Breaking News

ଏହି ୫ ଶକ୍ତିଶାଳୀ ରାଶି ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ, ଆଜିଠାରୁ ଏହିସବୁ ରାଶିଙ୍କ ଉପରେ ହେବ ଧନ ବର୍ଷା !!

ଦର୍ଶକବନ୍ଧୁ ଆଜି ରାତି ଠାରୁ ଏହି ରାଶିର କଷ୍ଟ ଦୂର କରିବେ ପ୍ରଭୁ ମହାଦେବ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥ ଙ୍କୁ ସୃଷ୍ଟିର ଅଧି ପତି ବୋଲି ଆମେ ମାନିଥାଉ ମହାଦେବ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥଏ | ଦର୍ଶକବନ୍ଧୁ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପର୍ସନ ହୋଇଯାନ୍ତି ତେବେ ସେ ନିଜର ଅପର କୃପା ସେମାନଙ୍କ ଉପରେ ପ୍ରକଟ ହୋଇଥାନ୍ତି |

ଭଗବାନ ଭୋଳାନାଥ ବି ମଧ୍ୟ ଶୋଭାବରେ ଭୋଳା ଅଟନ୍ତି ତାଙ୍କୁ ପର୍ସନ କରିବା ଅତି ସହଜ ହୋଇଥାଏ | ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଳା ମାଲେ ହେବେକୁ ଯାଉଛନ୍ତି ଭଗବାନ ଭୋଳାନାଥ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବୁ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ |.

ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବି ହେଉନଥିବା କାର୍ଯ୍ୟ ଏବେ ସେ ସବୁ ପୁରଣ ହେବାରେ ଲାଗିବ ଏବଂ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଦା ଏବେ ସେ ସବୁ ମଧ୍ୟ ଦୂର ହୋଇଯିବ | ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ ସମାଜରେ ଆପଣଙ୍କୁ ଲୋକ ମାନେ ମାନସନମାନ ଦେବେ ବେପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣ ଜୋରରେ ଆଗକୁ ଆଗକୁ ବଢ଼ି ଚାଲିବ |

ଯେଉଁ ଲୋକ ମାନେ ବେ ରୋଜଗାର ରହି ଚନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ଯ ମିଳିଯିବ | ଭୋଳାନାଥ ଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବା ପାଇଁ ଯାଉଛି ଲୋକ ମାନେ ଆପଣଙ୍କୁ ସବୁ କଥା ବୁଝି କାମ କରିବେ ଅପାଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ି ବାକୁ ଲାଗିବ | ଭୋଳାନଥା ଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ୱାସ ଏବଂ ଉଚାହ ମଧ୍ୟ ବଢ଼ିଯିବ ପ୍ରେମ ସମନ୍ଧ ଆପଣଙ୍କର ମଧୁର ରହିବ ଆପଣ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାକୁ ଅବସର ମିଳିବାକୁ ଯାଉଛି |

ତେବେ ଦର୍ଶକବନ୍ଧୁ ପ୍ରଭୁ ଭୋଳାନାଥ ଙ୍କ କୃପାରୁ ଯେଉଁ ରାଶି ଗୁଡ଼ିକ ଏବେ ଭାଗ୍ୟ ବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଛି ସେହି ରାଶି ଗୁଡ଼ିକ ହେଉଛନ୍ତି କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି, ଏବଂ ତୁଳା ରାଶି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଅନୁରୋଧ ଅଟେ ଯେ ଆପଣ ଆମ କମେଣ୍ଟ ବକ୍ସ ରେ ଜୟ ଭୋଳାନାଥ ବୋଳି ନିଚୟ ଲେଖନ୍ତୁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.