Breaking News

ଏହି କାରଣ ପାଇଁ ସିରିଏଲ ଛାଡିଲେ ବଡ଼ ବଡ଼ କଳାକାର ମାନେ

ଦର୍ଶକବନ୍ଧୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସବୁ ଓଡ଼ିଆ ସିରିଏଲ ଆପଣ ନିଶ୍ଚିତ ଭାବରେ ଦେଖୁଥିବେ ଆପଣ ମାନେ କିଛି ଦିନହେବ ଦେଖିବା ପାଇଁ ପାଉଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକର ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ମାନେ ସିରିଏଲ ଛାଡୁଛନ୍ତି | ତାହାଲେ ଆପଣ ମାନେ ଜାଣିନଥିବେ ଏହି କଳାକାର ମାନେ ସିରିଏଲ ସବୁ ଛାଡ଼ୁଛନ୍ତି କାହିଁକି |

ପ୍ରଥମ ନମ୍ବର ରେ ଆସୁଛନ୍ତି ଝିଅ ଆମ ନୂଆ ବୋହୂ ସିରିଏଲର ଅଭିନେତ୍ରୀ ଆସୁ | ଆସୁଙ୍କର ପ୍ରକୃତ ନାମ ହେଉଛି ଶୀତଳ ପଟନାୟକ ଶୀତଲଙ୍କର ପାଠ ପଢ଼ାରେ ବାଧା ସୃଷ୍ଟି ହୋଇଥିବାରୁ ଝିଅ ଆମର ନୂଆ ବୋହୂ ସିରିଏଲ ଟିକୁ ଛାଡି ଦେଇଥିଲେ |

ଦୁତୀୟ ରେ ଆସୁଛନ୍ତି କାମ୍ୟା | କାମ୍ୟାଙ୍କୁ ଆପଣ ସିନ୍ଦୁର ଅଧିକାର ସିରିଏଲରେ ଜବରଦସ୍ତ ଅଭିନୟ କରୁଥିବାର ନିଚୟ ଦେଖିଥିବେ | କାମ୍ୟ ଏହି ସିରିଏଲ ଟିକୁ ଛାଡିବାର ମୁଖ୍ୟ କାରଣ ହେଉଛି ତାଙ୍କୁ ନେଇ ଆଗାମୀ ଦିନ ମାନଙ୍କରେ ନୂଆ ଓଡ଼ିଆ ଫିଲ୍ମି ଆସିବାକୁ ଯାଉଛି ସେ ସୁଟିଙ୍ଗ ସେଟ ରେ ବେସ୍ତ ଥିବାରୁ ଏହି ସିରିଏଲ ଟିକି ଛାଡିଦେଇଥିଲେ |

ତୃତୀୟ ରେ ଆସୁଛନ୍ତି ଝିଅ ଆମର ନୂଆ ବୋହୂ ସିରିଏଲ ରେ ଆସୁଛନ୍ତି ଲୋପା ମୁଦ୍ରାଙ୍କୁ ଆପଣ ମାନେ ଏହି ସିରିଏଲ ରେ ପୂଜାଙ୍କ ବଡ଼ ମା କ୍ୟାରେଟର ରେ ଅଭିନୟ କରୁଥିବାର ଆପଣ ଦେଖୁଥିବେ ଲୋପା ମୁଦ୍ରଙ୍କୁ ନିଜର ପାରିଶ୍ରମିକ କମ ମିଳୁଥିବାରୁ ଏହି ସିରିଏଲ ଟିକୁ ସେ ଛାଡ଼ି ଦେଇଥିଲେ |

ଚତୁର୍ଥ ରେ ଆସୁଛନ୍ତି ଝିଅ ଆମର ନୂଆ ବୋହୂ ସିରିଏଲର ହିରୋ ସିଦି | ସିଦି ଏହି ସିରିଏଲ ଟିକୁ ଛାଡି ଦେଇଥିଲେ ସେ ତାଙ୍କର ବେକ୍ତି ଗତ କାରଣ ଦଶ୍ରଇ ଛାଡି ଦେଇଥିଲେ |

ଏହା ପରେ ପାଞ୍ଚ ନମ୍ବର ରେ ଆସୁଛନ୍ତି ସିନ୍ଦୂର ର ଅଧିକାର ସିରିଏଲ ଇତି | ଇତିଙ୍କୁ ଆପଣ ବହୁତ ଭଲ ଭାବରେ ଜାଣିଥିବେ ଏଠି ସିନ୍ଦୁର ର ଅଧିକାର ସିରିଏଲ ରେ ଖୁବୁ ସୁନ୍ଦର ଅଭିନୟ କରୁଥିଲେ ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ମାତ୍ରରେ ପସନ୍ଦ କରୁଥିଲେ ଏଥିରେ ଇତି ଏବଂ ଆରାଧ୍ୟ ଇଙ୍କା ଯୋଡିକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇଥିଲେ ଇତିଙ୍କ ସୁସ୍ଥ ଅବସ୍ତା ଖରାପ କାରଣରୁ ଏହି ସିରିଏଲ ଟିକୁ ଛାଡି ଦେଇଥିଲେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.