Breaking News

ଏହି ୫ ପ୍ରକାରର ସ୍ତ୍ରୀ ଯାହା ଘରେ ଅଛନ୍ତି ସେହି ଘରକୁ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ , ଏମିତିକା ସ୍ତ୍ରୀ ରହିବା ଦ୍ୱାରା ଘରର ଧନ ସମ୍ପତି ହନିହୋଇଥାଏ !

ନମସ୍କାର ଦର୍ଶକବନ୍ଧୁ ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଘରର ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଇଅଛି କାରଣ ସେମାନେ ଲକ୍ଷ୍ମୀଙ୍କର ଗୁଣକୁ ମଣିକି ଚଳି ଆସିଥାନ୍ତି | ବନ୍ଧୁଗଣ ମନୁଷ୍ୟର ସୁଖ ଶମୄତି ଏମିତି ଏକ ନାରୀ ଉପରେ ନିର୍ଭର କରିଥାଏ ଯିଏ ଘରର ସମସ୍ତ କାମ କରୁଥିବ କିମ୍ବା ସମସ୍ତଙ୍କ ଧ୍ୟାନ ରଖୁଥିବ | ବନ୍ଧୁଗଣ ଆଧାନକି ନରି ହେବାର ମାନେ ଏହା ନୁହେଁକି ଘରର କାମ ନକରିବା ଏବଂ ଗୁରୁଜନ ମାନଙ୍କୁ କଟୁକଥା କହିବା ସନମାନ ନକରିବା | ଯେଉଁ ନାରୀ ଘରର ସମସ୍ତ କାମକରି ଗୁରୁଜନ ସନମାନ କରି ଏବଂ ଆଜିର ଦୁନିଆ ରେ ମଧ୍ୟ ପାଦରେ ପାଦ ମିଶାଇ ଚାଲିଥାଏ ସେମାନଙ୍କୁ ଆଧନିକ ନାରୀସହ ପ୍ରଚୀନ ନାରୀ ମଧ୍ୟ କୁହାଯାଇଥାଏ |

ବାସ୍ତୁ ଶାସ୍ତ୍ର ରେ କୁହାଯାଇଛି ସ୍ତ୍ରୀର କେତକ ଗୁଣ ଯାହା ସ୍ୱାମୀକୁ ରାତା ରାତି କୋରଡ଼ ପତିରୁ ରୋଡ ପତି ବନେଇଦେଇଥାଏ ଅର୍ଥାତ ଗରିବ କରିଦେଇଥାଏ ଏବଂ ଏହା ସହିତ କହିବୁ ଯଦି ଘରେ ଏହି ଭଳି ଭୁଲୁ ବାରମ୍ବାର ହେବାକୁ ଲାଗିଥିବାର ଦେଖୁଛନ୍ତି ତେବେ ଆପଣଙ୍କୁ ଗରିବ କାଙ୍ଗାଳ ହେବାରୁ ଦୁନିଆର କୌଣସି ଶକ୍ତି ମଧ୍ୟ ଅଟାକାଇ ପାରିବ ନାହିଁ |

ଗୋଡ ହଲାଇବା ବନ୍ଧୁଗଣ ଯେଉଁ ଘରର ମାହିଲା ମାନେ ଖାଇବା ସମୟରେ ଗୋଡ଼କୁ ଅନବରତ ହଲେଇଥାନ୍ତି ସେହି ପରି ଘର କେବେବି ବରବାଦ ହୋଇପାରେ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି ଏବଂ ଘରେ ଦରିଦ୍ରତାର କଲା ବାଦଲ ଖେଳି ଯାଇଥାଏ | ଘରେ କୌଣସି ଘରର ସ୍ତ୍ରୀ ଚାକିରୀ କରୁଛି ଚାକିରୀରେ ମଧ୍ୟ ଅସୁବିଦା ଦେଖା ଯାଇଥାଏ |

