Breaking News

ଏହି ଅଭିନେତ୍ରୀ ମାନଙ୍କର ଡାକ ନାମ ଜାଣିଲେ ଆପଣ ହସି ହସି ଗଡ଼ିଯିବେ ?

ଆପଣମାନେ ଓଡ଼ିଆ ସିନେମା ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଆପଣମାନେ ଜାଣିଛନ୍ତି କି ଓ଼ଡିଆ ସିନେମାରେ ଅଭିନୟ କରୁଥିବା ହେରୋଇନ ମାନଙ୍କର ଡାକ ନାମ କଣ ଯଦି ଜାଣିନହାନୀ ତେବେ ଏହି ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ |

ଝିଲିକ – ଦର୍ଶକବନ୍ଧୁ ଆପଣମାନେତ ଝୀଲକ ଭଟାଆଚାର୍ଯ୍ୟଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି | ଝୀଲକ ଭଟାଆଚାର୍ଯ୍ୟଙ୍କ ଡାକନାଁ ହେଉଛି ଟୁଲିଆ |

ରିୟା – ରିୟାଙ୍କୁ ତ ଆପଣମାନେ ବେଶଭଲଭବରେ ଜାଣିଥିବେ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଓ ଅଭିନୟରେ ବେଶ ଲୋକପ୍ରିୟତା ହସଲାକରିଛନ୍ତି | ତେବେ ରିୟାଙ୍କ ଡାକ ନାମ ହେଉଛି ସୋନାଲି |

ସୁରୀୟମଇ – ଆପଣମାନେତ ସୁରୀୟମଇ ମହାପାତ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତାଙ୍କର ଜବରଦସ୍ତ ଅଭିନୟ ସିନେମାରେ ଆପଣମାନେ ଦେଖିଥିବେ | ତେବେ ତାଙ୍କ ଡେକନାମ ହେଲା ସ୍ୱଇଟି |

ଶିବାନୀ – ଅପଣଂନେତା ଶିବାନୀ ସଂଗୀତା ସେ ତାଙ୍କର କ୍ୟାରିୟରର ଛୋଟବେଳୁ ଗଢ଼ିଛନ୍ତି ଆଉ ତାଙ୍କର ଜବରଦସ୍ତ ଅଭିନୟରେ ସେ ଲୋକପ୍ରିୟତା ହାସଲ କରିଛନ୍ତି | ତେବେ ତାଙ୍କର ଡାକ ନାମ ହେଲା ନିକି |

ଭୂମିକା – ତେବେ ଦର୍ଶକବନ୍ଧୁ ଆପଣମାନଙ୍କର ଅତି ପ୍ରିୟ ଅଭିନେତ୍ରୀ ଭୂମିକା ଦାସ ସେ ତାଙ୍କର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କୁ ହୃଦୟ ଜିତି ପାରିଛନ୍ତି | ତେବେ ତାଙ୍କର ଡାକ ନାମ ହେଲା ଭୂମି |

ଏଲିନା – ତେବେ ଏଲିନା ସାମନ୍ତରାୟଙ୍କୁ ଆପଣମାନେ ବହୁତସର ସିନେମାରେ ଜବରଦସ୍ତ ଅଭିନୟ କରୁଥିବାର ଦେଖିଥିବେ ସେ ତାଙ୍କର କ୍ୟାରିୟରର କିୟହେବମ ହେରୋଇ଼ନ ରୁ ଆରମ୍ଭ କରିଥିଲେ | ତେବେ ତାଙ୍କର ଡାକ ନାମ ହେଉଛି ଏଲି |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.