Breaking News

ଏହାକୁ କେବଳ ୧ ଖାଆନ୍ତୁ ଗ୍ୟାସ ଏସିଡ଼ିଟି ପେଟଫୁଲା ଭଲ ହୋଇ ଯିବ ସବୁ …

ବନ୍ଧୁଗଣ ଜଯି ଆପଣ ଗ୍ୟାସ ,ଏସିଡ଼ିଟି ଏବଂ ପେଟ ଫୁଲିବା ପାଇଁ ଚିନ୍ତିତ ଅଛନ୍ତି ଖାଦ୍ୟ ଖାଇଲା ପରେ ଖଟା ହାକୁଡ଼ି ଆସୁଅଛି ବା ଛାତିରେ ଜଲଣ ହେଉଅଛି ତେବେ ଆଜି ଆମେ ଆପଣଙ୍କୁ ଘେରେଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ 7 ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ ସେଠି ପାଇଁ ଆଜି ମୁଁ ଆପଣ ମାନଙ୍କୁ 2ଟି ଘେରେଇ ଉପଚାର ବନେଇବା ସେଖେଇବି ଯାହା ଆପଣଙ୍କର ଗ୍ୟାସ ,ଏସିଡ଼ିଟି ଏବଂ ପେଟ ସମ୍ବଧିତ ବିଭିନ୍ନ ସମସ୍ୟା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ |

ପ୍ରଥା ଘେରେଇ ଉପଚାର ପାଇଁ ଆପଣଙ୍କୁ ଆବଶକ୍ୟ ଜାଇ ଫଳ ଦେହ ପାଇଁ ବହୁତ ଭଲ ଅଟେ ଏହା ଦେହ ପାଇଁ ବହୁତ ଗରମ ହୋଇଥାଏ ଆପଣଙ୍କୁ ଯେଉଁ ଉପାୟ କହିବି ଯାହା ଆପଣ ଗ୍ରୀଷ୍ମ ଦିନ ମାନଙ୍କରେ ସେବନ କରିପାରିବେ ଯାହା ଆପଣଙ୍କୁ ବହୁତ ଫାଇଦା ହୋଇଥାଏ ପ୍ରଥମେ ଏହାକୁ ବନେଇବା ପାଇଁ ଆପଣଙ୍କୁ ଜାଇ ଫଳ ଗୁଣ୍ଡର ଆବଶକ୍ୟତା ପଡିବ ଆପଣ ଜାଇ ଫଳ ଗୁଣ୍ଡ ବନେଇ ଦିଅନ୍ତୁ ଆପଣଙ୍କୁ 2 ଚିମୁଟା ନେବାକୁ ପଡିବ | ଦ୍ୱତୀୟ ସାମଗ୍ରୀ ହେଉଛି ଲେମ୍ବୁ ଏଥିରେ ଆପଣ ଫାଳେ ଲେମ୍ବୁ ମିଶେଇ ଦିଅନ୍ତୁ ଯଦି ଛୋଟ ଲେମ୍ବୁ ଅଛି ତାହାଲେ ଗୋଟିଏ ମିଶାନ୍ତୁ |

ଏହାକୁ ଆପଣ ଶୋଇବା ପୂର୍ବରୁ ସେବନ କରନ୍ତୁ କରି ସାରିବାପରେ ଆପଣ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ଏହି ଉପାୟରେ ଏହାକୁ ସେବନ କରିବେ ଏହା ଆପଣଙ୍କ ପେଟ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ସକାଳୁ ଆପଣଙ୍କ ପେଟ ଭଲ ଭାବରେ ସଫା ହେବ ଗ୍ୟାସ,ଏସିଡ଼ିଟି ଭଳି ସମସ୍ୟା ସବୁ ଦୂର ହୋଇଯିବ |

ଦ୍ୱତୀୟ ଉପଚାରଟି ହେଉଛି ଆପଣଙ୍କ [ପେଟ ପୁରା ଥଣ୍ଡା ରହିବ ପେଟ ଗରମ ରହିବ କାରଣରୁ ପେଟ ଜନିତ ଅନେକ ସମସ୍ୟା ଦେଖା ଯିବ ଯଦି ଆପଣଙ୍କର ପେଟ ସବୁବେଳେ ଗରମ ରହୁଛି ତେବେ ଅପ୍ପନ ଦ୍ୱତୀୟ ଉପଚାରଟି କରି ଦେଖନ୍ତୁ ଦେଖିବେ ବହୁତ ଲାଭ ମିଲାଵ | ଆପଣଙ୍କୁ ଗୋଟା ଧନିଆ ଆପଣ ଏକ ପାତ୍ରରେ 2 ଗ୍ଲାସ ପାଣି ନିଅନ୍ତୁ ପାଣିକୁ ଗରମ କରିଦିଅନ୍ତୁ ପାଣି ଅଳ୍ପ ଗରମ ହୋଇ ସରିଲାପରେ ଆପଣ ଏଥିରେ ଦୁଇ ଚାମଚ ଧନିଆ ପକାନ୍ତୁ |

ଏହାକୁ ଆପଣ ଗ୍ୟାସ ରେ ବସେଇ ପାଞ୍ଚ ମିନିଟି ପର୍ଯ୍ୟନ୍ତ ଫୁଟାନ୍ତୁ ଯେବେ ଆପଣଙ୍କୁ ଲାଗିବ ପାଣି କଲର ଅଲଗା ଆସିଲା ତେବେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ ତା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଯେତେବେଳେ ଏହା ଥଣ୍ଡା ହୋଇଯିବ ତେବେ ଏହାକୁ ଗ୍ଲାସକୁ ଛାଣି ନିଅନ୍ତୁ ଏବେ ଏହା ପ୍ରସ୍ତୁତ ଏହି ପାଣିର ସେବନ ଦିନ ସାରା କରିବାକୁ ହେବ ଏକା ଠାରେ ଏହାକୁ ପିଇବାକୁ ହବନାହିଁ ଏହାକୁ ଅଳ୍ପ ଅଳ୍ପ କରି ଦିନକୁ 3 ଥର ସେବନ କରନ୍ତୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.