ଯେଉଁ ମହିଳା ମାନେ ଝାଡ଼ୁକୁ ପାଦରେ ଲଗାଇଥାନ୍ତି କିମ୍ବା ପାଦରେ ଗୋଇଠା ମରିଥାନ୍ତି କିମ୍ବା ଝାଡ଼ୁରେ କାହାକୁ ବାଡେଇଥାନ୍ତି ସେହି ପରି ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ଏହି ପରି ଘରେ ବେମାରି କଷ୍ଟ ଅସୁବିଦା ସର୍ବଦା ଘେରି ହୋଇ ରହିଥାଏ କାରଣ ଝାଡୁରେ ନକାରାତ୍ମକ ଶକ୍ତି ରହିଛି |

ଯେଉଁ ଘରର ରୋଷେଇଘରେ ଗ୍ୟାସ ଉପରେ ଅଇଁଠା କଡେଇ ରଖି ଏବଂ ହାଣ୍ଡିକୁ ରଖି ଯେଉଁ ନାରୀ ସୋଇପଡ଼ିଥାଏ ତେବେ ଏହି ପରି ଘରେ ମାତା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ | ଏହି ଅଭ୍ୟସ ଦୁଃଖ କଷ୍ଟର ବଡ କାରଣ ହୋଇଥାଏ ଖାଇସାରିବା ପରେ ନିଜ ବାସନ ନିଜେ ଧୋଇବା ଭଲ ଅଭ୍ୟାସ ହୋଇଥାଏ | ବେଳେ ବେଳେ ଆପଣ ଦେଖିଥିବେ ଘରର କୌଣସି କବାଟ ବାରାମ୍ବ ବାର ବାଡେଇ ହୋଉଛି ତୁରନ୍ତ ସେହି କବାଟ ଝରକାକୁ ଦେଇଦିଅନ୍ତୁ |

Woman opening room doors
ଘରର ଦ୍ଵାର ବନ୍ଧ ଯଦି ମହିଳା ମାନେ ଘରର ଦ୍ୱାର ବନ୍ଧରେ ଉପରେ ବସିଥାନ୍ତି କିମ୍ବା ବସିକି ଭୋଜନ କରିଥାନ୍ତି କିମ୍ବା ବସିକି କୌଣସି କାମ କରିଥାନ୍ତି ଏଥିପାଇଁ ଘର ବରବାଦ ହୋଇଯାଇଥାଏ | ହିନ୍ଦୁ ଧର୍ମ ଶାସ୍ତ୍ର ରେ ଏହା ଅଶୁଭ ମାନାଯାଇଥାଏ | ଯେଉଁ ନାରୀ ସକାଳୁ ଉଠି ମୁଖ ଧୋଇ ଘରର କାମ କରିଥାଏ ସେହି କାମ ଭଲ ଏବଂ ଶୁଭରେ ହୋଇଥାଏ ମୁଖ ନଧୋଇ ଘର କାମ କରିବା ଦ୍ୱାରା କୌଣସିବି କାମ ଠିକିସେ ହୋଇନଥାଏ | ଘରର ବିବାହିତା ନାରୀ ମାନେ ସିନ୍ଦୁର ଏବଂ ମଙ୍ଗଳ ସୂତ୍ର ନପିନ୍ଧିବ ମାନେ ସ୍ୱାମୀର ମୃତୁକୁ ସୁଚାଇଥାଏ ଏହା ଦ୍ୱାରା ସ୍ୱାମୀର ଖରାପ ସମୟ ଆରମ୍ଭ ହୋଇଯାଇଥାଏ |

About odisha news

Check Also

ଅବଢା ଦେଲେ ପାଖରେ ଶୋଇଲେ, ସକାଳେ କୁଆଡେ ଗଲେ ଯୁବକ ? Jagannath ଭାଗବାନଙ୍କ ଚମତ୍କାର ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ବାଲେଶ୍ଵର ଖଇରା ବ୍ଲକ ଆଲି ପୁର ଶିଶିର କାନ୍ତ ପୃଷ୍ଟି 2016 ମସିହାରେ ପୁରୀ ଆସିଥିଲେ ବୁଲିବା …

Leave a Reply

Your email address will not be published. Required fields are marked *