Breaking News

ଏହି ମହିଳାର ବୋଡି ଦେଖି ପୁରୁଷ ମାନଙ୍କର ସୁକୁଟି ଯାଏ ।

ଦର୍ଶକବନ୍ଧୁ ବୋଡିବୁୱିଲଡିଂ ଙ୍କୁ ସାଧରଣତ ପୁରୁଷ ମାନଙ୍କର ଖେଳ ବୋଲି ମାନାଯାଏ ଯେବେ ବୋଡିବୁୱିଲଡିଂ ର କଥା ଉଠେ ସେତେ ବେଳେ କେବଳ ପୁରୁଷ ମାନଙ୍କର ନାମ ହିଁ ଆମ ପାଟିକୁ ଆସେ ଏବେ ବୋଡିବୁୱିଲଡିଂ କେବେଳ ପୁରୁଷ ମାନଙ୍କ ପାଖରେ ସୀମିତ ନାହିଁ ମହିଳା ମାନେ ବୋଡିବୁୱିଲଡିଂ ର ବିଭିନ୍ନ ପ୍ରତିଯୋଗିତା ତା ଅଂଶ ଗ୍ରହଣ କରୁଛନ୍ତି ଏବଂ ବିଜୟକୁ ହାସଲ କରି ଭାରତକୁ ଆହୁରି ଗର୍ବିତ କରୁଛନ୍ତି ଆସନ୍ତୁ ଆଜି ମୁଁ ଆପଣଙ୍କୁ ଏମିତି କିଛି ମହିଳା ବୋଡିବୁୱିଲଡିଂ ମାନଙ୍କ ବିଷୟରେ କହିବି ଯେଉଁ ମାନେ ଖାଲି ଭାରତରେ ନୁହେଁ ବିଦେଶରେ ମଧ୍ୟ ନିଜର ଅଲଗା ପରିଚୟ ବନେଇଛନ୍ତି \

ପ୍ରଥମେ ଆସୁଛନ୍ତି Yuropa Bhowmik ମାତ୍ର 16 ବର୍ଷ ବୟସରେ ହିଁ Yuropa ବହୁତ ଭଲ ବଡି ବନେଇ ଦେଇଥିଲେ ସେ 2016 ମସିହାରେ ବିଶ୍ୱ ପ୍ରତି ଯୋଗୀତାରେ ପୁରସ୍କାର ପାଇଥିଲେ ତାଙ୍କୁ ବୋଡିବୁୱିଲଡିଂ ନିଶା ଏତେ ଘାରି ଥିଲା ଯେ ସେ ନିଜର ପ୍ରାୟ ସମେତ ସବଳେ ବୋଡିବୁୱିଲଡିଂ ରେ ବିତାଉ ଥିଲେ ପୁରସ୍କାର କୁ ହାସଲ କରିଥିବା ମହିଳା କୋଲକାତା ରେ ରୁହନ୍ତି | Yuropa 2017 ରେ ଏସିଆନ ବୋଡିବୁୱିଲଡିଂ ରେ ମଧ୍ୟ ବହୂ ସାରା ପଦକ ଜିତିଥିଲେ ଏହା ସହିତ Yuropa ସେହି ଲୋକ ମାନଙ୍କ ପାଟି ବନ୍ଦ କରି ଦେଇଥିଲେ ଯେଉଁ ମାନେ ମାନୁଥିଲେ ଯେ ବୋଡିବୁୱିଲଡିଂ କ୍ଷେତ୍ରରେ କେବେଳ ପୁରୁଷ ମାନେ ନିଜର ପ୍ରତିଭା ଦେଖାଇ ପାରିବେ |

ଦ୍ୱତୀୟ ରେ ଆସୁଛନ୍ତି Sarita Devi 2010 ମସିହାରେ ବାହାଘର ପରେ ବୋଡିବୁୱିଲଡିଂ ର ଖେଳ ଆରମ୍ଭ କରି ଥିଲେ ସେ ଦୁଇଟି ଛୁଆର ମା ହେଇ ମଧ୍ୟ ନିଜର ଚେଷ୍ଟା ବଜାଇ ରଖି ଥିଲେ Sarita ଦେବୀ ମଧ୍ୟ ବୋଡିବୁୱିଲଡିଂ ଙ୍କୁ ବହୁତ ଭଲ ପାଉଥିଲେ ସେଥି ପାଇଁ ସେ ଦିନରେ 3ରୁ 4ଘଣ୍ଟା କସରତ କରିବାରେ ବିତାଉ ଥିଲେ Sarita Devi 2015 ଏବଂ 2016 ମସିହାରେ ଏସିଆନ ବୋଡିବୁୱିଲଡିଂ ଚମ୍ପିୟାନ ଏବଂ ନେସେନାଲ ବୋଡିବୁୱିଲଡିଂ ଚମ୍ପିୟାନ ସିବିରେ ମେଡାଲ ପାଇଥିଲେ |

ଯଦି ଆପଣ ମାନେ ଭାବୁ ଛନ୍ତି ଯେ ମସଲ ଏବଂ ପ୍ୟାକ ବାହାର କରିବା ପୁରୁଷ ମାନଙ୍କର କାମ ତାହାଲେ ମୁଁ ଆପଣଙ୍କୁ କହି ଦେଉଛି ଯେ 30 ବର୍ଷର ଦୀପିକା ଏହି ମାମଲାରେ ବହୁତ ପୁରୁଷ ଙ୍କୁ ପଛରେ ପକାଇ ଦେଉଥିଲେ ଦୀପିକା ଚୋୖଦରୀ ଭାରତର ପ୍ରଥମ ମହିଳା ଯିଏକି ଆମେରିକା ରେ ଇଣ୍ଟର ନେସେନାଲ ରେ କଂପିଡେ଼ସନ ରେ ଭାଗ ନେଇଥିଲେ ଓ ଏଥିରେ ମଧ୍ୟ ବିଜୟ ହାସଲ ମଧ୍ୟ କରିଥିଲେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.