ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏକ ଅବହିତ ଗ୍ରହ ବୋଲି ବିବେଚନା କରାଯାଇଥାଏ ବେଳେ ବେଳେ ଏହାକୁ ଛାୟା ଗ୍ରହ ବୋଲି କୁହାଯାଇଥାଏ ରହୁ ପ୍ରୟ ୧୮ ମାସପରେ ଏହି ରାଶି ପରିବର୍ତନ କରିବାକୁ ଯାଉଛନ୍ତି ଏହି ଦିନ ମାନଙ୍କରେ ରାହୁ ଏହି ୪ଟି ରାଶିରେ ପ୍ରବେଶ କରିବେ | ତେବେ ଦର୍ଶକବନ୍ଧୁ ରାହୁଙ୍କ ଜ୍ୟୋତିଷ ଶାସ୍ତ୍ର ଏକ ଗ୍ରହ ବୋଲି କୁହାଯାଇଛି ତେବେ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁ ମହାମାରୀ ଚର୍ମ ରୋଗ ରାଜନୀତି ଏବଂ ଧାର୍ମିକ ଭ୍ରମଣ ର କାରଣ ଭାବରେ ବିବେଚନା କରାଯାଇଛି |
ଦର୍ଶକବନ୍ଧୁ ଯେତେବେଳେ ଏହି ଗ୍ରହ ରାଶି ପରିବର୍ତନ କରେ ଜୀବନ ଉପରେ ସିଧା ସଲାକ ପ୍ରଭାବ ପଡି ଯାଇଥାଏ ଏପରି ପରିସ୍ତିସ୍ଥିରେ ରାହୁଙ୍କାର ଗମନା ଗମନ ପ୍ରଭାବ ସମସ୍ତ ରାଶି ଚିହ୍ନ ଉପରେ ମଧ୍ୟ ଉପରେ ପ୍ରଭାବ ପକାଇଥାଏ କିନ୍ତୁ ଏହି ଚାରାଟି ରାଶିର ବେବାଶ୍ୟରେ ଅଧିକ ଲାଭ ପା ଇବାର ଏବଂ ସମ୍ବଧୀୟ କାର୍ଯ୍ୟ ବାଣ୍ଟିବାର ସମ୍ଭାବନା ରହିଛି ଏହି ୪ଟି ରାଶିକୁ ଅତ୍ୟଧିକ ଲାଭ ହେବାର ବର୍ତମାନ ସମ୍ଭାବନା ନଜର ଆସୁଛି ସେହି ଚାରାଟି ରାଶିର ବିଷୟରେ ଆସନ୍ତୁ ଜାଣିନେବ |
ମିଥୁନ ରାଶି
ମିଥୁନ ରାଶିର ଲୋକ ମାନେ ରାହୁଙ୍କାର ଗମନା ଗମନ ଠାରୁ ବିପୁଳ ଭାବରେ ଲାଭ ପାଇବେ ଯୋଉ ମାନେ ପ୍ରଶାସନିକ ସେବାରେ ରହିଛନ୍ତି ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବା ବେଵାସ୍ୟା ମାନଙ୍କ ପାଇଁ ଏହି ଗମନା ଗମନ ବହୁତ ଭଲ ହେବ ବେବଶ୍ୟରେ ଆପଣ ଆର୍ଥିକ ବିନିଯୋଗରେ ଲାଭ ପାଇବେ |
କର୍କଟ ରାଶି
ଏହି ରାହୁ ଗ୍ରହଙ୍କର ଗମନା ଗମନ କର୍କଟ ରାଶିର ଲୋକ ମାନଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ ହେବ ଏହୂଇ ସମୟରେ ଆର୍ଥିକ ସ୍ତିସ୍ଥିରେ ସୁଧାର ଆସିବ ସାଧରଣତ ପ୍ରତେକ କାର୍ଯ୍ୟରେ କାର୍ଯ୍ୟ ଦକ୍ଷତା ଭଲ ହେବ ଗମାନ ଗମନ ସମୟରେ ରାହୁ ଭଲ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ | ଏହି ସମୟରେ ସେଆର ମାର୍କେଟରେ ବିନିଯୋଗ କରିବା ପାଇଁ ଅନୁକୂଳ ରହିଛି |
ବିଛା ରାଶି
ଦର୍ଶକବନ୍ଧୁ ଏହି ବିଛା ରାଶିର ଲୋକ ମାନଙ୍କ ପାଇଁ ଏହି ରାହୁ ଙ୍କର ଗମନା ଗମନ ଶୁଭ ହେବ ଗମନା ଗମନ ସମୟରେ ଆପଣ ଟଙ୍କା ରୋଜଗାର ଓ ଓ ସଂଗ୍ରହ କରିବାରେ ସଫଳ ହେବେ | ଆପଣ ଯେ କୌଣସି ନୂତନ ଵେବସାୟ ଆରମ୍ଭ କରିପାରିବେ ଯାହାକି ଲାଭ ଦାୟକ ପପ୍ରମାଣିତ ହେବ ସେଆର ମାର୍କେଟରୁ ମୁଦ୍ରା ଆସିବାର ବଡ ସଙ୍କେତ ରହିଛି | ଏହା ସହିତ ଆହୁରି ମଧ୍ୟ ଯୋଉ ମାନେ ଚାକିରୀରେ ରହିଛନ୍ତି ସେମାନେ ପଦ ନିଦି ପାଇପାରିବେ |
କୁମ୍ଭ ରାଶି
କୁମ୍ଭ ରାଶିରେ ରାହୁଙ୍କର ଗମନା ଗମନରେ ଲୋକଙ୍କ ପାଇଁ ଲାଭ ଆଣିବ ଗମନା ଗମନ ସମୟରେ ଆର୍ଟିକ ସ୍ତିସ୍ଥିରେ ଉର୍ନତି ଆସିବ | ଆପଣ ଵେବସାୟର ବିନିଯୋଗର ଲାଭ ପାଇବେ ଜମା ହୋଇଥିବା ପୁଞ୍ଜି ବୃଦ୍ଧି ପାଇବା ଏହା ବେତିତ ଆପଣ ଚାକିରୀରେ ପଦ ଉର୍ନତିର ଭଲ ଖବର ପାଇପାରିବେ | ଦର୍ଶକବନ୍ଧୁ ଏହା ଥିଲା ସେହି ୪ଗୋଟି ରାଶି ଯେଉଁ ମାନଙ୍କ ଭାଗ୍ୟରେ ରାହୁ ଗ୍ରହ ପ୍ରବେଶ କରିବାକୁ ଯାଉଛନ୍ତି |