Breaking News

ଏହି ହିରୋଙ୍କୁ ବାହା ହେଲେ କୁଆଁରି ବୋହୁ ସିରିଏଲ ର ହିରୋଇନ ଶ୍ରଦ୍ଧା !

ନମସ୍କାର ବନ୍ଧୁଗନ ତେବେ ବିବହା ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି କୁଆଁରି ବୋହୂ ସିରିଏଲ ର ଶ୍ରଦ୍ଧା | ଆପଣ ଶ୍ରଦ୍ଧା ଙ୍କୁ କୁଆଁରୀ ବୋହୂ ସୀରିଏଲ ରେ ଅଭ୍ୟାନୟ କରୁଥିବା ରା ଦେଖିଥିବେ | ଶ୍ରଦ୍ଧା କାହାକୁ ବିବାହ କରିବେ କେଉଁଠି କରିବେ ଆସନ୍ତୁ ଜାଣିବା | ତେବେ ସାଙ୍ଗମାନେ କୁଆଁରୀ ବୋହୂ ସିରିଏଲ ରେ ଜବରଦସ୍ତ ଅଭିନୟ କରୁଥିବା ର ଦେଖିଥିବେ | ତେବେ ସିରିଏଲ ଟି ଦିନମାନଙ୍କରେ ସାରିଯାଇଛି | ତେବେ ଏହି ରିଆଲିଟି ଟି ସରିବା ପରେ ଶ୍ରଦ୍ଧା ଆଉ କୌଣସି ଜାଗା ରେ ଅଭିନୟ କରିନାହାନ୍ତି | ତେବେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ସେ ବର୍ତ୍ତମାନ ସମୟ ରେ ଦୂରେଇ ଯାଇଛନ୍ତି |

କିନ୍ତୁ ଆଗାମୀ ଦିନ ମାନଙ୍କରେ ସେ ଶ୍ରଦ୍ଧା ଙ୍କ ବିବାହ ହେବାକୁ ଯାଉଛି ତେବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ତେବେ କିନ୍ତୁ ଏହି ପର୍ଯ୍ୟନ୍ତ ଜଣାପଡିନାହିଁ କି ଶ୍ରଦ୍ଧା କାହାକୁ ବିବାହ କରିବେ | ତେବେ ବାହାଘର ପାଇଁ ପ୍ରକୃତ ସମୟ ହୋଇଥିଲେ ବି ଶ୍ରଦ୍ଧା ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି | ତେବେ ଆଗାମୀ ଦିନ ମାନଙ୍କର ସେ ବିବାହ କରିବେ କିନ୍ତୁ କାହାକୁ କରିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ | ତେବେ ଛୋଟବେଳୁ ଶ୍ରଦ୍ଧା ଓଡ଼ିଶା ବାହାରେ ରହିଥିଲେ ଓ ଛୋଟବେଳୁ ତାଙ୍କର ଅଭିନୟ ରେ ବୋହୁତ ଆଗ୍ରହ ଥିଲା |

ତେଣୁ ଇଣ୍ଡଷ୍ଟ୍ରି ରେ ତାଙ୍କୁ ଅଫର୍ ମିଳିଥିଲେ ସିଧା ସେ ମନାକରି ଓଡ଼ିଶା କୁ ଆସିଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ତାଙ୍କୁ କାମ କରିବାକୁ ମିଳିଥିଲା | ତାହେଲେ ସେ ୪ ବର୍ଷ ପୂର୍ବେ ତାଙ୍କର ଆଲିଉଡ୍ ଡେବ୍ୟୁ କରିଥିଲେ | ସେ ପ୍ରଥମେ ଓଡ଼ିଆ ସିରିଏଲ୍ ରେ ଅଭିନୟ କରିଥିଲେ ଓ ଏହା ପରେ ସେ ଆଲବମ୍ ରେ ଅଭିନୟ କରିବା ସହ ସିରିଏଲ୍ ରେ ଅଭିନୟ କରିଥିଲେ ତେବେ କୁଆଁରୀ ବୋହୂ ସିରିଏଲ ଟି ସରିବା ପରେ ତାଙ୍କର କୌଣସି ସିରିଏଲ ରେ ଅଭିନୟ କରିବାକୁ ଅଫର୍ ମିଳିନାହିଁ | ତେବେ ସେ କୌଣସି ଆଗାମୀ ସିରିଏଲ ରେ ଅଭିନୟ କରିବାକୁ ଖୋଜୁଛନ୍ତି ତେବେ ଆପଣଙ୍କୁ ଏହି ଅଭିନେତ୍ରୀ ଶ୍ରଦ୍ଧା କେମିତି ଲାଗୁଛନ୍ତି ଆମକୁ କମେଣ୍ଟ ମଧ୍ୟମରେ ରେ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.