Breaking News

ଏହି ୬ଟି କାରଣପାଁଇ ଅଧିକ ବୟସର ପୁଅକୁ ପସନ୍ଦ କରନ୍ତି କମ ବୟସର ଝିଅମାନେ I

ଦର୍ଶକବନ୍ଧୁ ପ୍ରେମ ରେ ଝିଅ ବୟସ ଠାରୁ ପୁଅ ର ବୟସ ଅଧିକ ହେଲେ କଣ ଫାଇଦା ହୁଏ । ତେବେ ଆସନ୍ତୁ ଏହି ବିଷୟ ରେ ଆମେ ଆପଣ ମାନଙ୍କକୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ପ୍ରଥଣେ ହେଲା ସଂମ୍ପର୍କ ରେ କମ ଝଗଡା ହେବା ପ୍ରେମ ରେ କେହି ବୟସ ଦେଖନ୍ତି ନାହିଁ ହେଲେ ବିବାହ ରେ ବୟସ ଦେଖନ୍ତି । କମ୍ ବୟସ ର ଝିଅ ମାନଙ୍କ ଠାରୁ ଅଧିକ ବୟସ ର ପୁଅ ମାନେ ବହୁତ ସମଝୋ ଦାର ହୋଇ ଥାନ୍ତି |

ସେମାନେ ନିଜର ପାର୍ଟନର ଙ୍କ ମନ ର କଥା କୁ ସବୁ ବେଳେ ବୁଝି ପାରି ଥାନ୍ତି ତେବେ ସେମାନେ ସେହିଥି ପାଇଁ ନିଜର ପାର୍ଟନର ଙ୍କ ସହିତ ଝଗଡା କମ୍ ହୋଇ ଥାଏ । ଯଦି କେବେ ବି କୈଣସି କାରଣ ରୁ ଝଗଡା ହୁଏ ତେବେ ସମାଧାନ ର ବାଟ ଏମାନେ ଖୋଜନ୍ତୁ ଝଗଡା କୁ କେବେ ଏମାନେ ଆଗକୁ ବଢିବା ପାଇଁ ଦିଅନ୍ତୁ ନାହିଁ । ଦୁଇ ନମ୍ବର ହେଲା କମ୍ ବୟସ ର ପୁଅ ବା ସମାନ ବୟସ ର ପୁଅ ମାନେ ଝିଅ ମାନଙ୍କ ପାଇଁ ସିକ୍ୱିୟର ନୁହଁନ୍ତି ।

ଏହି ପରି ପୁଅ ମାନେ ନିଜ ଗାର୍ଲଫ୍ରେଣ୍ଡ କୁ ଟିକେ ଟିକେ କଥା ରେ ସନ୍ଧେହ କରି ଥାନ୍ତି । ସେମାନେ ଭାବନ୍ତି କି ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ଛାଡି ଜାଇ ପାରେ ବା ଅନ୍ୟ କାହା ପ୍ରେମ ରେ ପଡି ପାରେ ତେଣୁ ସେମାନେ ଝିଅ କୁ ଅଧିକ କୋଣ୍ଟ୍ରୋଲ ରେ ରଖିିବା ପାଇଁ ଚେଷ୍ଟା କରନ୍ତି ।

ଏବଂ ସେଷରେ ତାଙ୍କୁ ହରାଇ ବସନ୍ତି ହେଲେ କେବେ ଏମିତି କାମ ଝିଅ ମାନଙ୍କ ଠାରୁ ଅଧିକ ବୟସ ର ପୁଅ ମାନେ କରି ନ ଥାନ୍ତି । ଏମାନେ ଏହି ପରି ସମସ୍ୟା ରେ ପୂର୍ବ ରୁ ହିଁ ପଡି ଥାନ୍ତି ତେବେ ଏମାନ ଙ୍କୁ କିଛି ବି ଅସୁବିଧା ହୋଇ ନ ଥାଏ । ଏବଂ ଏହି ଅଅଧଧିକ ବୟସ ର ପୁଅ ମାନେ ସବୁ ବେଳେ ନିଜର ପାର୍ଟନର ଙ୍କୁ ନେଇ ସ୍ପଷ୍ଟ ବାଦିତା ହୋଇ ଥାନ୍ତି ।

ସେମାନେ ସବୁ ବେଳେ ନିଜର ପାର୍ଟନର ଙ୍କ ମନ କଥା କୁ ଆଗରୁ ହିଁ ବୁଝି ଥାନ୍ତି ଏବଂ ସଂମ୍ପର୍ଣ୍ଣ ଭାବେ କ୍ଲାରି ଫାଇ ସେମାନେ ରହି ଥାନ୍ତି । ହେଲେ ଛୋଟ ବୟସ ର ପୁଅ ମାନେ ନିଜର ପରିବାର କୁ ଭୁଲି ସାଙ୍ଗ ସାଥି ମେଳ ରେ ମୈଉଜ୍ କରିବାରେ ଲାଗି ଜାଇ ଥାନ୍ତି । ତେବେ ପରେ ସେମାନଙ୍କୁ ହିଁ ଅସୁବିଧା ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.