Breaking News

ଏହି 4 ଟି ନାମର ଝିଅ ମାନେ କୋଟିଏ ରୁ ଗୋଟିଏ …

ଦର୍ଶକବନ୍ଧୁ ପ୍ରେମ ବିଶ୍ୱାସ ଏବଂ ସମ୍ମାନ ଏହି ତିନୋଟି ଉପରେ ପତି ପତ୍ନୀଙ୍କ ସମ୍ପର୍କ ନିର୍ଭର କରିଥାଏ ବନ୍ଧୁଗଣ ଯଦି କୌଣସି କାରଣ ବଶତଃ ଏହି ତିନୋଟି ମଧ୍ୟରୁ ଗୋଟିଏର ଅଭାବ ହୋଇଥାଏ ତେବେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଦେଖାଯାଇଥାଏ। ତେଣୁ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଏହି ତିନୋଟି ଜିନିଷ ରହିବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ଜୀବନସାଥିଙ୍କୁ ଖୁସୀ ରଖିବା ପାଇଁ ଅନେକ ଲୋକ ବିଭିନ୍ନ ଉପାୟ କରିଥାନ୍ତି। ଆଜି ଆସନ୍ତୁ ଜାଣିବା ଏହି ୪ଟି ଅକ୍ଷର ନାମ ଥିବା ଝିଅଙ୍କ ବିଷୟରେ ଯେଉଁମାନେ ନିଜ ଜୀବନସାଥିଙ୍କୁ ଖୁସୀ କରିବା ସହିତ ତାଙ୍କର ସବୁ ଇଚ୍ଛାକୁ ପୂରଣ କରିଥାନ୍ତି।

K
ବନ୍ଧୁଗଣ ଯେଉଁ ଝିଅଙ୍କ ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ୱଚ୍ଛ ହୃଦୟବାନ୍ ହୋଇଥାନ୍ତି। ସ୍ୱଚ୍ଛ ହୃଦୟରେ ସ୍ଵାମୀଙ୍କ ସେବା କରିବା ଏବଂ ଖୁସିରେ ରଖିବାକୁ ଟିକେ ବି ହେଳା କରନ୍ତି ନାହିଁ।

D
ଦର୍ଶକବନ୍ଧୁ ଯେଉଁ ଝିଅଙ୍କ ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନସାଥିଙ୍କୁ ବୋହୁତ ଭଲ ପାଇଥାନ୍ତି। ଏହି ଅକ୍ଷର ଥିବା ଝିଅ ସ୍ୱଚ୍ଛ ହୃଦୟରେ ନିଜ ଜୀବନସାଥିଙ୍କ ସେବା କରିଥାନ୍ତି ଏବଂ ସାରା ଜୀବନ ସେଥିରେ ରହିଥାନ୍ତି।

A
ବନ୍ଧୁଗଣ ଏହି ଅକ୍ଷର ନାମ ଥିବା ଝିଅ ବୋହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କୁ ସ୍ୱଚ୍ଛ ହୃଦୟରୁ ଭଲ ପାଇବା ଭଳି ସାଥୀ ମିଳିଥାଏ। ଏମାନେ ମଧ୍ୟ ସାଥିଙ୍କ ପ୍ରତି ବିଶ୍ଵସ୍ତ ରହିଥାନ୍ତି ସାରା ଜୀବନ ନିଜ ସ୍ବାମୀଙ୍କର ସେବା କରିଥାନ୍ତି ତାହା ସହିତ ନିଜ ପରିବାରର ମଧ୍ୟ ଯତ୍ନ ନେଇଥାନ୍ତି।

H
ବନ୍ଧୁଗଣ ଅକ୍ଷର ନାମ ଥିବା ଝିଅ ନିଜ ସ୍ଵାମୀଙ୍କ ପ୍ରତି ସେବା ଭାବ ରଖିଥାନ୍ତି। ସ୍ବାମୀଙ୍କ ସବୁ କଥାକୁ ଶୁଣି ଥାଆନ୍ତି। ଏମାନେ ନିଜ ସ୍ବାମୀଙ୍କର ଏତେ ବିଶ୍ଵସ୍ତ ହୋଇଥାନ୍ତି ଯେ ସାରା ଜୀବନ ନିସ୍ୱାର୍ଥ ଭାବରେ ତାଙ୍କର ସେବା କରିଥାନ୍ତି।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.