Breaking News

ଏହି ବଡ଼ କାରଣ ପାଇଁ ଝିଅ ଆମର ନୂଆବୋହୂ ସିରିଏଲ ଛାଡିଲେ ଶିବ

ନମସ୍କାର ବନ୍ଧୁଗଣ ଆପଣମାନେ ପ୍ରେତ୍ୟେକ ଦିନ ଝିଅ ଆମର ନୂଆ ବୋହୁ ସିରିଏଲ ତ ନିଶ୍ଚିତ ଭାବରେ ଦେଖୁଥିବେ ଓ ସେହି ସିରିଏଲ କୁ ପସନ୍ଦ ମଧ୍ୟ କରୁଥିବେ ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଝିଅ ଆମର ନୂଆ ବୋହୁ ସିରିଏଲ ର ଫ୍ୟାନ୍ସ ମାନଙ୍କ ପାଇଁ ଆସିଛି ଗୋଟେ ବଡ଼ ଦୁଃଖ ଖବର ତେବେ କଣ ରହିଛି ଦୁଃଖ ଖବର ଆସନ୍ତୁ ଜାଣିବା |

ତେବେ ଦର୍ଶକବନ୍ଧୁ ଝିଅ ଆମର ନୂଆ ବୋହୁ ସିରିଏଲ ଆସିବା ମାତ୍ରେ ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥିଲା ପୂଜା ଓ ଶିବଙ୍କ ଜବରଦସ୍ତ ଅଭିନୟ କାରଣରୁ ଏହି ସିରିଏଲ ଟି ବହୁତ ଲୋକପ୍ରିୟତା ହାସଲ କରିଥିଲା ଯେଉଁ କାରଣରୁ ସେ ସିରିଏଲ ସାରା ଓଡ଼ିଶାରେ ବେଶ ଲୋକପ୍ରିୟତା ହାସଲ କରିପାରିଥିଲା |

ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ ସିନ୍ଦୁରର ଅଧିକାର ସିରିଏଲ ର ଜବରଦସ୍ତ ଅଭିନେତା ଅଭିଜିତ ଦାସ ତଥା ଶିବ ଏହି ସିରିଏଲ କୁ ଛାଡି ଦେଇଛନ୍ତି ତେବେ ବନ୍ଧୁଗଣ ଆପଣମାନେ ଏହି ସିରିଏଲ ରେ ଶିବଙ୍କ ଜବରଦସ୍ତ ଅଭିନୟ ଆପଣମାନେ ଏହି ସିରିଏଲ ରେ ଦେଖିସାରିଥିବେ ତାଙ୍କର ଜବରଦସ୍ତ ଅଭିନୟ କୁ ସାରା ଓଡ଼ିଶାର ଦର୍ଶକମାନେ ବେଶ ପସନ୍ଦ ମଧ୍ୟ କରୁଛି |

ତେବେ ବନ୍ଧୁଗଣ ସେ କଣ ପାଇଁ ଏହି ସିରିଏଲ ଛାଡିଛନ୍ତି ତାହା ଏପର୍ଯ୍ୟନ୍ତ କିଛି ଜଣାପଡି ନାହିଁ କିନ୍ତୁ ତାଙ୍କର ଏଭଳି ସିରିଏଲ ଛାଡିବା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଦୁଃଖ ର କାରଣ ବନିଛି ତେବେ ଦର୍ଶକବନ୍ଧୁ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.