Breaking News

ଏହି ଭାରତୀୟ କ୍ରିକେଟରଙ୍କ ମା ଚିକେନ ବିକୁଥିଲେ, ଜାଣନ୍ତୁ କ୍ରିକେଟରଙ୍କ ସଂଘର୍ଷର କାହାଣୀ ଓ ତାଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ

କଥାରେ ଅଛି କପାଳ ଲେଖନ କିଏ କରିବ ଆନ ଅନେକ ଲୋକ ନିଜ ଭାଗ୍ୟକୁ ନିଜ ହାତରେ ଲେଖି ଥାଆନ୍ତି ଅର୍ଥାତ ସେମାନଙ୍କ ନିଷ୍ଠା ଓ କର୍ମ ତାଙ୍କୁ ସାଥ ଦିଏ ତାଙ୍କ ଭାଗ୍ୟ ଆଉ ବଦଳି ଯାଏ କପାଳ ଲେଖନ । ଏହି କଥା ସତ ପ୍ରତିଶତ ପ୍ରମାଣ ହେଇଚି ଅନେକ କ୍ଷେତ୍ରରେ । ଆମେ ଆଜି ଆପଣ ମାନଙ୍କୁ ଯାହା ବିଷୟରେ କହିବୁ ସେ ନିଜ ଦକ୍ଷତା ବଳରେ ଗରିବୀ କୁ ହଟାଇ ବାରେ ସକ୍ଷମ ହୋଇପାରିଛନ୍ତି ।

ତାଙ୍କ ମା ଦିନେ ରାସ୍ତା କଡ଼ରେ ଚିକେନ୍ ବିକ୍ରି କରିଥିଲେ । ଆଉ ବାପା କରୁଥିଲେ କୁଲି ମଜୁରୀ କାମ । ହେଲେ ବାସ୍ତବତା ହେଉଛି ପ୍ରତିଭାକୁ ଯଦି ଉଚିତ ପ୍ଲାଟ ଫର୍ମ ତେବେ ଶପ୍ନ ସତ ହୁଏ ଲକ୍ଷ ପୂରଣ ହୋଇଯାଏ । ଏମିତି ଜଣେ ଯୁବକ ଖେଳାଳି ଅଛନ୍ତି ଯାହାଙ୍କ କାହାଣୀ ଶୁଣିଲେ ଆପଣ ଚକିତ ହୋଇଯିବେ ।

ସେ ନିଜ ବାପା ଙ୍କ ପାଇଁ ଘର ବନାଇଛନ୍ତି ଭଉଣୀଙ୍କୁ ପଠା ପଢ଼ାଇ ପାରିଛନ୍ତି ଆଉ ଗୋଟେ ପୋଷାକରେ ମାସ ମାସ ଚାଲୁଥିବା ପିଲାଟି ଏବେ ପ୍ରତିଦିନ ଗୋଟିଏ ଲେଖାଏଁ ଡ୍ରେସ୍ ବଦଳାଉଛି । ସିଏ ହେଉଛନ୍ତି ୟରକର ସ୍ପେଶାଲିଷ୍ଟି ଟି ନଟରାଜନ୍ ଅତ୍ୟନ୍ତ ଗରିବ ପରିବାର ରେ ତାଙ୍କର ଜନ୍ମ । ହେଲଲେ ତାଙ୍କର ଅସାଧାରଣ ପ୍ରତିଭା ତାଙ୍କୁ ନେଇ ପହଁ ଚାଇଛି ଟିମ୍ ଇଣ୍ଡିଆ ରେ ।

ତେବେ ସହଜ ନଥିଲା ଯାତ୍ରା ଅନେକ ସଂଘର୍ଷ କରିବାକୁ ପଡିଛି । ତାମିଲନାଡୁ ରେ ଅତି ସାଧାରଣ ପରିବାର ରେ ୨୯ ବର୍ଷୀୟ ଟି ନଟରାଜନ୍ ତାଙ୍କ ପୁରା ନାଁ ହଙ୍ଗରାଜ୍ ନଟରାଜନ୍ । ନଟରାଜନ୍ ଙ୍କୁ ପାଠ ବଢେଇବା ପାଇଁ ତାଙ୍କ୍ ବାପା ଷ୍ଟେସନ୍ ରେ କୁଲି କାମ କରୁଥିଲେ ଓ ଲୋକଙ୍କ ବୋଝ ବୁହାଉଥିଲେ ଆଉ ମା ରାସ୍ତା କଡ଼ରେ ଚିକେନ ବିକି ଘର ଚଳାନ୍ତି ।

ନିଜେ ଘରେ ଘରେ ବୁଲି ଖବର କାଗଜ ଓ କ୍ଷୀର ବିକୁଥିଲେ । ଅର୍ଥ ଅଭାବରୁ ଲେଦର୍ ବଲ ଠାରୁ ଦୂରରେ ରହୁଥିଲେ ନଟରାଜନ୍ ହେଲେ ଟେନିସ ବଲ ରେ ଖେଳୁ ଥିଲେ ମଧ୍ୟ ତାଙ୍କ ବୋଲିଙ୍ଗୀ ର ସ୍ପିଡି ଅନେକ ବ୍ୟାଟସ ମ୍ୟାନ ଙ୍କୁ ଚକିତ କରିଦେଉଥିଲା । ଲୋକାଲ ଟୁର୍ନା ମେଣ୍ଟ ରେ ଭଲ ବୋଲିଙ୍ଗୀ ୟୁକେଟ୍ ପାଇବା ପରେ ଅର୍ଥ ପୁରସ୍କାର ।

ସେହି ଲୋଭରେ କ୍ରିକେଟ ଖେଳ ଜାରି ରଖିଥିଲେ ଟି ନଟରାଜନ୍ ତେବେ ତାଙ୍କ ଟେନିସ ବଲ ଖେଳ ଦେଖି ଏତେ ପ୍ରଭାବିତ ହେଲେ ଯେ କ୍ରିକେଟର ଜୟପ୍ରକାଶ ତାଙ୍କୁ ଚେନ୍ନଇ ନେଇଯାଇଥିଲେ । ଆଉ ସେଠାରେ ସିଏ ଏକ ବଡ଼ କ୍ଳବ୍ ପାଇଁ କିର୍କେଟେ ଖେଳୁଥିଲେ । ଆଉ ସେଠୀ ବି ଜାରି ରଖିଥିଲେ ତାଙ୍କର ଚମତ୍କାର । ଆଉ ମିଳି ଗଲା ତାମିଲନାଡୁ ରଞ୍ଜି ଦଳରେ ସ୍ଥାନ ।

 

ବାସ ପଡିଆ ଭିତରେ ନିଜର ଆତ୍ମ ବିଶ୍ବାସ ବଢ଼ାଇଥିଲେ । ଆଉ ପଡିଆ ବାହାରେ ସେଲିବ୍ରେଟି ପାଲଟିଥିଲେ । ଦୂର ହୋବ କୁ ଲାଗିଲା ଦରିଦ୍ର । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *