Breaking News

ଏହି ୯ଟି କଥା ଆପଣ କେବେବି ପିଲାକୁ କୁହନ୍ତୁ ନାହିଁ !

ଦର୍ଶକବନ୍ଧୁ ଏହି ପିଲାମାନଙ୍କୁ ଏହି 9ଟି କଥା କୁହନ୍ତୁ ନାହିଁ | ଯେଉଁ ପିଲାଙ୍କ ଭିତରେ ନଥାଏ ସେ କୌଣସି ନୂଆ ଦିନିଷ କରିବାକୁ ପଛ ଘୁଞ୍ଚା ଦେଇଥାନ୍ତି ତାଙ୍କୁ ଅସଫଳ ହେବାରେ ଡର ରହିଥାଏ ସେ ବଡ଼ ମଧ୍ୟ ଅନ୍ୟ ପିଲାଙ୍କ ପଛରେ ରହିଯାଏ ଗୋଟିଏ ଅଭିଭାବକ ଭାବେ ଜଣେ ଛୁଆକୁ ସବୁବେଳେ ସଫଟ କରିବା ଉଚିତି ତାଙ୍କୁ ପ୍ରତେକ କାର୍ଯ୍ୟ ପାଇଁ ପ୍ରୋଚାନ୍ୟ ଉଚିତି କିଛି କଥା ଯାହା ଛୁଆଙ୍କୁ କହିବା ଉଛୁତି ନୁହେଁ କାରଣ ଏମିତି କଥା ତାଙ୍କର ଆତ୍ମ ବିଶ୍ୱାସକୁ ଦୃର୍ବଲ କରିଦିଏ |

ପ୍ରଥମ ଝିଅ ହଉ ପୁଅ ଏମିତି କରିବା ନୁହେଁ ଜଣେ ପିଲା ଏକ ସରଳ ପିଲା ଅଟେ ସେ ଝିଅ ହୁଅ ନ ପୁଅ ନା କାହିଁକି ତାଙ୍କୁ ଜେଣ୍ଡର ରୁଲ ଶିକାନ୍ତୁ ନାହିଁ ତାଙ୍କୁ ଯାହା କରିବା ପସନ୍ଦ କରିବାକୁ ଦିଅନ୍ତୁ ସେ ଯେଉଁ କଥା ଜାଣିବାକୁ ଚାହଁ ଛନ୍ତି ତାଙ୍କୁ ଜାଣିବାକୁ ଦିଅନ୍ତୁ ଉଧାରଣ ସ୍ୱରୂପ ଆପଣଙ୍କ ପୁଅ ରୋଷେଇ ଘରେ ରୁଟି ବନାଇ ବାକୁ ଚାହୁଁଛନ୍ତି ସେଠାରେ କହିବାର ଆବଶକ୍ୟ ନାହିଁ ପୁଅ ମାନେ ରୁଟି ବନାନ୍ତୁ ନାହିଁ ଓଲଟା ତାକୁ ରୁଟି ବନେଇବା ଶିକାନ୍ତୁ ଯେମିତି ପିଲା ବେଳୁ ତା ମନରେ ପୁଅ ହେବାର ଦମ୍ଭନ ଭାରି ଯାଉ |

ମୋ ସହ କଥା ହେବୁନି ନିଜ ପିଲା ମାନେ ସବୁ ବେଳେ କଥା ହେବାର ମାର୍ଗ ଖୋଲା ରଖନ୍ତୁ ତାଙ୍କୁ କେବେ କଥା ନହେବା ଝଗଡା କାରିବ ଶିକାନ୍ତୁ ନାହିଁ ସେମାନଙ୍କୁ ପ୍ରଶ୍ନ ପଚାରିଵା ଜ୍ଞାନ ସବୁବେଳେ ଦିଅନ୍ତୁ | ତାଙ୍କୁ କହିବାକୁ ଦିଅନ୍ତୁ ଯେତିକି ବିଭିନ୍ନ କଥା ଉପରେ ପ୍ରକାଶ କରିବାକୁ ଦିଅନ୍ତୁ ଯେମିତି ସେ କଣ ଚାହୁଁଛନ୍ତି କଣ ଭାବୁଛନ୍ତି |

ପିଲାଙ୍କ ଆଗରେ ଏହି ସାହସ ବଢ଼ାନ୍ତୁ ଯେ ସବୁବେଳେ ସତ କହିବ | ସିଧା କିଛି କୁହନ୍ତୁ ନାହିଁ ଛୋଟ ପିଲାଙ୍କୁ କେବେ ସିଧା କଥା କୁହନ୍ତୁ ନାହିଁ ଓ ସେ ନିଜର ଉପରେ ବିଶ୍ୱାସ ହରାଇ ବସନ୍ତି ଯଦି ଆପଣ ପିଲାଙ୍କର କୌଣସି କଥା ଠିକୀ ନଳାଗେ ତେବେ ତାଙ୍କୁ କିଛି ଅଲଗା ପ୍ରକାର ବୁଝାନ୍ତୁ ଯେମିତି ସେ ରାଗିକି ନକହି ଭଲସେ ବୁଝେଇ କୁହନ୍ତୁ |

ପିଲା ଆପଣଙ୍କୁ ଚିଡାଉ ଛନ୍ତି ସେଇଠାରେ କୁହନ୍ତୁ ନାହିଁ ମତେ ଏକା ଛାଡି ଦେ ଏହା ଦ୍ୱାରା ପିଲାର କୋମଳ ଜୀବନରେ ପ୍ରଵାଭିତ ପଡିଥାଏ ତାକୁ ଲାଗିବ କି ଆପଣ ତାଙ୍କୁ ଭଲ ପାଉ ନାହାନ୍ତି | ତୁମେ ଜଣେ ବଡ ପୁଅ ଏବଂ ଝିଅ ନିଜ ପିଲା ବିଷୟରେ କେବେ ନକାରାତ୍ମକ କଥା କୁହନ୍ତୁ ନାହିଁ ଏହା ଦ୍ୱାରା ପିଲାଙ୍କର ଆତ୍ମ ବିଶ୍ୱାସ କମ ହୋଇଥାଏ ପିଲା ସରଳ ଅଟନ୍ତି ସବୁ ବିଷୟରେ ଭଲ କହିଥାନ୍ତି ତାଙ୍କୁ ଭୁଲୁରେ ବୁଝାନ୍ତୁ ଏମିତି କାମ କରିବା ଦ୍ୱାରା ଅନ୍ୟ ଖରାପ ଲାଗିପାରେ ତାଙ୍କୁ ସବୁବେଳ କୁହନ୍ତୁ ଦୁନିଆର ସବୁଠାରୁ ଭଲ ପିଲା ସେଥିପାଇଁ ଅନ୍ୟକୁ ଦୁଃଖ ପହଞ୍ଚେଇ ବାର କାରଣ କେବେବି କରିବା ନାହିଁ |

About odisha news

Check Also

ଏହି ଡ଼ିସେମ୍ବର ମାସ ଆରମ୍ଭରୁ ଏହି ରାଶି ମାନଙ୍କୁ ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ ଆପଣଙ୍କ Rasi ଅଛିକି !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ସେହି ରାଶି ମାନକର ବିଷୟରେ ଯାହା ର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ …

Leave a Reply

Your email address will not be published.