୍ୟ ବୋହୁତ ଭାଗ୍ୟବାନ ହୋଇଥାଏ | ଏହିମାସ ରେ ଜନ୍ମ ହୋଇଥିବା ଝିଅ ମାନେ ନା କେବଳ ଭାଗ୍ୟବାନ ହୋଇଥାନ୍ତି ତା ସହିତ ଏମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ | ସାକ୍ଷାତ ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି ଏହି ମାସ ର ଝିଅ ମାନେ ତେବେ ଚାଲନ୍ତୁ ଜାଣିବା |

ନମ୍ବର ୧ – ଫେବୃଆରୀ ମାସ ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନଙ୍କ ର ସୌଭାବା ବୋହୁତ ବିନମ୍ର ହୋଇଥାଏ ଏବଂ ସେମାନେ ବୋହୁତ ବିନମ୍ର ମଧ୍ୟ ହୋଇଥାନ୍ତି ଏହି ଝିଅ ମାନଙ୍କର ବିବାହ ପରେ ତାଙ୍କୁ ବୋହୁତ ଭଲ ଘର ମିଳିଥାଏ | ତାହା ସହ ଏମାନେ ନିଜ ଘରେ ସୁଖ ସମ୍ବୃଧି ଆଣିଥାନ୍ତି | ଏମାନଙ୍କ ଗ୍ରହ ଚଲଣ ଏମାନଙ୍କ ପରିବାର କୁ ଲାଭ ଦେଇଥାଏ | ନମ୍ବର 2 ଏପ୍ରିଲ ମାସ ଏହି ମାସ ର ଜନ୍ମ ହୋଇଥିବା ଝିଅ ମାନଙ୍କୁ ମଧ୍ୟ ମା ଲକ୍ଷ୍ମୀ ଙ୍କ ରୂପ କୁହାଯାଏ | ଶାସ୍ତ୍ର ଅନୁଯାୟୀ ଏହି ମାସ ବୋହୁତ ଶୁଭ ହୋଇଥାଏ ଏହି ମାସ ର ଝିଅ ମାନଙ୍କ ଗ୍ରହ ଚଳନ ବୋହୁତ ଦୃତ ହୋଇଥାଏ |ଯାହା ଦ୍ଵାରା ଏମାନଙ୍କୁ ବୋହୁତ ସଫଳତା ମିଳିଥାଏ।ଏମାନଙ୍କ ଭାଗ୍ୟ ଉଚ୍ଚ ହୋଇଥାଏ |

ନମ୍ବର 3 ଜୁନ ମାସ ଏହି ମାସ ରେ ଜନ୍ମ ନେଇଥିବା ଝିଅ ମାନେ ବୋହୁତ ଭାଗ୍ୟ ଶାଳୀ ହୋଇଥାନ୍ତି | କିନ୍ତୁ ଶାସ୍ତ୍ର ଅନୁସାରେ ରେ ଏହିମାସ ରେ ଜନ୍ମିତ ଝିଅ ମାନେ ଶୁଭ ହୋଇନଥାନ୍ତି | କିନ୍ତୁ ଏହିମାସ ରେ ଜନ୍ମିତ ଝିଅ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି | ଏହି ମାସ ରେ ଜନ୍ମିତ ଝିଅ ମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି | ଏବଂ ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ବୋହୁତ ଅଧିକ ପରିଶ୍ରମ କରିଥାନ୍ତି |

ନମ୍ବର 4 ସେପ୍ଟେମ୍ବର ମାସ ଏହି ମାସ ରେ ଜନ୍ମିତ ଝିଅ ମାନଙ୍କ ଗ୍ରହ ରେ ଚନ୍ଦ୍ର,ବୁଦ୍ଧ ଏବଂ ଶୁକ୍ର ଏହି ତିନୋଟି ଗ୍ରହ ର ମିଳନ ହୋଇଥାଏ | ଏଥିଯୋଗୁଁ ଏହି ମାସ ରେ ଜନ୍ମିତ ଝିଅ ମାନେ ବୋହୁତ ଧନବନ୍ ହୋଇଥାନ୍ତି | ଆପଣ ମାନଙ୍କୁ ଜଣାଇଦଉଛୁ ଯେ ସେମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସଲ କରନ୍ତି | ଏବଂ କେବେ କୌଣସି ର ଅଭାବ ହୋଇନଥାଏ | ଏବଂ ଏପରି ଝିଅ ମାନଙ୍କ ବିବାହ ଧନୀ ପତ୍ର ଙ୍କ ସହ ହୋଇଥାଏ |

About odisha news

Check Also

ଏହି ଡ଼ିସେମ୍ବର ମାସ ଆରମ୍ଭରୁ ଏହି ରାଶି ମାନଙ୍କୁ ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ ଆପଣଙ୍କ Rasi ଅଛିକି !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ସେହି ରାଶି ମାନକର ବିଷୟରେ ଯାହା ର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ …

Leave a Reply

Your email address will not be published.