Breaking News

ପ୍ରତିଦିନ ଏହାକୁ ପାଣିରେ ଫୁଟାଇ ପିଅନ୍ତୁ, ରକ୍ତଚାପ , ହୃଦଘାତ ପରି ରୋଗ ପାଖ ମାଡିବ ନାହିଁ

ଆଜ୍ଞା ହଁ, ଯଦି ଏହି ଖଣ୍ଡ କୁ ପାଣିରେ ସିଝାଇକି ପିଅନ୍ତୁ ତେବେ ହେବନି ସୁଗାର, କୋଲେଷ୍ଟ୍ରୋଲ, ପେଟ ରୋଗ, ମୋଟାପା, ଓ ହୃଦୟ ଜନିତ ରୋଗ ଆପଣଙ୍କୁ କେବେବି ହେବନି । ନିଜ ଶରୀରର ସବୁ ପ୍ରକାରର ରୋଗର ଚିକିତ୍ସା କରିପାରିବେ ଆଜି ଆମେ ଏମିତି ଜିନସ ବିଷୟରେ କହିବୁ ଖାଲି ଆପଣଙ୍କୁ ଖାଲି ସିଝାଇକି ପିଇବାର ଅଛି ।

ଯଦି ଆପଣ ପାଣିରେ ଫୁଟାଇକି ପିଇବେ ଆପଣ ଏଥରୁ ଚମତ୍କାରୀ ଫାଇଦା ମିଳିବ । ମାତ୍ର କିଛି ଦିନ ଭିତରେ ଆପଣ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ଏତେ ଚମତ୍କାରୀ ନୁସ୍କା ଅଟେ ଏହା ଆପଣ ସେବନ କାଲେ ଜାଣି ପାରିବେ ।

ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ଏହି ଔଷଧ ଆପଣଙ୍କ ପାଇଁ ବହୁତ ଭଲ ଅଟେ ଓ ଆପଣଙ୍କ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାର କାମ କରିବ । ବହୁତ କମ ନୁସ୍କା ଏମିତି ଥାଏ ଯାହା ସୁଗାର ସହିତ ହୃଦୟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ। ।

ଡାଇବେଟିସ ରୋଗୀ ମାନଙ୍କୁ ଏହାର ସମସ୍ଯା ଅଧିକ ରହିଥାଏ କେଉଁ ନୁସ୍କା ବ୍ୟବହାର କରିବେ ଓ କେଉଁ ନୁସ୍କା ବ୍ୟବହାର କରିବେ ନାହିଁ । ଏହି ନୁସ୍କା ଆପଣଙ୍କ ସୁଗାର ଲେବେଲ କୁ କଣ୍ଟ୍ରୋଲ କରିବା ସହିତ ଡାଇବେଟିସ ରୋଗରେ ଯେଉଁ କମ୍ପ୍ଲିକେସନ ହୋଇଥାଏ ସେଥିରୁ ମଧ୍ୟ ଆପଣଙ୍କୁ ବଞ୍ଚାଇକି ରଖିବ ।
ଯଦି ଆପଣଙ୍କୁ କୋଲେଷ୍ଟ୍ରୋଲର ସମସ୍ୟା ରହିଛି ଆଉ ଏହି ବଢିଥିବା କୋଲେଷ୍ଟ୍ରୋଲକୁ କମ କରିବା ପାଇଁ ଚହୁଁଛନ୍ତି । ତେବେ ଏହି ନୁଷ୍କ ଆପଣଙ୍କ ପାଇଁ ଗୋଟେ ବରଦାନ ଭଳି କାମ କରିବ । ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ନବଢିବ ଆପଣଙ୍କୁ ହାର୍ଟ ବ୍ଲକେଜ ହେବନି ଓ ନା ହିଁ ଆପଣଙ୍କୁ ହାର୍ଟ ଜନିତ ସମସ୍ୟା ଆସିବ । ମାନେ ଏହା କୋଲେଷ୍ଟ୍ରୋଲ ଓ ହାର୍ଟ ବ୍ଲକେଜ ପାଇଁ ମଧ୍ୟ ବରଦାନ ଅଟେ ।

ଯଦି ଆପଣଙ୍କ ପେଟ ଜନିତ ସମସ୍ୟା ଯେମିତିକି ଗ୍ଯାସ, କବ୍ଜ, ଆଶିଡିଟି ଜନିତ ସମସ୍ୟା ରହିଛି କି ଆପଣଙ୍କର ପାଚନତନ୍ତ୍ର କମଜୋର ରହିଛି ତେବେ ମଧ୍ୟ ଏହି ନୁସ୍କା ଆପଣଙ୍କ ପାଇଁ ବରଦାନ ଭଳି କାମ କରିବ । ଏହି ନୂସ୍କାର ଯେଉଁ ମୁଖ୍ୟ ସାମଗ୍ରୀ ରହିଛି ଏହା ହେଉଛି ଅର୍ଜୁନର ଛାଲ । ଅର୍ଜୁନ ଛାଲର ଗୋଟିଏ ଟୁକୁଡାକୁ ପାଣିରେ ଗରମ କରି ତାର ପାଣିର ପ୍ରୟୋଗ କରନ୍ତୁ । ଆପଣ ଦୁଇ ଗ୍ଲାସ ପାଣି ନେବେ ଓ ସେଥିରେ ଟୁଇ ଟୁକୁଡା ଅର୍ଜୁନ ଛାଲ ଧୋଇକି ସେ ପାଣିରେ ପକାଇବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ …

Leave a Reply

Your email address will not be published. Required fields are marked *