Breaking News

ଏହି ୫ଟି ରାଶିର ବ୍ୟକ୍ତି ସୂର୍ଯ୍ୟ ପରାଗରୁ ରୁହନ୍ତୁ ସାବଧାନ ନହଲେ ହୋଇ ପାରେ ବହୁତ କ୍ଷତି !

ନମସ୍କାର ଦର୍ଶକବନ୍ଧୁ ଜୟ ଜଗନ୍ନାଥ ଏହି ପାଞ୍ଚଟି ରାଶି ସୂର୍ଯ୍ୟ ପରଗ ଠାରୁ ରୁହନ୍ତୁ ସାବଧାନ ନଚେତ୍ ହୋଇପାରେ ବଡ ଖେତି ଚଳିତ ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ ତାରିଖ ରେ ଲାଗିବାକୁ ଯାଉଛି ଏହା ର ସୂର୍ଯ୍ୟ କଳା ମଧ୍ୟ ମାନ ହେବ ନାହିଁ କିନ୍ତୁ ଏହା ର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ ପାଞ୍ଚଟି ରାଶି ପାଇଁ ଏହି ସୂର୍ଯ୍ୟ ପରାଗ ବିପଦ ସୃଷ୍ଟି କରିପାରେ ଏହି ରାଶି ର ବ୍ୟକ୍ତି ଙ୍କୁ ସୂର୍ଯ୍ୟ ପରାଗ ଠାରୁ ଦୂରରେ ରହିବା ଉଚିତ | ସୂର୍ଯ୍ୟ ପରାଗ ପରେ ମାତ୍ର ୨ ସପ୍ତାହ ସାବଧାନ ରହିବ ଉଚିତ୍ |

ମେଷ ରାଶି
ଏହି ରାଶି ର ଏହି ସମୟ ରେ ଅର୍ଥ ହାନି କିମ୍ଵା ଅର୍ଥ ଅଭାବ ର ଶିକାର ହୋଇପାରନ୍ତି ଏହି ସମୟ ରେ ଏଇ ଦିନ ରୁ ଦୂରରେ ରହିବ ଉଚିତ୍ କଥା ବାର୍ତ୍ତା ରେ ନିୟନ୍ତ୍ରଣ ରଖିବା ଉଚିତ୍ କନ୍ୟା ରାଶି ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଭଲ ନୁହେଁ ସେମାନଙ୍କୁ ତାଙ୍କ ପରିଶ୍ରମ ର ପୁର ଫଳ ମିଲିମାପରେ ଚାକିରି ପରିବର୍ତ୍ତନ ଏହି ସମୟ ରେ ଠିକ ନୁହେଁ ଏହି ସମୟ ରେ ଧରି ର ସହ ସମସ୍ତ କାର୍ଯ୍ୟ କରନ୍ତୁ | ତୁଳା ରାଶି ପାଇଁ ଏହି ସୂର୍ଯ୍ୟ ପରାଗ ନକାରାତ୍ମକ ସାବ୍ୟସ୍ତ ହୁଏ ଏହା ବେତିତ ବିବାହ ଓ ଆଇନ ଗତ କାର୍ଯ୍ୟ ରୁ ଦୂରେଇ ରୁହନ୍ତି | ଏହି ଶୁକ୍ରବାର ବିଛା ରାଶି ଙ୍କ ବ୍ୟକ୍ତି ଙ୍କ କ୍ୟାରିଅର ପାଇଁ ଠିକ ନୁହେଁ ଚାକିରୀ ବ୍ୟବସାୟ ରେ ସମସ୍ୟା ର ସମ୍ମୁଖୀନ ହୋଇପାରନ୍ତି |

ଅହଙ୍କାର ରୁ ଦୂରେଇ ରୁହନ୍ତୁ ଜେରା ହେବ ବିନମ୍ର ରୁହନ୍ତୁ ସୂର୍ଯ୍ୟ ପରାଗ ସମୟ ରେ ବିଛା ରାଶି ପାଇଁ ଠିକ ନୁହେଁ | ଚାକିରୀ କ୍ଷେତ୍ର ରେ ସମସ୍ୟା ର ସମ୍ମୁଖୀନ ହୋଇପାରନ୍ତି ଅହଙ୍କାର ରି ଦୂରେଇ ରୁହନ୍ତୁ ଯେତେ ସମ୍ଭବ ବିନମ୍ର ରୁହନ୍ତୁ ସୂର୍ଯ୍ୟ ପରାଗ ସମୟ ରେ କୁମ୍ଭ ରାଶି ର ବ୍ୟକ୍ତି ବୁଝି ବିଚାରି ନିର୍ଣ୍ଣୟ ଏବଂ ନିର୍ଦ୍ଦେଶ ନିଅନ୍ତୁ ନଚେତ୍ କ୍ଷତି ସହିବାକୁ ପଡିପାରେ ତରବ ହୁଅନ୍ତୁନାହିଁ ନଚେତ୍ ଦୁର୍ଘଟଣା ର ଶିକାର ହେବାକୁ ପଡିପାରେ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.