ବନ୍ଧୁଗଣ ପ୍ରକୃତି ର ନିୟମ ଅନୁସାରେ ନଖ ଓ ବାଳ ବଢ଼ିବା ଏକ ସାଧାରଣ ବିଷୟ ଅଟେ । ଏହା ଦେହ କୁ ସୁନ୍ଦର ର ଦେଇଥାଏ। ପ୍ରତେକ ମଣିଷ ସମୟ ଓ ସମୟ ରେ ବାଳ ଓ ନଖ କାଟିଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିନ କାଟିବା ଶୁଭ ଓ କେଉଁ ଦିନ କାଟିବା ଅଶୁଭ ସେଇବିଷୟ ବର୍ଣ୍ଣନା କରାଯାଇଅଛି । ତେଣୁ ଯଦି ଉଚିତ୍ ଦିନ ରେ ଏହା କଟା ନଜୟେ ତେବେ ଏହା ଆମ ଜୀବନ ଉପରେ ବୋହୁତ ପ୍ରକାର ର ଅଶୁଭ ପ୍ରଭାବ ପକାଇଥଏ।
ଯାହା ପ୍ରଭାବ ରେ ମଣିଷ ଜୀବନ ରେ ଧନ ହାନି ଜନିତ ଅନେକ ସମସ୍ୟା ଏବଂ ଅସୁବିଧା ଲାଗିରହିଥାଏ | ସୋମବାର ଦିନ ଭୁଲ ରେ ବି ବାଳ ଓ ନଖ କାଟିବା ଭୁଲ ରେ ବି ଉଚିତ ନୁହେଁ। କାରଣ ସୋମବାର ଦିନ ନଖ ଓ ବାଳ କାଟିବା ଦ୍ଵାରା ମାନସିକ ଦୁର୍ବଳତା ବଢ଼ିଥାଏ।ସୋମବାର ଭଗବାନ ଶିବଙ୍କ ଅତି ପ୍ରିୟ ଦିନ ଅଟେ।
ତେଣୁ ଏହିଦିନ ନଖ ଓବଳ କାଟିବା ଦ୍ଵାରା ଭଗବାନ ସିବ କୋପ କରିଥାନ୍ତି ।ତେଣୁ କେବେ ହେଲା ବି ସୋମବାର ଦିନ ନଖ ଓ ବାଳ କାଟନ୍ତୁ ନାହିଁ। ମଙ୍ଗଳବାର ସେଦିନ ନଖ ଓ ବାଳ କାଟିବା ବୋହୁତ ଅଶୁଭ ହୋଇଥାଏ। ଏହା ଦ୍ଵାରା ଶାରୀରିକ ସମସ୍ୟା ଲାଗିରହିଥିବା ଏଥି ସହିତ ଆୟୁଷ ମଧ୍ୟ କମ ହୋଇଥାଏ। ଏବଂ ଜାତକ ରେ ମଙ୍ଗଳ ଗ୍ରହ ର ଖରାପ ପ୍ରଭାବ ପଡିଥାଏ।
ତେଣୁ ଭୁଲ ରେ ବି ମଙ୍ଗଳବାର ଦିନ ବାଳ ଓ ନଖ କାଟନ୍ତୁ ନାହିଁ। ବୁଧବାର ଦିନ ଟି ବାଳ ଓ ନଖ କଟିବାକୁ ଭଲ ଦିନ ବୋଲି କୁହାଯାଏ। ଏହି ଦିନ ଆପଣ ମାନେ ବାଳ ଓ ନଖ କରିପାରିବେ । ଗୁରୁବାର ଦିନ ବାଳ କାଟିବା ଜମା ରୁ ବି ଉଚିତ୍ ନୁହେଁ । ଏଥି ଦ୍ଵାରା ମାତା ଲକ୍ଷ୍ମୀ ଙ୍କର କୋପ ଦୃଷ୍ଟି ଆପଣଙ୍କ ଘର ଓ ପରିବାର ଉପରେ ପଡ଼ିଥାଏ।ଏଥି ସହିତ ଘର ମଧ୍ୟ ରେ ଧନ ର ଅଭାବ ଦେଖା ଦେଇଥାଏ।
ତେଣୁ ଭୁଲ ରେ ବି ଗୁରୁବାର ଦିନ ବାଳ ଓ ନଖ କାଟନ୍ତୁ ନାହିଁ। ଶୁକ୍ରବାର ଦିନଟି ଶୁକ୍ର ଗ୍ରହ ଦ୍ଵାରା ପ୍ରଭାବିତ ହୋଇଥାଏ। ତେଣୁ ଏହି ଦିନ ଟି ନଖ ଓ ବାଳ କାଟିବାକୁ ଶୁଭ ବୋଲି ମାନାଯାଏ । କାରଣ ଏହି ଦିନ ବାଳ କାଟିଲେ ଧନ ଲାଭ ମଧ୍ୟ ହୋଇଥାଏ। କିନ୍ତୁ ଯଦି ଆପଣ ଘର ର ବଡ଼ ପୁଅ ଅଟନ୍ତି ତେବେ ଆପଣ ଶୁକ୍ରବାର ଦିନ କେବେ ହେଲେ ନଖ ଓ ବାଳ କାଟନ୍ତୁ ନାହିଁ।
ଶନିବାର ଦିନ ସବୁଠାରୁ ଅଶୁଭ ଦିନ ବୋଲି କୁହାଯାଏ।କାରଣ ଏହି ଦିନ ବାଳ କାଟିଲେ ମୃତୁ ର କାରଣ ବୋଲି କୁହା ଯାଇଥାଏ ।ତେଣୁ ଆପଣ ମାନେ କେବେ ହେଲେ ଶନିବାର ଦିନ ନଖ ଓ ବାଳ କାଟନ୍ତୁ ନାହିଁ।ରବିବାର ଦିନ ନଖ ଓ ବାଳ କାଟିବା କୁ ସବୁଠାରୁ ଭଲ ଦିନ ବୋଲି ମନାଯାଏ।
ଏହି ଦିନ ଟି ଶାନ୍ତି ଦିନ ସହିତ ସୂର୍ଯ୍ୟ ଙ୍କ ଅତି ପ୍ରିୟ ଦିନ ଅଟେ ।ତେଣୁ ଏହି ଦିନ ନଖ ଓ ବାଳ କାଟିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ। ତେଣୁ ବନ୍ଧୁ ଗଣ ଆପଣ ମାନେ ସୋମବାର, ମଙ୍ଗଳବାର,ଗୁରୁବାର ଓ ଶନିବାର ଦିନ ଭୁଲ ରେ ବି ନଖ ଓ ବାଳ କାଟନ୍ତୁ ନାହିଁ | କିନ୍ତୁ ଅକାଳେ ନିୟମ ନିଷ୍ଠା ଅନୁସାରେ ଏହି ଦିନ ଆପଣ ମାନେ ନଖ ଓ ବାଳ କରିପାରିବେ।