ଦର୍ଶକବନ୍ଧୁ ଘରେ ହେଉଥିବା ଛୋଟ ଛୋଟ ଘଟଣାରେ ଅନେକ ସଙ୍କେତ ଲୁଚି ରହିଥାଏ ଏହି ସଙ୍କେତକୁ ଯଦି ବୁଝି ନିଆଯାଏ ତାହେଲେ ଆମେ ଜାଣିପାରିବା ଯେ ଭବିଷ୍ୟତରେ ଆସୁଥିବା ସମୟ କେମିତି ରହିବ। ଶାସ୍ତ୍ର ଅନୁସାରେ ଯେବେ ଦାରିଦ୍ର୍ୟତା ବଢିବାର ସମ୍ଭାବନା ଥାଏ ତା ଘରେ ଛୋଟ ଛୋଟ ଈଶାରା ମଧ୍ୟ ଆସିଥାଏ। ତେବେ ଆଜି ଆସନ୍ତୁ ଜାଣିବା ଦାରିଦ୍ର୍ୟତା ଆସିବାର କଣ କଣ ରହିଥାଏ ସଙ୍କେତ।
ଘରେ ଲାଗିଥିବା ବୃକ୍ଷଲତା ସବୁବେଳେ ହରାଭରା ରହିବା ଦରକାର ଘରେ ବୃକ୍ଷଲତା ପତ୍ର ନ ଶୁଖିବା ଉଚିତ୍ ଏହାଦ୍ବାରା ବୁଧଗ୍ରହ ଖରାପ ହୋଇଥାନ୍ତି, ଏହାଦ୍ବାରା ଆପଣଙ୍କ ଉପରେ କରଜ ବଢ଼ିଥାଏ। ବୃକ୍ଷଲତାକୁ ସବୁଦିନ ପାଣି ଦିଅନ୍ତୁ ନଚେତ୍ ଏହା ଶୁଖିଯିବ।
ଘରେ ଝାଡୁ ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ କାରଣ ଝାଡୁ ଦାରିଦ୍ର୍ୟତାକୁ ଘରୁ ବାହାର କରିଥାଏ ଏହାଦ୍ବାରା ଘରେ ସୁଖ, ସମୃଦ୍ଧି, ଧନ, ଦୌଲତ ଆସିଥାଏ। ଝାଡୁ ଉପରେ ଗୋଡ଼ ରଖିବା କିମ୍ବା ଝାଡୁରେ ଗୋଡ ନବଜାଇବା ଉଚିତ୍ ଏହାଦ୍ଵାରା ମା ଲକ୍ଷ୍ମୀ ଅପମାନିତ ହୋଇଥାଆନ୍ତି। ଘରେ ଯଦି ଛୋଟ ପିଲା ଅଚାନକ ଘରେ ଝାଡୁ ଲଗାଇବାକୁ ଲାଗେ ତେବେ ତାହାକୁ ଘରକୁ କୌଣସି ଅତିଥି ଆସିବାର ସଙ୍କେତ ମାନାଯାଇଥାଏ।
ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ନ ଲଗାଇବା ଉଚିତ୍ କାହିଁକି ନା ଏହା ବ୍ୟକ୍ତିର ଦୁର୍ଭାଗ୍ୟକୁ ଆମନ୍ତ୍ରିତ କରିଥାଏ। ଝାଡୁକୁ ଠିଆ କରି କେବେବି ରଖନ୍ତୁ ନାହିଁ ଝାଡୁକୁ ସର୍ବଦା ଶୁଆଇକି ରଖିବା ଉଚିତ୍ ଝାଡୁକୁ ଠିଆ କରିକି ରଖିବା ଘରେ କଳହ ବଢ଼ିଥାଏ ଘରେ ଦାରିଦ୍ର୍ୟତା ମଧ୍ୟ ବଢ଼ିଥାଏ। ଅନ୍ଧାର ଘରେ ଆପଣ କେବେ ଝାଡୁ ଲଗାନ୍ତୁ ନାହିଁ ନଚେତ୍ ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛନ୍ତି ତେବେ ସେ ଯିବା ପରେ ସଙ୍ଗେ ସଙ୍ଗେ ଝାଡୁ ଲଗାନ୍ତୁ ନାହିଁ କିଛି ସମୟ ଛାଡ଼ିକି ଆପଣ ଝାଡୁ ଲଗାଇ ପାରିବେ ତାହାବି ଭଗଵାନଙ୍କୁ ପ୍ରାର୍ଥନା କରିବା ପରେ। ଝାଡୁକୁ ଲୁଚାଇ ରଖିବା ଉଚିତ୍ |
ଯେମିତି କାହାରି ନଜର ଝାଡୁ ଉପରେ ନ ପଡ଼ିବା ଉଚିତ୍। ଯେଉଁ ଘରେ କ୍ଷୀର ଉତୁରି ତଳେ ପଡ଼ିଯାଏ ସେହି ଘରେ ଅଚାନକ ଧନ ବୃଦ୍ଧି ହୁଏ, ଘରର ଲୋକ ରୋଗରେ ପଡ଼ିଥାନ୍ତି। ବୋହୁତ ଲୋକ କ୍ଷୀର ଉତୁରିବା ଶୁଭ ବୋଲି କହିଥାନ୍ତି କିନ୍ତୁ ଯଦି ସବୁବେଳେ କ୍ଷୀର ଉତୁରି ପଡେ ତେବେ ଏହା ଅଶୁଭ। ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି କିମ୍ବା ଫେରିବା ସମୟରେ ଆପଣଙ୍କ ମୁଖ୍ୟ ଦ୍ଵାରରେ ସବୁଠାରୁ ପ୍ରଥମେ ଝିଟିପିଟିର ଦର୍ଶନ ହେଉଛି ତେବେ ଏହାର ଅର୍ଥ ହେଉଛି କି ଆପଣଙ୍କ ଖରାପ ସମୟ ବୋହୁତ ଶିଘ୍ର ଆସିବାକୁ ଯାଉଛି।
ଘରେ ଝିଟିପିଟି ଦେଖା ଦେବ ଶୁଭ ସଙ୍କେତ ହୋଇଥାଏ କିନ୍ତୁ ଆପଣ ଯଦି ନୂଆ ଘର ନେଇଛନ୍ତି ସେହି ଘରେ ଝିଟିପିଟି ମରିଥିବାର ଦେଖିବାକୁ ମିଳିଲା ତେବେ ନୂଆ ଘରେ ପ୍ରବେଶ କରିବା ପୂର୍ବରୁ ଆପଣଙ୍କୁ ପୂଜାପାଠ କରିବା ଉଚିତ୍ ଏମିତି ନକରିଲେ ଆପଣଙ୍କ ପାଖକୁ ଅନେକ ସମସ୍ୟା ଆସିବ।