Breaking News

ଏହି 4 ଟି ମାସ ରେ ଜନ୍ମିତ ଝିଅ ବହୁତ ଭାଗ୍ୟ ଶାଳୀ ହୋଇଥାନ୍ତି, ଦେଖନ୍ତୁ …

ନମସ୍କାର ବନ୍ଧୁଗଣ ଶାସ୍ତ୍ରରେ ନାରୀ ମାନଙ୍କ ଠାରେ ମାତା ଲକ୍ଷ୍ମୀଙ୍କ ବାସ ଥାଏ ବୋଲି କୁହାଯାଇଛି ଏଥି ପାଇଁ ଯେତେବେଳେ ଗୃହରେ ଝିଅ ଜନ୍ମ ନେଇଥାଏ ସେଥି ପାଇଁ ଲୋକ ମାନେ ହୁହାନ୍ତି ଯେ ଲକ୍ଷ୍ମୀଙ୍କ ଆଗମନ ହେଲା | ବହୁତ ଲୋକ କହିବା ଅନୁଯାଇ ଝିମାନେ ଘର ଓ ପରିବାରରେ ସୁଖ ଓ ସମ୍ୱବୃତି ଆଣିଥାନ୍ତି ଯହିଁ ମାନଙ୍କ ଜନ୍ମ ସହିତ ଜନ୍ମ ମାସ ବହୁତ ଭାଗ୍ୟବାନ ହୋଇଥାଏ |

ଏହି ମାସରେ ଜନ୍ମିତ ହୋଇ ଥିବା ଝିଅମାନେ ଭାଗ୍ୟ ଶାଳୀ ହୋଇଥାନ୍ତି ତାହା ସହିତ ଏମାନଙ୍କୁ ଭଲ ଶଶୂର ଘରେ ମଧ୍ୟ ଜାଗା ମିଳିଥାଏ ସକ୍ଷତା ଲକ୍ଷ୍ମୀଙ୍କ ରୂପ ହୋଇଥାଏ ଏହି ମାସରେ ଜନ୍ମିତ ଝିଅ ମାନେ ଚାଲନ୍ତୁ ଜାଣିବା କେଉଁ ମାସରେ ଝିଅ ମାନେ ଲକ୍ଷ୍ମୀ ହୋଇଥାନ୍ତି |

ଫେବୁଆରି ମାସ ଏହି ମାସରେ ଜନ୍ମ ହୋଇଥିବା ଝିଅ ଶୋଭାବ ବହୁତ ଭଲ ହୋଇଥାଏ ଏବଂ ସେମାନେ ବୃଦ୍ଧି ବତୀ ମଧ୍ୟ ହୋଇଥାନ୍ତି ଏହି ଯହିଁ ମାନଙ୍କର ବିବାହ ପରେ ସେମାନଙ୍କୁ ଭଲ ଘର ମିଳିଥାଏ କାହା ସହିତ ଏମାନେ ନିଜ ଘର ସୁଖ ଶମୄତି ଆଣିଥାନ୍ତି ଏମାନଙ୍କର ଗ୍ରହ ଚଳନ ଓ ପରିବାରକୁ ଲାଭ ଆଣିଥାଏ |

ଏପ୍ରିଲ ମାସ ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସାକ୍ଷତ ଲକ୍ଷ୍ମୀଙ୍କ ସରୂପ ବୋଲି କୁହାଯାଇଥାଏ ଶାସ୍ତ୍ର ଅନୁଯାଇ ଏହି ମାସ ବ୍ୟାହତ ଶୁଭ ହୋଇଥାଏ ଏହି ମାସରେ ଜନ୍ମିତ ଝିଅ ମାନେ ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ ଯାହା ଦ୍ୱାରା ଏମାନଙ୍କୁ ସଫଳତା ମିଳିଥାଏ ଏମାନଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ |

ଜୁନ ମାସ ଏହି ମାସରେ ଜନ୍ମିତ ଝିଆମନେ ବହୁତ ଭାଗ୍ୟ ଶାଳୀ ହୋଇଥାନ୍ତି କିନ୍ତୁ ତର୍କ ଶାସ୍ତ୍ର ଅନୁଯାଇ ଏହି ମାସରେ ଜନ୍ମିତ ଝିଅ ଶୁଭ ହୋଇଥାନ୍ତି ଏହି ମାସରେ କୌଣସି ଝିଅ ଲକ୍ଷ୍ମୀ ସ୍ୱରୂପ ହୋଇଥାନ୍ତି ଏହି ମାସରେ ଜନ୍ମିତ ଝିଅ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି |

ସେପ୍ଟମ୍ବର ମାସ ଏହି ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡାଲିରେ ବୁଧ ଓ ଶୁକ୍ର ଙ୍କର ଗ୍ରହ ମିଳନ ହୋଇଥାଏ ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅମାନେ ଧନ ବନା ହୋଇଥାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.