ବନ୍ଧୁଗଣ ଆମ ଓଲିଉଡ ଜଗତରେ ବହୁତ ଫେମସ କଳାକାର ମାନେ ଅଛନ୍ତି ଯିଏ କି ତାଙ୍କର କଠିନ ପରିଶ୍ରମ ମାଧ୍ୟମରେ ଆଜି ଓଲିଉଡ ଜଗତରେ ପ୍ରବେଶ କରିଛନ୍ତି।ତେବେ ବନ୍ଧୁଗଣ 2020 ରେ ଲକ ଡାଉନ ହୋଇଥିବାରୁ କେତେକ କଳାକାର ତାଙ୍କର ବିବାହ ଘୁଞ୍ଚେଇ ଦେଇଥିଲେ ଏବେ 2021 ରେ ଏହି ମାନେ ବିବାହ କରିବାକୁ ଯାଉଛନ୍ତି।ତେବେ ଆସନ୍ତୁ ଜାଣିବା 2021 କେଉଁ କଳାକାର ମାନେ ବିବାହ କରିବାକୁ ଯାଉଛନ୍ତି।
ତେବେ ଆମର ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ରହିଛନ୍ତି କୁଆଁରୀ ବୋହୂ ସିରିଏଲ ରେ ଅଭିନୟ କରୁଥିବା ସାଇ।ତେବେ ସାଇ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।ତେବେ ସେ କିଛି ଦିନ ହେବ ନିଜ ଜିଏଫ ଙ୍କ ସହ ଅନେକ ଫୋଟ ପୋଷ୍ଟ କରୁଛନ୍ତି |ଏହାକୁ ଦେଖି ଅନୁମାନ କରାଯାଉଛି କି ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ଏହାପରେ ଦିତୀୟ ରେ ଆସୁଛନ୍ତି ଆଦି ।ତେବେ ଆପଣ ମାନେ ସମସ୍ତେ ଆଦି ଙ୍କୁ ତୁ ମୋ ଜୀବନ ସାଥି ସିରିଏଲ ରେ ନିସ୍ଚୟ ଦେଖିଥିବେ ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ଆଦି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ଆପଣ ମାନେ ସମସ୍ତେ ଲିପ୍ସା ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ ଲିପ୍ସା ତୋ ଅଗଣାର ତୁଳସୀ ମୁଁ ସିରିଏଲ ରେ ଜବରଦସ୍ତ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛନ୍ତି।ତେବେ ଲିପ୍ସା ତାଙ୍କ କ୍ୟାରିଅର ଆଲବମ ରୁ ଆରମ୍ଭ କରିଥିଲେ ସେ ବହୁତ ଗୁଡିଏ ହିଟ ଆଲବମ କରିଛନ୍ତି।ତେବେ ସେ ଏବେ ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରୁଛନ୍ତି।ତେବେ ଲିପ୍ସା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ଆପଣ ମାନେ ଶ୍ରଦ୍ଧା ଙ୍କୁ ନିସ୍ଚୟ ଜାଣିଥିବେ ସେ କୁଆଁରୀ ବୋହୁ ସିରିଏଲ ରେ ଜବରଦସ୍ତ ଅଭିନୟ କରି ସାରା ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ତେବେ ଏହି ସିରିଏଲ ମାଧ୍ୟମରେ ସେ ବହୁତ ଫେମସ ମଧ୍ୟ ହୋଇପାରିଛନ୍ତି। ଶ୍ରଦ୍ଧା ତାଙ୍କ ବୟଫ୍ରେଣ୍ଡଙ୍କ ସହ ଅନେକ ଫୋଟ ପୋଷ୍ଟ କରୁଛନ୍ତି ଏହାକୁ ଦେଖି ଅନୁମାନ କରାଯାଉଛି କି ସେ ଖୁବ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