Breaking News

ଏହି ଅଭିନେତ୍ରୀ ଙ୍କୁ ବିବାହ କରିବେ ବରୁଣ ଧାବନ !

ନମସ୍କାର ବନ୍ଧୁଗଣ, ଯେପରିକି ଆପଣ ମାନେ ଜାଣିଥିବେ ବଲିଉଡ୍ ଜଗତରେ ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ ତାଙ୍କ ବିବାହର ନିମନ୍ତ୍ରଣ ପତ୍ର ତାଙ୍କ ପରିବାର ବର୍ଗ ଏବଂ ସବୁ ବନ୍ଧୁମାନଙ୍କୁ ଦିଆସରିଛି। ସୂଚନା ମୁତାବକ, ବରୁଣ ଅଲିବାଗରେ ୨୦୦ ଲୋକମାନଙ୍କ ପାଇଁ ଏକ ହୋଟେଲ ବୁକ୍ କରିଥିଲେ, ଯେଉଁଠାରେ ସମ୍ପୂର୍ଣ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ। ଦୁଇଜଣ ଆସନ୍ତା ଜାନୁଆରୀ ୨୪ ତାରିଖରେ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି ଏବଂ ଜାନୁଆରୀ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିବାହର ସମସ୍ତ ରୀତିନୀତି ହେବ।


ସେପଟେ ବରୁଣ ଙ୍କର ସମସ୍ତ ବନ୍ଧୁ ମାନେ ତାଙ୍କର ଏହି ବିବାହ କୁ ନେଇ ବହୁତ ଖୁସି ଅଛନ୍ତି ଏବଂ ସେମାନଙ୍କୁ ତାଙ୍କ ବାହା ଘର ପାଇଁ ନିମନ୍ତ୍ରଣ ମଧ୍ୟ ମିଳି ସାରିଛି |ଡେବିଟ୍ ଧୱନଙ୍କ ପୁଅ ବରୁଣ ଧୱନଙ୍କ ବିବାହ ଧୁମଧାମରେ ହେବାକୁ ଯାଉଛି। ଏହି ବିବାହ ପଞ୍ଜାବ ରୀତିନୀତିରେ କରାଯିବ।
ଡେବିଟ୍ ଧୱନଙ୍କୁ ଯେତେବେଳେ ବରୁଣଙ୍କ ବିବାହ ସମ୍ପର୍କରେ ପଚରା ଯାଇଥିଲା ତାଙ୍କ ପାଖରୁ କିଛି ଉତ୍ତର ମିଳି ନଥିଲା। ତାଙ୍କ ପରେ ବରୁଣଙ୍କ ଅଙ୍କଲ ଅନିଲ ଧୱନଙ୍କୁ ପଚରାଯିବାରୁ ସେ କହିଥିଲେ, ‘ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଦୁଇଜଣ ଏଇ ମାସରେ ବିବାହ କରୁଛନ୍ତି ? ମତେ ଏ ପର୍ଯ୍ୟନ୍ତ ଜଣା ନାହିଁ। କ’ଣ ସେ ମୋତେ ଶେଷ ସମୟରେ ନିମନ୍ତ୍ରଣ ଦେବେ ? ଏହାକୁ ଗୁପ୍ତ ରଖିଛନ୍ତି।’


ଅନିଲ ଧୱନ କହିଛନ୍ତି , ‘ଏହି କାହାଣୀ ଅନେକ ଦିନ ଧରି ହେଡଲାଇନ୍ ରେ ରହିଛି। ପୂର୍ବ ବର୍ଷ କୁହାଯାଉଥିଲା ଦୁଇଜଣ ମେ ମାସରେ ବିବାହ କରୁଛନ୍ତି। ଯାହାବି ହେଉ, ପରିବାରର ସମସ୍ତ ସଦସ୍ୟ ତାଙ୍କୁ ବିବାହ କରିବାକୁ କହୁଛନ୍ତି। ମୋ ମତରେ ବିବାହ ଏକ ଏମିତି ନୀତି ଯାହାକୁ ଉପଯୁକ୍ତ ସମୟରେ କରିବା ଉଚିତ୍। ଏହାକୁ ଅଟକାଇବା ରଖିବା କିଛି ଜରୁରୀ ନୁହେଁ। ଉଚିତ୍ ସମୟରେ କର ନଚେତ୍ କର ନାହିଁ।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *