ବନ୍ଧୁଗଣ ଆମ ଜୀବନରେ ଅନେକ ଥର ଏହି ଭୁଲୁ କରିଥାଉ ଯାହା ଆମ ଜୀବନ ଉପରେ କୁପ୍ରଭାବ ପକାଇଥାଏ ଜାଣି ଶୁଣି କିମ୍ବା ଅଜାଣତରେ ବେଳେ ବେଳେ ଏପରି ଦିନିଷ କିଣି ଥାନ୍ତି ଯାହା ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ଶାସ୍ତ୍ରରେ ଏପରି କିଛି ଦିନିଷ କୁହାଯାଇଛି ଯଦି ତୁମେ ଏହି ଦିନିଷ ଗୁଡିକୁ ଟଙ୍କା ନଦେଇ କିଣିଥାନ୍ତି କିମ୍ବା ଦାନ ଭବରେ ଗ୍ରହଣ କର ତେବେ ତୁମକୁ କେବଳ ଟଙ୍କାର କିଛି ସମସ୍ୟା ସାମ୍ନା କରିବାକୁ ପଡିବ ନାହିଁ ଜୀବନରେ ସୁଖ ଏବଂ ଶାନ୍ତି ସବୁ ସମସ୍ୟା ସମ୍ନା କରିବାକୁ ପଡିବ | ତାଙ୍କ ନଦେଇ କିଛି ଦିନିଷ ଗ୍ରହଣ କଲେ ଅଶୁଭ ବୋଲି ଧରାଯାଏ |
ଲୁଣ
ଆପଣ ଖାଦ୍ୟରେ ଅଧାନିକ ମସଲା ମିଶାଇ ଖାଆନ୍ତୁ କି ନାହିଁ କିନ୍ତୁ ଲୁଣ ବିନା ଭଲ ଲାଗେ ନାହିଁ ସେଥିପାଇଁ ଜୀବନରେ ଲୁଣ ବିଶେଷ ଗୁରୁତ୍ୱ ରହିଅଛି ମାନେ ରଖନ୍ତୁ ଟଙ୍କା ବିନା ଲୁଣ କେବେବି ଗ୍ରହଣ କରିବା ଅନୁଚିତି ନୁହେଁ ଏହା କରିବା ଅଶୁଭ ବୋଲି ବିବେଚନା କରାଯାଇଥାଏ କାରଣ ଲୁଣ ଶନି ସହିତ ଜଡିତ ଟଙ୍କା ବିନା ଲୁଣ ଗ୍ରହଣ କଲେ ରୋଗ ଏବଂ ଋଣ ପ୍ରବେଶ କରେ ଏବଂ କ୍ରୋଧିତ ହୋଇଥିବା ଶନି ଆପଣଙ୍କ ଜୀବନକୁ ଶବ୍ଦହୀନ ମଧ୍ୟ କରିପାରେ |
ତୀଳ
ତୀଳ ମଞ୍ଜି ଦାନ କରିବା ଏହା ଶାସ୍ତ୍ରରେ ଅଶୁଭ ବୋଲି ମାନାଯାଏ କାରଣ ତୀଳ ର ସମ୍ପର୍କ ଶନି ଏବଂ ରାହୁ କେତୁଙ୍କର ସହିତ ରହିଛି ବୋଲି ବିଶ୍ୱାସ କରାଯାଏ | ତୀଳ ଦାନ ଗ୍ରହଣ କରିବା ଏହି 3ଟି ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ ତେଣୁ ତୀଲ କେବେବି ଟଙ୍କା ବିନା ଗ୍ରହଣ କରାଯିବା ଉଚିତି ମଧ୍ୟ ନୁହେଁ | ରାହୁ କେତୁଙ୍କ କୁ ପ୍ରଭାବ ହର୍ଷ କରିବା ପାଇଁ ତୀଳ ମଧ୍ୟ ଦାନ କରିବା ଉଚିତି |
ଛୁଞ୍ଚି
ଛୁଞ୍ଚି କୁ କେବେବି ଦାନ ଭାବେ ଟଙ୍କା ନ ଦେଇ ଘରକୁ ଆଣିବା ଉଚିତି ନୁହେଁ ଦାନ କିମ୍ବା ମାଗଣାରେ ଘରକୁ ଆଣିଥିବା ଛୁଞ୍ଚି ଆପଣଙ୍କ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଛୁଞ୍ଚି ନେବା ଘରର ସଦୃଶ୍ୟ ମାନଙ୍କ ମଧ୍ୟରେ ଥିବା ପ୍ରେମ ଭାବନାକୁ ନଷ୍ଟ ମଧ୍ୟ କରିଥାଏ ତେଣୁ ଛୁଞ୍ଚି କୁ କେବେ ଦାନ ଭାବେ ଗ୍ରହଣ କରିବା ଉଚିତି ନୁହେଁ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …