Breaking News

ଏହି ୫ଟି କଥା ସର୍ବଦା ମନେ ରଖନ୍ତୁ, ଜୀବନରେ ବହୁତ ଶୀଘ୍ର ପାଇବେ ସଫଳତା !

ଦର୍ଶକବନ୍ଧୁ ଏହି ୫ଟି କଥା ସବୁବେଳେ ଗୁପ୍ତ ରଖିବେ କାହାକୁ କେବେ କହିବେ ନାହିଁ ପ୍ରତେକ ବ୍ୟକ୍ତି ପାଖରେ କିଛିନା କିଛି ସିକିରେଟ ବିଷୟରେ କାହାରିକୁ କହିବାକୁ ପସନ୍ଦ କରନ୍ତି ନାହିଁ ଏର୍କିଛି ବିଷୟ ରହିଥାଏ କାହିଁକି ନ ଆପଣ ଆପଣଙ୍କ ସିକିରେଟ ସମସ୍ତ ଙ୍କୁ କହିବାକୁ ଲାଗୁଛନ୍ତି ଆପଣଙ୍କୁ ପଛରେ ପସ୍ତେଇବାକୁ ପଡେ ଓ ନିରାଶ ମଧ୍ୟ ହେବାକୁ ପଡିଥାଏ ବେଳେ ବେଳେ ଏମିତି ହୁଏ କୌଣସି ବ୍ୟକ୍ତି ତାଙ୍କର ସିକିରେଟ ଆପଣଙ୍କୁ କୁହନ୍ତି ଆପଣଙ୍କୁ ଲାଗେ ଆପଣଙ୍କ ସିକିରେଟ କହିବା କୌଣସି ଦୃଷ୍ଟିରୁ ଖରାପ[ ନୁହେଁ |

ଯାହା ଆପଣ ମଙ୍ଗଳ ହେଲା ପରି କରି କାମ କରୁଛନ୍ତି ଯାହା ଆପଣ ଦାନ କରୁଛନ୍ତି ଓ ଯଦି କୌଣସି ସେବା କାର୍ଯ୍ୟ କରୁଛନ୍ତି ତେବେ ଏହାକୁ କାହାକୁ କହିବେ ନାହିଁ | ଆପଣ ଏହି କଥା ଶୁଣିଛନ୍ତି କେବେ ଡାହାଣ ହାତଟି ଦାନ କରୁଥାଏ ତାହା ବାମ ହାତଟି ଜାଣିନପାରେ ଆଉଗୋଟିଏ କଥା ଉପକାର କର କିନ୍ତ ଭୁଲିଯାଅ ଯଦି କାହାକୁ ସାହାଯ୍ୟ କରୁଛନ୍ତି ତେବେ କାହାକୁ କହିବାର ଆଶକ୍ୟତା ନାହିଁ ଏହା ଲୋକ ମାନେ ଆପେ ଆପେ ଜାଣି ଯିବେ |

ଆପଣଙ୍କର ନିଜର କିଛି ବିଚାର ଥିବ କିମ୍ବା ନିଜର କିଛି ଶତନ୍ତ୍ରତା ଥିବ ଯାହା ଆପଣ ନିଜେ ତିଆରି କରିଥିବେ ଏବଂ କୌଣସି ବ୍ୟକ୍ତି ବେଶେଷ ବା ଅନ୍ୟ ଯେ କୌଣସି ବିଷୟରେ ଆପଣଙ୍କର ପ୍ରସ୍ତିନାଲ କଥା ଥିବ ଏହା ଆପଣଙ୍କର ବିଶ୍ୱାସ ଥିବ ତେଣୁ ଏହା ଆପଣଙ୍କ ପାଖରେ ଏହି କଥା ରହିବ ଅବଶକ୍ୟ |

ତୁମର ଲକ୍ଷ ପ୍ରତେକ ମଣିଷର ଜୀବନରେ କିଛି ନା କିଛି ଲକ୍ଷ ଥାଏ ତାକୁ ପାଇବା ପାଇଁ ବହୁତ କଷ୍ଟ ସିକୁରା କରିଥାଏ ଆପଣ ଆପଣଙ୍କର ଲକ୍ଷ କାହୂକହିବା ଉଚିତି ନୁହେଁ ଯଦି କାହିଁକି ନ ଆପଣଙ୍କ ଲକ୍ଷ ବହୁତ ବଡ ହୋଇଥାଏ ହୁଏତ ଆପଣ ଲକ୍ଷକୁ ଲୋକେ ମାନେ ଇଷା କରିବାକୁ ଲାଗିଯାନ୍ତି |

ପ୍ରତେକ ମଣିଷର କିଛି ନା କିଛି ଲାଇଫ ଷ୍ଟାଇଲି ରହିଛି ପ୍ରତେକ ମଣିଷ ନିଜର ଧର୍ମକୁ ଫଲ କରିଥାନ୍ତି ଏହା ସମ୍ଭବ ନୁହେଁଯେ ଆପଣ ମାନଙ୍କ ପାଖକୁ ଆସୁଥିବା ପ୍ରତେକ ବ୍ୟକ୍ତି ଆପଣଙ୍କ ଧର୍ମର ହୋଇଥିବେ ସେଥିପାଇଁ ନିଜ ଧର୍ମର କିଛି କଥା ସମସ୍ତଙ୍କ ସହିତ କହିବା କିଛି ଅବଶକ୍ୟତା ନାହିଁ | ପପ୍ରତେକ ମଣିଷର କିଛି କଥା ମଧ୍ୟ ଥାଏ ଯାକିଛି ସେ ଜୀବନରେ ଜାଣତ ଅଜାଣତରେ ଭୁଲୁ କାମ କଟିଥାଏ ତାକୁ ମଧ୍ୟ କେବେ କାହା ଆଗରେ କହିବେ ନାହିଁ |

ପ୍ରତେକ ପରିବାରରେ କିଛି ନା କିଛି ସମସ୍ୟା ରହିଥାଏ ଯାହା ସମସ୍ତଙ୍କ ଆଗରେ କହିବା ଉଚିତି ନୁହେଁ ଆପଣ ଆପଣଙ୍କ ପରିବାରକୁ ଭଲ ପାଉଛନ୍ତି ଯାହାବି ହେଉ ନିଜ ଭିତରେ କଥା ବ୍ରତା ହୋଇ ସମସ୍ୟାକୁ ଦୂର କରନ୍ତୁ କୌଣସି ପରିସ୍ତିସ୍ଥିରେ ପରିବାର କଥା କାହାରି ଆଗରେ କୁହନ୍ତୁ ନାହିଁ ଏହା ଦ୍ୱାରା ଆପଣ ତାଙ୍କ ଆଗରେ ଛୋଟ ହୋଇଯାନ୍ତି ସେ ଏହାର ମଧ୍ୟ ଲାଭ ଉଠାଇ ଥାନ୍ତି ଯାହାବି ହଉ ନିଜ ଭିତରେ କଥା ହୋଇ ସମସ୍ୟାକୁ ଦୂର କରନ୍ତୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.