Breaking News

ଏହି 6 ଟି ରାଶିର ଖୋଲିଲା ଭାଗ୍ୟ ଏମାନେ ହେଲେ ଆଜିଠାରୁ ମାଲାମାଲ …

ଦର୍ଶକବନ୍ଧୁ ଆଜି ରାତି ଠାରୁ ସବୁ କଷ୍ଟ ଦୂରକରିବେ ପ୍ରଭୁ ମହାଦେବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥ ଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନେ ମାନିଥାଉ ମହାଦେବ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥାଏ | ଦର୍ଶକବନ୍ଧୁ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ ହୁଅନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷା କରିଥାନ୍ତି ଭଗବାନ ଭୋଳାନାଥ ମଧ୍ୟ ଶୋଭାବରେ ଭୋଳ ଅଟନ୍ତି ତାଙ୍କୁ ପର୍ସନ କରିବା ଅତି ସହଜ ହୋଇଥାଏ |

ଏହା ମଧ୍ୟ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶି ଉପରେ ପର୍ସନ ହୋଇଛନ୍ତି ମହାଦେବ ତାଙ୍କର ଭକ୍ତିରେ ଏବେ ଖୁସି ହେଇସାରିଛନ୍ତି ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମଲା ମାଲ ହେବାକୁ ଯାଉଛନ୍ତି ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବୁ ଶୀଘ୍ର ଆସିବାକୁ ଯାଉଛି |

ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ହେଉନଥିବା କାର୍ଯ୍ୟ ଏବେ ସେ ସବୁ ପୁରଣ ହେବାରେ ଲାଗିବ | ଆପଣଙ୍କ ଜୀବନରେ ଆସୁଥିବା ସବୁ ଅସୁବିଦା ଏବେ ସେ ସବୁ ମଧ୍ୟ ଦୂର ହୋଇଯିବ ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ |

ସମାଜରେ ଆପଣଙ୍କୁ ଲୋକ ମାନେ ମାନସନମାନ ଦେବେ | ବେପାର ବାଣିଜ୍ୟ ରେ ଦୁଇଗୁଣ ଜୋରରେ ଆଗକୁ ଆଗକୁ ବଢି ଚାଲିବ ଯେଉଁ ମାନେ ବେ ରୋଜଗାର ରହିଛନ୍ତି ସେମାନଙ୍କୁ ଭଲ ଚାକିରୀ ମଧ୍ୟ ମିଳିଯିବ ଭୋଳାନାଥଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଛି ଲୋକ ମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାର୍ଯ୍ୟ କରିବେ |

ଆପଣଙ୍କର ଘର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ ଭୋଳାନାଥଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ଵସ ମଧ୍ୟ ବଢି ଯିବ ପ୍ରେମ ସମ୍ପର୍କ ମଧୁର ରହିବ ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାକୁ ପଡିବ |

ତେବେ ଦର୍ଶକବନ୍ଧୁ ପ୍ରଭୁ ଭୋଳାନାଥଙ୍କ କୃପାରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ୟ ବାନ ହେବାକୁ ଯାଉଛନ୍ତି ଯାହାର ଅଗାମି ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଛି ସେହି ରାଶି ଗୁଡିକ ହେଉଛନ୍ତି କୁମ୍ଭ,ମିଥୁନ,କର୍କଟ,ସିଂହ,ବୃଷ,ଓ ତୁଳା ରାଶି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.