Breaking News

ଏହି 4ଟି ରାଶିରେ ରାହୁ ଙ୍କ ପ୍ରଭାବ ପଡ଼ିବାକୁ ଯାଉଛି, କଣ ହେବ ଏମାନଙ୍କର ଭବିଷ୍ୟତ…

ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ରେ ରହୁ ଏକ ଅପହିତ ଗ୍ରହ ବୋଲି ବିବେଚନା କରିଯାଇଥାଏ ବେଳେ ବେଳେ ଏହାକୁ ଛାୟା ଗ୍ରହ ବୋଲି କୁହାଯାଇଥାଏ ରହୁ ପ୍ରାୟ 18 ମାସ ପରେ ଏହି ରାଶି ପରିବର୍ତନ କରିବାକୁ ଯାଉଛନ୍ତି ମାର୍ଚ୍ଚ 27 ତାରିକରେ ରହୁ ଗ୍ରହ 4ଟି ରାଶିରେ ପ୍ରବେଶ କରିବେ ତେବେ ଦର୍ଶକବନ୍ଧୁ ରାହୁକୁ ଜ୍ୟୋତିଷ ଶାସ୍ତ୍ରରେ ଏକ ଅପହିତ ଗ୍ରହ ଭାବରେ ବିବେଚନା କରାଯାଇଥାଏ |

ଦର୍ଶକବନ୍ଧୁ ଯେତେବେଳେ ଏହି ଗ୍ରହ ରାଶି ପରିଵର୍ତନ କରେ ଜୀବନ ଉପରେ ଏହାର ସିଧା ସଳଖ ପ୍ରଭାବ ପଡିଥାଏ ଏପରି ପରିସୀସ୍ତିରେ ରହୁଙ୍କର ପ୍ରଭାବ ଓ ଗମନା ଗମନ ସମସ୍ତ ରାଶିର ଚିହ୍ନ ଉପରେ ମଧ୍ୟ ପ୍ରଭାବ ପକେଇଥାଏ କିନ୍ତୁ ଏହି 4 ଟି ରାଶିର ବେବଶ୍ୟରେ ଅଧିକ ଲାଭ ପାଇବାର ଏବଂ ଶମ୍ବଦ କାର୍ଯ୍ୟ ବାଣ୍ଟିବାର ସମ୍ଭାବନା ରହିଛି ଏହି 4 ଟି ରାଶିକୁ ଅତ୍ୟନ୍ତ ଲାଭ ହେବାର ସମ୍ଭାବନା ରହିଛି ସେହି 4ଟି ରାଶି ବିଷୟରେ ଆସନ୍ତୁ ଜାଣିନେବା |

ମିଥୁନ ରାଶି
ମିଥୁନ ରାଶିର ଲୋକ ମାନେ ରାହୁଙ୍କର ଗମନା ଗମନରୁ ବିପୁଳ ଭାବରେ ଲାଭ ପାଇବେ ଯେଉଁମାନେ ପ୍ରଶାସେନୀକ ସେବାରେ ରହିଛନ୍ତି ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ | ଵେବସାୟ ମାନଙ୍କ ପାଇଁ ଏହି ଗମନା ଗମନ ବହୁତ ଭଲ ହେବ ବେପାରରେ ଆପଣ ଆର୍ଥିକ ବିନିଯୋଗ ଲାଭ ପାଇବେ |

କର୍କଟ ରାଶି
ଏହି ରହୁ ଗ୍ରହଙ୍କର ଗମନା ଗମନ କର୍କଟ ରାଶିର ଲୋକ ମାନଙ୍କର ପାଇଁ ଶୁଭ ବୋଲି ପ୍ରମାଣିତ ହେବ ଏହି ସମୟରେ ଆର୍ଥିକ ସ୍ତିସ୍ଥିରେ ସୁଧାର ଆସିବ ସାଧାରଣତ ପ୍ରତେକ କାର୍ଯ୍ୟରେ ଗମନା ଗମନ ସମୟରେ ରାହୁ ଭଲ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ ଵେବସାୟର ଏହା ଲାଭ ର ବଡ଼ ସଂକେତ ଦେଖା ଯାଉଛି |

ବିଛା ରାଶି
ଦର୍ଶକବନ୍ଧୁ ଏହି ବିଛା ରାଶିର ଲୋକ ମାନଙ୍କ ପାଇଁ ଏହି ରାହୁର ଗମନା ଗମନ ଶୁଭ ହେବ ଗମନା ଗମନ ସମୟରେ ଆପଣ ଟଙ୍କା ରୋଜଗାର ଓ ସଂଗ୍ରହ କରିବାରେ ସଫଳ ହେବେ ଜେକେଇ ନୂତନ ଵେବସାୟ ଆରମ୍ଭ କରି ପାରିବେ ଯାହାକି ଲାଭ ଦାୟକ ପ୍ରମାଣିତ ହେବ ଯେଉଁ ମାନେ ଚାକିରୀରେ ରହିଛନ୍ତି ସେମାନେ ପଦନୀତି ପାଇ ପାରିବେ |

କୁମ୍ଭ ରାଶି
ଏହି ରାଶିରେ ରାହୁ ଙ୍କର ଗମନା ଗମନରେ ଲୋକଙ୍କ ପାଇଁ ଲାଭ ହେବ ଗମନା ଗମନ ସମୟରେ ଆର୍ଥିକ ସ୍ତିସ୍ଥିରେ ସୁଧାର ଆସିବ ଆହୁରି ମଧ୍ୟ ଵେବସାୟର ବିନିଯୋଗର ଲାଭ ପାଇବେ ଜମା ହୋଇଥିବା ପୁଞ୍ଜି ବୃଦ୍ଧି ପାଇବ ଏହା ବେତିତ ଆପଣ ଚାକିରୀରେ ଭଲ ଖବର ପାଇପାରିବେ | ଦର୍ଶକବନ୍ଧୁ ଏହା ଥିଲା ସେହି 4ଗୋଟି ରାଶି ଯେଉଁ ମାନଙ୍କ ଭାଗ୍ୟରେ ରାହୁ ଗ୍ରହ ପ୍ରବେଶ କରିବାକୁ ଚାହୁଁଛନ୍ତି ଏବଂ ସେମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ଖୁସିର ଦିନ ଫେରି ଆସିବାକୁ ଯାଉଛି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.